ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସମସ୍ତ ଲୋକ ଭଗବାନଙ୍କ ଆସ୍ତିତ୍ୱ ଉପରେ ବିଶ୍ୱାସ କରନ୍ତି ଏବଂ ୩୩ କୋଟି ଦେବା ଦେବୀଙ୍କୁ ପୂଜା କରିଥାନ୍ତି। ଲୋକମାନେ ନିଜର ଶୁଭ ମନାସିବା କିମ୍ବା ନିଜର ମନକାମନା ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରନ୍ତି। ଲୋକ ମାନେ ଭଗବାନଙ୍କୁ ମଧ୍ୟ ବହୁତ ବିଶ୍ୱାସ ଓ ଭରସା କରି ଥାଆନ୍ତି। ଭଗବାନଙ୍କର ସବୁ କାର୍ଯ୍ୟ ମଧ୍ୟ ଠିକ ଭାବରେ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ତକିତ ହୋଇ ଯିବେ। ତାହା ହେଉଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚାବୁକ ପାହାର ଖାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୁର୍ଣ୍ଣ ଖବର ଉପରେ ନଜର ପକାଇବା;
ଏଭଳି ଏକ ଦୃଶ୍ୟ ଛତିଶଗଡ଼ ଦୁରଗରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଦୁନିଆରେ ସମସ୍ତେ ଭଗବାନଙ୍କ ଅସ୍ତିତ୍ୱ ଉପରେ ବିଶ୍ୱାସ ଓ ଭରସା କରି ଥାଆନ୍ତି। ଯେଉଁ ଭକ୍ତ ମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଭଗବାନଙ୍କ ମନ୍ଦିରକୁ ଯାଇ ଥାଆନ୍ତି, ଭଗବାନ ତାଙ୍କର ସବୁ ଦୁଃଖ ଓ କଷ୍ଟ ଦୂର କରିବା ସହିତ ତାଙ୍କର ସବୁ ଆଶା ମଧ୍ୟ ପୁରଣ କରି ଥାଆନ୍ତି। ଦୁନିଆରେ ଭଗବାନଙ୍କ ପୂଜା ସବୁ ସ୍ଥାନରେ କରା ଯାଇଥାଏ।
ଛତିଶଗଡ଼ ଦୁରଗରେ ଗୋବର୍ଦ୍ଧନ ପୂଜାର ଆୟୋଜନ କରା ଯାଇଛି। ସେଠାରେ ପ୍ରତି ବର୍ଷ ପରମ୍ପରା ଓ ରୀତି ନୀତି ଅନୁସାରେ ଗୋବର୍ଦ୍ଧନ ପୂଜା କରା ଯାଇ ଥାଏ। ଏଥି ସହିତ ବହୁତ ଆଡ଼ମ୍ବର ମଧ୍ୟ ହୋଇଥାଏ। ପୂଜା ଦେଖିବାକୁ ସେଠାରେ ଅନେକ ଲୋକ ମାନେ ଭିଡ଼ ଜମାଇ ରହି ଥାଆନ୍ତି। ଭଗବାନଙ୍କ ପୂଜା ଦେଖି ମନରେ ସେମାନଙ୍କୁ ବହୁତ ଶାନ୍ତି ମିଳି ଯାଇ ଥାଏ ଓ ତାଙ୍କୁ ବହୁତ ଆନନ୍ଦ ମଧ୍ୟ ମିଳିଥାଏ। ସେଠାରେ ସବୁ ନିୟମ ଅନୁସାରେ ଭଗବାନଙ୍କ କାର୍ଯ୍ୟ କରା ଯାଇଥାଏ। ସେଠାକୁ ଆସି ଭଗବାନଙ୍କୁ ଯାହା ପାର୍ଥନା କରି ଥାଆନ୍ତି, ସେମାନଙ୍କର ସବୁ ଆଶା ପୂରଣ ହୋଇଥାଏ।
ଏଥି ସହିତ ସେଠାରେ ଏକ ବଡ଼ କାର୍ଯ୍ୟ ମଧ୍ୟ କରା ଯାଇ ଥାଏ। ପ୍ରତିବର୍ଷ ଗୋବର୍ଦ୍ଧନ ପୂଜାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଚାବୁକ ପାହାର ଖାଇ ଥାଆନ୍ତି। ଏହା ହେଉଛି ପୂଜାର ନିୟମ ଅଟେ ଓ ସମସ୍ତେ ମଧ୍ୟ ଏହି ନିୟମକୁ ମାନି ଆସୁ ଥାଆନ୍ତି। ଭଗବାନଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପାଇଁ ଏଭଳି କାର୍ଯ୍ୟ କରା ଯାଇ ଥାଏ। ଏହି ପରମ୍ପରାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜେ ଆପଣେଇ ନେଇ ଥାଆନ୍ତି। ସେ ନିଜ ଉପରେ ସବୁ ବାଧା ବିଘ୍ନକୁ ଖଣ୍ଡନ କରିବାକୁ ସେ ଏପରି ନିୟମ ପାଳି ଥାଆନ୍ତି। ସେ ପ୍ରତିଥର ଲୋକ ମାନଙ୍କ ସହିତ ସାମିଲ ହୋଇ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇ ଥାଆନ୍ତି। ତେବେ ବନ୍ଧୁଗଣ ସମସ୍ତେ ଭଗବାନଙ୍କ ନୀତି ନିୟମକୁ ମାନି ଭଗବାନଙ୍କ ସବୁ କାର୍ଯ୍ୟ କରିବା ଉଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।