ଆଉ ମାତ୍ର ସୁତାଏ ଲୋ… ସବୁ ସରିଯିବ ବଦ୍ରିନାଥ ରୁ ଆସିଲା ଭୟାନକ ସଂକେତ… ଶୀଘ୍ର ଦେଖନ୍ତୁ ଏବଂ ସତର୍କ କରାନ୍ତୁ

ବନ୍ଧୁଗଣ ଆମେ ଏକ ବିଶେଷ ପ୍ରସଙ୍ଗ ଆଲୋଚନା କରିବା। ଯାହା ନିକଟରେ ଘଟିଛି ଏବଂ ଏକ ଭୟାନକ ସଂକେତ ସେଠାରୁ ମିଳିଛି ଯାହା ମାଳିକା ରେ ବର୍ଣ୍ଣିତ ରହିଛି। ତେବେ ଏହା କଣ ସୂଚାଉଛି ଏବଂ କେଉଁ ଦିଗକୁ ଇଙ୍ଗିତ କରୁଛି ତାହା ଆମେ ଜାଣିବା। ତେବେ ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି। ଏଠାରେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ଯ ଉପରେ ଆଲୋଚନା କରିଥାନ୍ତି ଅନେକ ମାଳିକା ଭକ୍ତ, ବିଚାରକ ଏବଂ ମାଳିକା ଗବେଷକ ଓ ସାଧୁ ବାବା ମାନେ।

ତେବେ ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଓ ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।

ଏଠାରେ ଜଣେ ପତ୍ରାକାର ଯାହାଙ୍କ ନାମ ହେଉଛି ସୌରଭ କୌଶିକ।ସେ କହିଛନ୍ତି ଏମିତି ସମୟ ଆସିବ ଯେତେବେଳେ ଭଗବାନ ବିଷ୍ଣୁ ବଦ୍ରିନାଥ ଛାଡି ଚାଲିଯିବେ ଏବଂ ମହାପ୍ରଭୁ ଜଗନ୍ନାଥ ପୁରୀ ଧାମ ଛାଡି ଛତିଆ ବଟ କୁ ଚାଲିଯିବେ। ଆମ ଭାରତରେ ରହିଥିବା ୪ ଧାମ ବଦ୍ରିନାଥ, ଦ୍ବାରିକା, ରାମେଶ୍ଵରମ ଏବଂ ପୁରୀ ରୁ କିଛି ଇମିତି ସଂକେତ ମିଳିବ ଯାହା ବହୁତ୍ ଭୟାନକ ସଂକେତ ଅଟେ। ଏସବୁ ସଂକେତ ଏହା ସୁଚାଇବ ଯେ କିଛି ନା କିଛି ବଡ ବିପଦ ଆଗକୁ ଘଟିବା ପାଇଁ ଯାଉଛି। ଏହାକୁ ନେଇ ଏହି ପତ୍ରାକର ତାଙ୍କର ଯେଉଁ ଗବେଷଣା କରିଛନ୍ତି ସେଥିରେ କିଛି ସଂକେତ ପାଇଛନ୍ତି, ଯାହା ଉପରେ କହିଛନ୍ତି।

ସେ ପୁରୀରୁ ବଡ ଦେଉଳ ରୁ ପଥର ଖସିବା ହେଉ କି ମନ୍ଦିର ଉପରେ ଚିଲ ଉଡ଼ିବା ଘଟଣା ହେଉ। ସେହିପରି ଏବେ ବଦ୍ରିନାଥ ଧାମରୁ ଏକ ଏପରି ଚିତ୍ର ସାମ୍ନାକୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି ମନ୍ଦିରର କାନ୍ଥରେ ଥିବା ଏକ ମୂର୍ତ୍ତି ଭାଂଗି ଯାଇଛି, ଫାଟି ଯାଇଛି। ଏସବୁ ଧିରେ ଧିରେ ବଢ଼ିବାକୁ ଲାଗୁଛି। ଯାହା ମାଳିକା ଅନୁସାରେ ଏହି ସଂକେତ ଦେଉଛି ଯେ ମହାପ୍ରଭୁ ବିଷ୍ଣୁ ବଦ୍ରିନାଥ ଛାଡି ଚାଲିଯିବେ ଏବଂ ଆଗକୁ ଏକ ବଡ଼ ବିନାଶ ର ସମୟ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment