ଅଭଦ୍ରାମୀର ସୀମା ଟପିଗଲେ ଏହି ଶିକ୍ଷିତ ପରି ଦେଖା ଯାଉଥିବା ବ୍ୟକ୍ତି…ଦେଖନ୍ତୁ Viral ଭିଡ଼ିଓ

0

ଆମ ଦେଶରେ ଏମିତି ଅନେକ ଲୋକ ଅଛନ୍ତି। ଯେଉଁମାନେ ଖାଦ୍ୟ ପାଇଁ ସଂଘର୍ଷ କରିବା ପାଇଁ ସଙ୍ଘର୍ଷ ପଡୁଛି। ଅନେକ ଲୋକ ଏଭଳି ଗରିବ ସୀମା ରେଖା ତଳେ ରହିଛନ୍ତି। ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଟଙ୍କା ଉପରେ ଶୋଉଛନ୍ତି। ସରକାର ଜଣେ ଜଣେ ସାଧରଣ ଲୋକ ଠାରୁ ଆରମ୍ଭ କରି ଜଣେ ବଡ ପ୍ରତିଷ୍ଠିତ ଧନୀ ଶ୍ରେଣୀର ଲୋକ ମାନଙ୍କୁ ଠାରୁ ମଧ୍ୟ ଟେକ୍ସ ନେଇଥାନ୍ତି। ହେଲେ ଏଭଳି ଅନେକ ଲୋକ ଅଛନ୍ତି ସେମାନଙ୍କ ପାଖରେ ବହୁତ ଟଙ୍କା ଅଛି ହେଲେ।

ସେମାନେ ସରକାରଙ୍କୁ ଟେକ୍ସ ଦେବା ପାଇଁ ପଛେଇ ଥାନ୍ତି। ଏଭଳି କ୍ଷେତ୍ରରେ ଅନେକ ସ୍ଥାନରେ ରେଡ଼ ହେଉଥିବାର ଆପଣ ମାନେ ମଧ୍ୟ ଦେଖିବା ପାଇଁ ପାଉଥିବେ। ତେବେ ବର୍ତ୍ତମାନ ସମୟରେ ଭୁବନେଶ୍ୱର ଭାରତ ମଟରର୍ସ ଉପରେ ସିଟି ଜିଏସ୍ଟି ର ଚଢ଼ାଉ କରିଛନ୍ତି। ୪୮ କୋଟି ଟଙ୍କାର ବକେୟା ଥିବାରୁ ଚଢ଼ାଉ ଚାଲିଛି। ପାହାଳ, ମଞ୍ଚେସର ସମେତ ତିନୋଟି ସ୍ଥାନରେ ଚଢ଼ାଉ ଚାଲିଛି। ୫ ଟି ଟିମ ରେ ୩୦ ଜଣ ଅଫିସର ସାମିଲ ଥିବାର ସୂଚନା ଆସୁଛି।

ମଞ୍ଚେସର ସ୍ଥିତ ଗୋଟିଏ ବ୍ରାଞ୍ଚର ଯେଉଁଠି ସିଟି ଜିଏସ୍ଟିର ଅଧିକାରୀ ମାନେ ଚଢାଉ କରୁଛନ୍ତି। ତାଙ୍କ ହାତରେ ପ୍ରୋପଟି ଅଟାଚମେଣ୍ଟର ନୋଟିସ ମଧ୍ୟ ରହିଛି। ଏମାନେ ତାଙ୍କର ସ୍ଥାବର ଅସ୍ତାବର ସମ୍ପତ୍ତିକୁ ଆଟାଚମେଣ୍ଟ କରିବେ ବୋଲି ସେ ନୋଟସ ମଧ୍ୟ ନେଇ ଆସିଛନ୍ତି। ଯାହା ତାଙ୍କର ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କ ଠାରୁ ସୂଚନା ମିଳିଥିଲା। ଏବଂ ଯାହା ଜଣାପଡୁଛି କି ୨୦୦୮ ରୁ ୨୦୧୭ ପର୍ଯ୍ୟନ୍ତ ପ୍ରବେଶ ଶୁଳ୍କ ଦେଇନଥିଲେ। ତେଣୁ ତାହା ବକେୟା ଥିଲା ତେବେ ୩୮ କୋଟି ଟଙ୍କାର ପ୍ରବେଶ ଶୁଳ୍କ ବକେୟା ଅନାଦୟ ଏଇଥିରେ ଇଣ୍ଟରେସ ମଧ୍ୟ ଅଛି ଏବଂ ପ୍ରବେଶ ଶୁଳ୍କ ମିଶିକି ୩୮ କୋଟି ଟଙ୍କା ରହିଛି। ତେବେ ଏଭଳି ଘଟଣାକୁ ନେଇ ଭାରତ ମଟରର୍ସହାଇକୋଟ ଯାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସୁପ୍ରିମକୋର୍ଟ ଯାଇଥିଲେ।

ତେବେ ସୁପ୍ରିମକୋର୍ଟ କହିଥିଲେ ବକେୟା ରାଶି ଦେବା ପାଇଁ ଏହାପରେ ସିଟି ଜିଏସ୍ଟି ମଧ୍ୟରେ ଭାରତ ମଟରର୍ସ ଏକ ଚୁକ୍ତି ହୋଇଥିଲା। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ କିଛି ଟଙ୍କା ଦେଇଥିଲେ। କିଛି ଟଙ୍କା ଦେବାପରେ ଚୁପ ହୋଇ ବସି ଯାଇଥିଲେ। ଏହାପରେ ତାଙ୍କୁ ବାରମ୍ବାର ନୋଟିସ ପରେ ମଧ୍ୟ କିଛି ଶୁଣି ନଥିଲେ। ତେବେ ଏହାପରେ ବାଧ୍ୟ ହୋଇ ସେ ସିଟି ଜିଏସ୍ଟି ପାଖାପାଖି ୩୦ ଟି ଟିମ ଏଥିରେ ନିୟୋଜିତ ଅଛନ୍ତି। ତେବେ ଯେତେବେଳେ ଆମ ମିଡ଼ିଆ ଭାଇ ମାନେ ସେମାଙ୍କୁ ନିଜର ପ୍ରତିକ୍ରିୟା ମାଗିଥିଲେ। ମିଡ଼ିଆ ବାଲାଙ୍କୁ ନାଲି ଆଖି ଦେଖିଥିଲେ। ତେବେ ଆଗକୁ ଦେଖିବାର ବିଷୟ ରହିଛି କଣ ହେଉଛି। ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ରଖି ନଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।