ଦେଖନ୍ତୁ ଭିଡ଼ିଓ – ଅଭିନେତା ଅମ୍ଳାନ ଓ ପତ୍ନୀ ଭୂମିକା ଧୁମ୍ ଧାମ ରେ ମନାଇଲେ ନିଜର ବିବାହ ବାର୍ଷିକୀ…

0

ଗତ ବର୍ଷ ଠିକ୍ ଏହି ଦିନ ଓଡ଼ିଆ ଫିଲ୍ମ୍ ଅଭିନେତା ତଥା ସୁପରଷ୍ଟାର ଅମ୍ଳାନ ଧରିଥିଲେ ପତ୍ନୀ ଭୂମିକା ଙ୍କ ହାତ । ଆଉ ଏହି ଦିନ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେବା ସହିତ ସାତ ଜନ୍ମର ସାଥି ହୋଇ ରହିବେ ବୋଲି ସପଥ ନେଇଥିଲେ। ଆଉ ଆଜି ହେଉଛି ଦୁଇ ଜଣ ଙ୍କ ଅନିଭର୍ଷରି ଓ ବିବାହ ର ପ୍ରଥମ ବାର୍ଷିକ । ଆଉ ଏହି ଅନିଭର୍ଷରି କୁ ଦୁଇ ଜଣ ଖୁବ୍ ଧୁମ୍ ଧାମରେ ପାଳନ କରିଥିବାର ନଜର ଆସିଛନ୍ତି ।

ତେବେ ଗତ ବର୍ଷ ଏହି ଦିନ ଅମ୍ଳାନ ଓ ଭୂମିକା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ସାତ ଜନ୍ମ ପାଇଁ ଦୁଇ ଜଣ ଦୁଇ ଜଣଙ୍କ ସହିତ ରହିବେ ବୋଲି ନିଷ୍ପତି ନେଇଥିଲେ । ତେବେ ମଝିରେ ଏହି ଦୁଇ ଜଣଙ୍କ ସମ୍ପର୍କ ମଧ୍ୟରେ କିଛି ତିକ୍ତତା ଦେଖିବା ପାଇଁ ମିଳି ଥିଲା । ଅମ୍ଳାନ ଙ୍କ ସ୍ତ୍ରୀ ଭୂମିକା ଫୁଲ ଫିଙ୍ଗିବାକୁ ଯାଇ କଟକ ବ୍ରିଜ ତଳକୁ ଖସି ପଡ଼ିଥିଲେ । କିନ୍ତୁ ଏହା ତାଙ୍କର କୌଣସି ପ୍ରକାର ପାରିବାରିକ କଳହ ନଥିଲା ଓ ଗୋଡ଼ ଖସି ଯିବାରୁ ସେ ଖସି ପଡ଼ିଥିଲେ ।

ଆଉ ଦୁଇ ଜଣ ତାଙ୍କର ଏହି ଅନିଭର୍ଷରି କୁ ଗତ କାଲି ରାତିରେ ଦୁଇ ଜଣ ଖୁବ୍ ଧୁମ୍ ଧାମରେ ପାଳନ କରିଥିବାର ନଜର ଆସିଛନ୍ତି । ଆଉ ଦୁଇ ଜଣ ଖୁବ୍ ଖୁସି ଥିବାର ନଜର ଆସିଛନ୍ତି । କଟକ ସିଡିଏ ସେକ୍ଟର ୮ ରେ ଦୁଇ ଜଣ ନିଜର ଅନିଭର୍ଶରି ପାଳନ କରିବା ସହିତ ଖୁବ୍ ଖୁସି ଥିବାର ମଧ୍ୟ ଜଣା ପଡିଥିଲା । ତେବେ ଅମ୍ଳାନ ଓ ଭୂମିକା ଦୁଇ ଜଣ ଗତବର୍ଷ ବିବାହ କରି ସାରିବା ପରେ ଦୁଇ ଜଣ ଖୁବ୍ ଚର୍ଚ୍ଚା ରେ ଥିଲେ କାରଣ ତାଙ୍କ ବିବାହ ଟି ସେମିତି ଥିଲା।

ଖୁବ୍ ଆଡମ୍ବର ରେ ଦୁଇ ଜଣ ବିବାହ କରିଥିଲେ ଅମ୍ଳାନ ହିରୋ ହୋଇଥିଲେ ମଧ୍ୟ ସେ କୌଣସି ସେଲିବ୍ରେଟି କିମ୍ବା ସେଲିବ୍ରେଟି ଙ୍କ ଝିଅ କୁ ବିବାହ କରି ନଥିଲେ ଓ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୁର ରେ ଥିବା ଜଣେ ଝିଅ କୁ ବିବାହ କରିଥିଲେ । ତେବେ ଅମ୍ଳାନ ଓ ଭୂମିକା ଙ୍କ ଯୋଡ଼ି ଟି ଖୁବ୍ ସୁନ୍ଦର ଲାଗିବା ସହିତ ଦୁଇ ଜଣ ଦୁଇ ଜଣଙ୍କ ସହିତ ଖୁବ୍ ଖୁସି ଥିବାର ମଧ୍ୟ ନଜର ଆସିଥିଲେ।

ତେବେ ଆମେ ତାଙ୍କୁ ତାଙ୍କ ଅନିଭର୍ଷରି ରେ ଖୁବ୍ ଶୁଭେଛା ଜଣାଇ ଅଛୁ ଦୁଇ ଜଣଙ୍କ ଯୋଡ଼ି ସବୁଦିନ ଏମିତି ରହିଥାଉ ଓ ସବୁବେଳେ ସେମାନେ ହସ ଖୁସି ରେ ରୁହନ୍ତୁ ବୋଲି ଆମେ କାମନା କରୁଛୁ। ତେବେ ଆପଣ ଙ୍କୁ ଏହି ଦୁଇ ଜଣ ଙ୍କ ଯୋଡ଼ି କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।