ଶୁଣନ୍ତୁ Viral Audio Call : ଆତ୍ମହତ୍ୟା ପୂର୍ବରୁ ଭାଇକୁ ଭଉଣୀର ଶେଷ କଲ୍, କହିଲା ମୋ ମୃତ୍ୟୁର ପ୍ରତିଶୋଧ ନେବୁ..

0

ମନୁଷ୍ୟ ଦିନକୁ ଦିନ ଚାପ ଆଡ଼କୁ ଗତି କରୁଛି। ନିଜ ମଧ୍ୟରେ ନିଜ ଜୀବନକୁ ଉପଭୋଗ କରି ବଞ୍ଚିବା ଭଳି ଦେଖିବା ପାଇଁ ମିଳୁ ନାହିଁ। ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଓ ପରିସ୍ଥିତି ଦେଇ ଗତି କରିଥାଏ। ଜୀବନରେ ସୁଖ ଦୁଃଖ ସବୁବେଳେ ଲାଗି ରହିଛି ଏମିତି କୌଣସି ଲୋକ ନାହିଁ ଯାହାର ଜୀବନରେ ସମସ୍ୟା ନାହିଁ। କିନ୍ତୁ ଏହି ସବୁ ସମସ୍ୟାକୁ ସବୁ ସମାଧାନ କରି ଆଗକୁ ବଢିବାର ଅଛି।

ଏମିତି କିଛି ଲୋକ ଅଛନ୍ତି ଯେ ସମସ୍ୟା ଯେତେବେଳେ ଆସି ମୁକୁଳିବା ପାଇଁ ଅନେକ ପ୍ରକାର ଚେଷ୍ଟା କରି ଥାଆନ୍ତି। ଆଉ ଯେତେବେଳେ ବିଫଳ ହୋଇ ଯାଆନ୍ତି, ସେହି ସମୟରେ କେବଳ ଆତ୍ମହତ୍ୟାର ଗୋଟିଏ ବାଟ ଦେଖା ଯାଇ ଥାଏ। ସବୁ ସମ୍ପର୍କକୁ ପଛରେ ପକାଇ ଆତ୍ମହତ୍ୟା କରି ନିଜ ଜୀବନକୁ ହାରି ଦିଅନ୍ତି। ଆଜିକାଲି ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଚାପର ଭାର ସହିନପାରି ଆତ୍ମହତ୍ୟା କରି ଦେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଜଣେ ଯୁବତୀ ମୃତ୍ୟୁ ପୂର୍ବରୁ ନିଜ ଭାଇକୁ ଫୋନ କରି ମୃତ୍ୟୁର ପ୍ରତିଶୋଧ ନେଵା ପାଇଁ କହିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ ଯୁବତୀ ଖୁବ ଜୋର ସୋର ଭାବରେ ନିର୍ଯ୍ୟାତନା ପାଉଥିଲେ। ସେ ନିର୍ଯ୍ୟାତନାକୁ ମଧ୍ୟ ବହୁତ ଦିନ ସହି ଚାଲି ଥିଲେ। କିନ୍ତୁ ଯେତେବେଳେ ଯୁବତୀ ଜଣଙ୍କ ଆଉ ନିର୍ଯାତନାକୁ ସହି ପାରିଲେ ନାହିଁ। ଯାହା ଫଳରେ କି ନିଜ ଜୀବନ ହାରି ଦେବା ପାଇଁ ସ୍ଥିର କରିଲେ। ସେଥିପାଇଁ ଯୁବତୀ ଓଭର ବ୍ରିଜ ନିକଟରେ ଟ୍ରେନ ଲାଇନ ନିକଟକୁ ଯାଇ ଥିଲେ। ସେଠାରେ ମରିବା ପୂର୍ବରୁ ତାଙ୍କ ଭାଇଙ୍କ ଫୋନ କରି ମାରିବା ପାଇଁ ଯାଉଛନ୍ତି ବୋଲି କହିଥିଲେ। ଏଥି ସହିତ କହିଥିଲେ ଯେ, ଘଟଣା ସ୍ଥଳକୁ ଆସି ବ୍ୟାଗ, ଫୋନ ଓ ଏକ କାଗଜରେ ସବୁ କିଛି ଲେଖା ହୋଇଛି। ଯାହାକୁ ଦେଖି ମୃତ୍ୟୁ ପରେ ଏହାର ପ୍ରତିଶୋଧ ନେବା ପାଇଁ ଯୁବତୀ ଜଣଙ୍କ ତାଙ୍କ ଭାଇଙ୍କୁ ଫୋନ କରି କହିଥିଲେ।

କିନ୍ତୁ ଯୁବତୀଙ୍କ ଭାଇ ତାଙ୍କ ଭଉଣୀକୁ ବ୍ୟସ୍ତ ହୁଅନା ବୋଲି କହିଥିଲେ। କେଉଁ ଜାଗାରେ ଯୁବତୀ ଜଣଙ୍କ ଅଛନ୍ତି ବୋଲି ମଧ୍ୟ ପଚାରି ଥିଲେ କିନ୍ତୁ ଯୁବତୀ ତାଙ୍କ କୌଣସି ପ୍ରଶ୍ନର କିଛି ବି ଉତ୍ତର ଦେଲା ନାହିଁ। ତାଙ୍କ ଭାଇ ହାଲୋ ହାଲୋ ହେଉଥିବା ସମୟରେ ଯୁବତୀ ସଙ୍ଗେ ସଙ୍ଗେ ଫୋନ କାଟି ଦେଇଥିଲେ। ଏହା ପରେ ସେ ଆତ୍ମହତ୍ୟା କରି ଦେଇଛନ୍ତି। ଏହା ଘଟଣାଟି ଅତ୍ୟନ୍ତ ଭାବରେ ଦୁଃଖ ଦାୟକ ହୋଇଛି। ତେବେ ବନ୍ଧୁଗଣ ସବୁ ସମସ୍ୟାର ସମାଧନ ରହିଛି ଓ ସବୁ ସମସ୍ୟାର ସମାଧାନ କରନ୍ତୁ। ସମସ୍ୟାର ସମାଧାନ ନକରି ଏଭଳି ନିଷ୍ପତ୍ତି କେବେ ହେଲେ ନିଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।