ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମ ମାନଙ୍କର ସୁବିଧା ସୁଯୋଗ ପାଇଁ, ଓ ଟଙ୍କା ପଇସା ଭଳି ସମସ୍ୟା ଓ ଦରକାର ବେଳେ ଆଉ କୋୖଣସି କାମ ହେଉ ବା ବିଜନେସ ସେଭଳି କ୍ଷେତ୍ରରେ ଯଦି ଆମେ ମାନେ ଟଙ୍କାର ଅଭାବ ହେଇଥାଏ , ତାହେଲେ ଆମେ ସହଜରେ ବ୍ୟାଙ୍କକୁ ଯାଇ କମ ସୁଧରେ ଟଙ୍କା ଆଣିଥାଉ ଓ ପରେ ତାହାକୁ ସୁଧୀଥାଉ, ସେଥିପାଇଁ ଆମ ରାଜ୍ୟ ତରଫରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରହିଛି , ତେବେ ଯୋଉ ମାନେ ଷ୍ଟେଟ ବ୍ୟାଙ୍କରେ ଖାତା ଖୋଲିଛନ୍ତି ତାହେle ଆପଣଙ୍କ ପାଇଁ ରହିଛି ଗୋଟିଏ ବଡ ଖୁସି ର ଖବର , ତେବେ ଆସନ୍ତୁ ଜାଣିବା ସେହି ଖୁସିର ଖବର କଣ |
ତେଣୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ EPLR ବା ଋଣ ନିୟମକୁ ବୃଦ୍ଧି କରାଯାଇଛି , ଗୃହ ଋଣ ଉପରେ ଗୃହ ଋଣ ଉପରେ EPLR କୁ ପଚାଶ ବେଶିଷ ପୋଏଣ୍ଟ ବା 0.5 ପ୍ରତିଶୋଧ କୁ ବଢ଼ାଇ ଦିଆଯାଇ ସତୁରି ପ୍ରତିଶତ କୁ ବୃଦ୍ଧି କରାଯାଇଛି,ପୂର୍ବରୁ ଏହା 6.65 ପ୍ରତିଶୋଧ ଥିଲା , ଏହା ସହିତ ଲେପ ଲେଣ୍ଡ ରେଟିଙ୍ଗ ରେଟ ଯାହାକି RLLR କୁ 6.65 କୁ ବୃଦ୍ଧି କରାଯାଇଛି | ଯାହାକି ପୂର୍ବରୁ 6.25 ପ୍ରତିଶଧ ଥିଲା |
ଏସବୁ ସୁଧ ସହିତ କ୍ରେଡିଟ ରିସ୍କ ପ୍ରିମିୟମ GRAP ଲାଗୁ ହେବ, ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ଦିଆ ଜେସିଥିବା ସୂଚନା ଅନୁସାରେ ଆସନ୍ତା ଜୁଲାଇ 1 ପାଖରୁ ଏହି ବର୍ଦ୍ଧିତ ସୁଧାହାର ଲାଗୁହେବ, ତେବେ ଆପଣ ମାନେ ଭାବୁଥିବେ କି EPLR କଣ, EPLR ର ଅର୍ଥ ହେଉଛି କି ଏକ୍ସଟରନାଲ ପେଜ ମାର୍କ ଲେଣ୍ଡିଙ୍ଗ ରେଟ,ରିଜର୍ଭ ବ୍ୟାଙ୍କ ଗତ ଅକ୍ଟୋବର 2019 ରୁ ନିଜ ବ୍ୟାଙ୍କ ର ସୁଧ ହାରକୁ ରିଜର୍ଭ ବ୍ୟାଙ୍କ ର ସେବୁ ହାର ସହିତ ଯୋଗ କରିଛି ଯାହା ଦ୍ୱାରା , ଅର୍ଥାତ ରିଜର୍ଭ ବ୍ୟାଙ୍କ ରିପୁ ହାରକୁ ବଢ଼ାଇଲେ ବ୍ୟାଙ୍କ ନିଜର EPLR ସହିତ ଯୋଗ କରିଥିଲା , ଓ ଚଳିତ ମାସ 1 ତାରିଖ ପାଖରୁ ଆମ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି |
ଯାହା ଫଳରେ ଲୋକ ମାନଙ୍କର ସବୁପ୍ରକାରର ସୁବିଧା ସୁଯୋଗ ବ୍ୟାଙ୍କ ର ସୁଧ ହାରକୁ ନେଇକି ପାଇଁ ପାରିବେ, ଓ ନିଜର ଇଚ୍ଛା କୁ ପୁରଣ କରିପାରିବେ , ଏହି ନିୟମଟି କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଖାତା ଖୋଲିଥିବା ଗ୍ରହକଙ୍କ ପାଇଁ ଉପଲବ୍ଧ ଅଟେ, ଯାହା ଏବେ ଖୁବ ପରିମାଣରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।