ଅବସର ନେଲେ ଗଜପତି SP ! ACF ସୌମ୍ୟରଞ୍ଜନଙ୍କୁ ନ୍ୟାୟ ମିଳିବ ନାହିଁ କି ? କରିଦେଲେ କି ଭିତିରି ଷଡଯନ୍ତ୍ର…ଦେଖନ୍ତୁ ଭିଡ଼ିଓ

0

ପ୍ରତିଦିନ ଆପଣମାନେ ନିଶ୍ଚିତ ଭାବରେ ଅବଗତ ହେଉଥିବେ ଯେ ବର୍ତ୍ତମାନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଅପରାଧିକ ଘଟଣା କିପରି ଭାବେ ବଢି ବଢି ଚାଲିଛି। ପ୍ରତ୍ୟେକ ଦିନ ଖବର କାଗଜ ଟିଭି ଏବଂ ସୋସିଆଲ ମିଡିଆରେ କିଛି ନା କିଛି ଅପରାଧିକ ଘଟଣା ଚୋରି, ଡକାୟତ, ଦୁଷ୍କମ ଓ ହତ୍ୟା ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏହି ସବୁ ଅପରାଧ ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ଲୋକମାନେ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ଏହାକୁ କେନ୍ଦ୍ରକରି ସମାଜରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି। ଅପରାଧ ଏଭଳି ଭାବରେ ହେଉଛି, ପୋଲିସ ମଧ୍ୟ ଅପରାଧିକୁ ଧରିବାରେ ସଫଳ ହୋଇ ପାରୁନାହାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାଣିଛନ୍ତି ଯେ ଗତ କିଛି ଦିନ ଧରି ସାରା ଓଡ଼ିଶାରେ କେବଳ ACF ମୃତ୍ୟୁ ଘଟଣା ରହସ୍ୟ ଘେରରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ପ୍ରତ୍ୟେକ ଦିନ କିଛିନା କିଛି ତଥ୍ୟ ବିଷୟରେ ସୂଚନା ମିଳୁଛି। କିନ୍ତୁ ସାରା ଓଡ଼ିଶା ବାସୀଙ୍କ ମନରେ କେବଳ ପ୍ରଶ୍ନ ଯେ, ତେବେ ମୃତ୍ୟୁ ରହସ୍ୟ କେବେ ସାମ୍ନାକୁ ଆସିବ, ତେବେ ବର୍ତ୍ତମାନ ସମୟରେ, ଗଜପତି ACP ସମସ୍ତଙ୍କୁ ନିର୍ଦେଶ ଦେଇ ଅବସର ନେଇଛନ୍ତି ବୋଲି ସୂଚନା ମିଳିଛି। ଆପଣ ମାନେ ଜାଣିଲା ପରେ ସନ୍ଦେହ ଉଙ୍କି ମାରିବା, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ବିତି ଯାଇଛି 20 ଦିନ ଯାହାକି ବହୁତ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପାରଳାଖେମୁଣ୍ଡି ପୋଲିସ ଓ କ୍ରାଇମବ୍ରାଞ୍ଚ ସହଯୋଗରେ ଘଟଣାର ତଦନ୍ତ କରା ଯାଇ ଥିଲ। DFO ଙ୍କ ଠାରୁ ଆରମ୍ଭ କରି, OIC ମହିଳା ମମତା ପଣ୍ଡା, ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ଏବଂ ଡ୍ରାଇଭର ଏମାନଙ୍କୁ ବୁଲିବୁଲି ପର୍ଯ୍ୟନ୍ତ ତଦନ୍ତର କୌଣସି ଶୀର୍ଷରେ ପୋଲିସ ପଂହଁଚି ପାରି ନାହିଁ। କିନ୍ତୁ ଜଣଙ୍କ ପରେ ଜଣଙ୍କୁ ଏହି ଘଟଣାରେ ସମ୍ପୃକ୍ତି ନଥିବା ନେଇ ନିର୍ଦେଶ ଦେଇ ଥିଲେ ଗଜପତି ACP ତପନ ପଟ୍ଟନାୟକ।

ତେବେ ଶନିବାର ଦିନ ACP ତାଙ୍କ ଚାକିରିରୁ ଅବସର ନେଇ ଛନ୍ତି। କିନ୍ତୁ, ଅବସର ନେବା ପୂର୍ବରୁ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୌଣସି ପ୍ରକାର ସନ୍ତୋଷ ଜନକ ତଥ୍ୟ ସାମନାକୁ ଆଣି ନାହାନ୍ତି। ପୋଲିସ କିମ୍ବା ତଦନ୍ତ କାରୀ ଟିମକୁ ସହଯୋଗ କରୁ ଥିବା କ୍ରାଇମ ବ୍ରାଞ୍ଚ କହି ଛନ୍ତି ଯେ ଯେଉଁଥିପାଇଁ ତାଙ୍କ ମୃତ୍ୟୁ ଦୁର୍ଘଟଣା ନା ସୁପରି କଳ୍ପିତ ହତ୍ୟା କାଣ୍ଡ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତିରେ ପଂହଁଚି ପାରି ନାହିଁ। ଏହି ଘଟଣାରେ ମଧ୍ୟ ଫରେନ୍ସୀ ଯାଞ୍ଚକୁ ଅପେକ୍ଷା କରା ଯାଇଛି, ଯାହାକି ଅପାତତଃ ୩ ମାସ ଲାଗିବ ବୋଲି ଆକଳନ କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।