ଆସିଲା ସର୍ଭେ ରିପୋର୍ଟ୍ ପୁଣିଥରେ ନବୀନ ପଟ୍ଟନାୟକ ହେଲେ ଦେଶର ନମ୍ୱର୍ ୱାନ ମୁଖ୍ୟମନ୍ତ୍ରୀ, ସର୍ଭେ ରିପୋର୍ଟ୍ କୁ ନେଇ ଆପଣ ଙ୍କ ମତାମତ କମେଣ୍ଟ କରନ୍ତୁ….

0

ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସର୍ବୋଚ୍ଚ ସ୍ଥାନ ମିଳିଛି। ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପାଇଁ ଏବିପି ନିୟୁଜ୍ ଚ୍ୟାନେଲ ପକ୍ଷରୁ କରାଯାଇ ଥିବା ସର୍ଭେ ରେ ମୋଟ ୩୧ ଜଣ ମୁଖ୍ୟ ମନ୍ତ୍ରୀ ଙ୍କୁ ସାମିଲ କରାଯାଇ ଥିଲା। ଏହି ୩୧ ଜଣ ମୁଖ୍ୟ ମନ୍ତ୍ରୀ ଙ୍କ ମଧ୍ୟରୁ ସବୁଠୁ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

ତେବେ ଏହି ସର୍ଭେ ଲୋକ ମାନଙ୍କୁ ପଚରା ଯାଇଥିଲା ଯେ ସବୁଠୁ ପ୍ରିୟ ମୁଖ୍ୟମନ୍ତ୍ରୀ କିଏ ଯେଉଁଥିରେ ସର୍ବୋଚ୍ଚ ସ୍ଥାନ ରେ ଥିଲେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ତେବେ ଦେଶର ସର୍ବଶ୍ରେଷ୍ଠ ତିନୋଟି ମନ୍ତ୍ରୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ରେ ଅଛନ୍ତି ଓଡ଼ିଶା ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ , ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲ , ଆଉ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ।

ଏହା ସହିତ ଏବିପୀ ନିୟୁଜ ଚ୍ୟାନେଲ ପକ୍ଷରୁ କରାଯାଇ ଥିବା ସର୍ଭେ ଅନୁସାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଦି ଙ୍କୁ ସେମାନଙ୍କ ରାଜ୍ୟ ର ଖୁବ୍ କମ୍ ଲୋକ ପସନ୍ଦ କରନ୍ତି ବୋଲି ଜଣା ପଡିଛି। ତେବେ ଲୋକ ମାନଙ୍କ ପସନ୍ଦ ଅନୁସାରେ ଶ୍ରେଷ୍ଠ ଦଶ ଜଣ ମୁଖ୍ୟମନ୍ତ୍ରୀ ତାଲିକା ରେ କେଉଁ ମାନେ ଅଛନ୍ତି ଆସନ୍ତୁ ଦେଖିବା ;

1. ଓଡ଼ିଶା – ନବୀନ ପଟ୍ଟନାୟକ, 2. 2. ଦିଲ୍ଲୀ – ଅରବିନ୍ଦ କେଜ୍ରିୱାଲ, 3. 3. ଆନ୍ଧ୍ରପ୍ରଦେଶ – ଜଗନମୋହନ ରେଡ୍ଡୀ,  4. 4. କେରଳ – ପି ବିଜୟନ 5. 5. ମହାରାଷ୍ଟ୍ର – ଉଦ୍ଧବ ଠାକରେ 6. 6. ଛତିଶଗଡ – ଭୁପେଶ ବାଗେଲ, 7. 7. ପଶ୍ଚିମବଙ୍ଗ- ମମତା ବାନାର୍ଜୀ, 8. 8. ମଧ୍ୟପ୍ରଦେଶ – ଶିବରାଜ ସିଂ ଚୌହାନ, 9. 9. ଗୋଆ – ପ୍ରମୋଦ ସାୱନ୍ତ, 10. 10. ଗୁଜୁରାଟ – ବିଜୟ ରୂପାନି

ତେବେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁପୁତ୍ର ଅଟନ୍ତି ନବୀନ ପଟ୍ଟନାୟକ ଓ ସେ ବର୍ତମାନ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଦୀର୍ଘ ବର୍ଷ ଧରି ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି । ସେ ଜଣେ ନିର୍ମଳ ଓ ସ୍ୱଚ୍ଛ ହୃଦୟ ର ବ୍ୟକ୍ତିତ୍ଵ ହେବା ସହିତ ଓଡ଼ିଶା ମାଟି ପାଇଁ ସେ ଏକ ଗର୍ବ ଗୌରବ । ତେବେ ତାଙ୍କର ନିଷ୍ଠାପର କାମ ଓ ନିଶ୍ୱର୍ଥାପର ସ୍ଵଭାବ ପାଇଁ ସେ ଆଜି ଘରେ ଘରେ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ।

ଆଜି ସେ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇ ପାରିଛନ୍ତି । ତେବେ ଏହି ସର୍ଭେ ରେ ୫୪୩ ଲୋକସଭା ଆସନ ରୁ ଲୋକମାନେ ଅଂଶଗ୍ରହଣ କରିଥିଲେ ଓ ୩୦ ହଜାର ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ଏହି ସର୍ଭେ ର ରେଜଲ୍ଟ ୧୨ ସପ୍ତାହ ପରେ ପ୍ରକାଶ ପାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।