ଅଭିନେତା ସବ୍ୟସାଚୀ ଙ୍କ ଏ କି ଅବସ୍ଥା… ଦେଖନ୍ତୁ Video

ହଁ ଆଜ୍ଞା ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁତ ଫେମସ ହିରୋ ଭାବରେ ଜଣା ଶୁଣା, ସମସ୍ତ ମନରେ ନିଜର ସ୍ଥାନ କୁ ବହୁତ ଭଲ ଭାବରେ ଅଧିକାର କରିଥିବା ହିରୋ ସେ ଆଉ କେହି ନୁହେଁ ଆମ ସନସ୍ତଙ୍କର ପ୍ରିୟ ସବ୍ୟସଚୀ | ଆଜି ସମୁଦ୍ର ବେଳା ଭୂମି ରେ ନିଜକୁ ପାଗଳ ପ୍ରେମୀ ଭାବରେ ସଜେଇ ନିଛାଟିଆ ବେଳାଭୂମି ଦାଢ଼ି ବଢ଼ାଇ ଶୋଇଛନ୍ତି | ଯିଏ ଦେଖିବ ସିଏ କହିବି ଏ ଯୁବକ ଜଣକ ପାଗଳ ବୋଲି, ତାହାଲେ ଏହି ଯୁବକ ଜଣକ କାହିଁକି ଓ କଣ ପାଇଁ ତାଙ୍କର ଏହି ପରି ଅବସ୍ଥା କରିଛନ୍ତି ସେ ବିଷୟରେ ଆପଣ ମାନଙ୍କୁ ଜାଣିବା ପାଇଁ ଇଚ୍ଛା ହୋଉଥିବ |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ କହିଁକି ଏ ଯୁବକ ଜଣକ ତାଙ୍କର ଏହି ପରି ଅବସ୍ଥା କରିଛନ୍ତି ସେ ବିଷୟରେ ଜାଣିବା |

ଏହି ସମୁଦ୍ର ବେଳା ଭୂମି ପାଗଳ ଭଳି ନିଜର ବେଶ ଭୁଷା କରିଥିବା ଯୁବକ ଜଣକ ପାଗଳ ନୁହେଁ ସେ ହେଇଛନ୍ତି ପାଗଳ ପ୍ରେମୀ ସବ୍ୟସାଚୀ |ଯିଏ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ପୁଣି ଥରେ ସାମ୍ନା କୁ ଆସୁଛନ୍ତି,ଆପଣମାନଙ୍କର ପ୍ରିୟ ଅଭିନେତା ଓ ଓଡିଆ ଚଳଚ୍ଚିତ୍ର ଜଗତର ଚକୋଲେଟ ହିରୋ ଭାବେ ଜଣା ଶୁଣା ସବ୍ୟସାଚୀ ମିଶ୍ର | ତାଙ୍କର ଏହି ପରି ପାଗଳ ପ୍ରେମୀ ଭାବରେ ବେଶ କରବା ର କାରଣ ହେଉଛି ସେ ଏବେ ଗୋଟିଏ ନୂଆ ଚଳଚିତ୍ର କରିବାକୁ ଯାଉଛନ୍ତି ତାହା ସିଏ ଟ୍ୱିଟ ମାଧ୍ୟମ ରେ ଜଣାଇଛନ୍ତି | ଯାହା ପ୍ରଥମ ଅଧ୍ୟାୟ ର ସୁଟିଂ ସରିଥିବା ବେଳେ ଦ୍ୱିତୀୟ ଅଧାୟ ଅଗଷ୍ଟ ରେ ଆରମ୍ଭ ହେବ ବୋଲି ସେ ଟ୍ୱିଟ ମାଧ୍ୟାମ ରେ ଜଣାଛନ୍ତି |ଏହି ଚଳଚ୍ଚିତ୍ର ରେ ସେ ପ୍ରେମ ରେ ଧୋକା ଖାଇ ନିଜକୁ ଏକୁଟୁଆ ମନେ କରି ସମୁଦ୍ର ବେଳା ଭୂମି ଦିନ କାଟୁଥିବାର ଦେଖା ଯାଇଛି |

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଲୋକ ପ୍ରିୟ ଉପନ୍ୟାସ ଶଙ୍କର ତ୍ରିପାଠୀ ରୋଚିତ ଏହି ପୁସ୍ତକ କୁ ନେଇ ଏବେ ନିର୍ମାଣ ହେବାକୁ ଯାଉଛି |ଚଳଚ୍ଚିତ୍ର ପୁଷ୍କରା ଯାହାକୁ ନେଇ ଏବେ ସବ୍ୟସାଚୀ ମିଶ୍ର ନୂଆ ବେଶରେ ଦେଖା ଦେଇଛନ୍ତି ଏହି ଚଳଚ୍ଚିତ୍ର ଟି ଅଗଷ୍ଟ ରେ ତାହାର ଦ୍ୱିତୀୟ ଭାଗ ନିର୍ମାଣ ହେବ ବୋଲି କହିଛନ୍ତି ସବ୍ୟସାଚୀ ମିଶ୍ର | ଯାହା ପାଇଁ ଏବେ ଵି ଜୋରଦାର ପ୍ରୟାସ ଜାରିରହିଛି ବୋଲି ଟ୍ୱିଟ ଯୋଗେ ସେ କହିଛନ୍ତି, ତେବେ ତାଙ୍କର ଏହି ନୂଆ ଲୁକ ଦେଖିବା ପାଇଁ ଦର୍ଶକ ଙ୍କ ମନରେ ଏବେ ଠୁ ସେ ଚଳଚିତ୍ର ଦେଖିବା ପାଇଁ ଉତ୍କଣ୍ଠା ଦେଖିବାକୁ ମିଳିଛି |

ତାହେଲେ ଏବେ ବାକି ରହିଛି କି ଚଳଚ୍ଚିତ୍ର ଟି ଆସିବା ପରେ ସେ କେତେ ଦର୍ଶକ ମାନଙ୍କ ମନ କୁ ଜିତି ପାରିବ ଓ ଦର୍ଶକ ମାନେ ତାଙ୍କୁ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ଓ ପ୍ରଶଂସା କରୁଛନ୍ତି ଦେଖିବାର ଅଛି |ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେଲା ପରେ ଲୋକଙ୍କ ମଧ୍ୟରେ ଉଦବେଗ ବଢି ଯାଇଛି ଓ ସେଥିପାଇଁ ଲୋକେ ମାନେ ଏହି ଭିଡ଼ିଓ ଟିକୁ ଦେଖି ବିଭିନ୍ନ ପ୍ରକାର ର ମତ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment