ଅଭିନେତା ଶୁଭାଶିଷ ଏବଂ ଆନିଶାଙ୍କ ଝିଅର ଅନ୍ନପ୍ରସନ୍ନ ଭିଡ଼ିଓ… ଦେଖନ୍ତୁ Video

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି।

ଯାହାବି ହେଉ ବର୍ତ୍ତମାନ ସମୟରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ଶୁଭାଶିଷ ଏବଂ ଆନିଶାଙ୍କ ଝିଅର ଅନ୍ନପ୍ରସନ୍ନ ଭିଡ଼ିଓ ଦେଖିବା ପାଇଁ ମିଳିଛି। ଆପଣ ମାନେ ସମସ୍ତେ ଜାଣିଥିବେ ନିଶ୍ଚିତ ଭାବରେ ଶୁଭାଶିଷ ଯିଏକି ଜଣେ ଭଲ ଅଭିନେତା ତାଙ୍କର ବଳିଷ୍ଠ ଅଭିନୟ କରୁଥିବା କାରଣରୁ ତାଙ୍କୁ ସମଗ୍ର ଓଡ଼ିଶାବାସୀ ଜାଣିଛନ୍ତି। ତେବେ ଶୁଭାଶିଷ ଅଭିନେତ୍ରୀ ଆନିଶାଙ୍କୁ ଭଲ ପାଇ ବିବାହ କରିଛନ୍ତି। ଉଭୟଙ୍କ ମଧ୍ୟରେ ଭଲ ପାଇବା ବହୁତ ରହିଛି। ବିବାହର ଏତେଦିନ ପରେ ମଧ୍ୟ ତାଙ୍କର ଭଲ ପାଇବା ଟିକିଏ ହେଲେ କମ ହୋଇନାହିଁ।

ଉଭୟଙ୍କ ମଧ୍ୟରେ ବୁଝାମଣା ବହୁତ ରହିଛି। ତେବେ ତାଙ୍କର କୋଳକୁ ଏକ ପରି ଆସିଛି। ଅର୍ଥାତ ଆନିଶା ଏଵଂ ଅଭିନେତା ଶୁଭାଶିଷ ବାପା ମାଆ ବନିଛନ୍ତି। ତେବେ ତାଙ୍କର ଝିଅର ଅନ୍ନପ୍ରସନ୍ନ ହୋଇଛି। ଯେଉଁଥିରେ ଉଭୟ ବାପା ମାଆ ତାଙ୍କୁ ତାଙ୍କ ଝିଅ ସହିତ କ୍ଷୀରି ଖୁଆଇ ଥିବାର ଦେଖିବା ପାଇଁ ମିଳିଛି। ଉଭୟ ଅନିଶା ଏବଂ ଶୁଭାଶିଷ ବହୁତ ଖୁସି ଥିବାର ଦେଖିବା ପାଇଁ ମିଳିଥିଲା। ଯଦି ଦେଖିବା ଉଭୟ ବହୁତ ଭଲ କଳାକାର ତାଙ୍କୁ ସମଗ୍ର ଓଡିଶାବାସୀ ଜାଣିଛନ୍ତି। ଆମ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ରେ ମଧ୍ୟ ତାଙ୍କର ଭଲ ଅଭିନୟ କରିଥାନ୍ତି। ଶୁଭାଶିଷ ମଧ୍ୟ ଅନେକ ଓଡ଼ିଆ ଆଲବମ ଗୀତରେ ଅଭିନୟ କରିଛନ୍ତି।

ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି। ଯଦି ଦେଖିବା ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବର୍ତ୍ତମାନ ସମୟରେ ଆଉ ଏକ ଖୁସିର ଖବର ଦେଖିବା ପାଇଁ ମିଳିଥିଲା। ଯାହାକି ଓଡ଼ିଶାର ଲୋକପ୍ରିୟ କମେଡ଼ିଆନ ପ୍ରଜ୍ଞା ଯାହାକି ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାବି ହେଉ ଏଭଳି ଖୁସିର ଖବର ଦେଖିବା ପାଇଁ ମିଳୁଛି। ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି। ଯଦି ଦେଖିବା ଉଭୟ ଆନିଶା ଏବଂ ଶୁଭାଶିଷଙ୍କର ଫ୍ୟାନ ଫୋଲର ମଧ୍ୟ ଅନେକ ରହିଛନ୍ତି। ତେଣୁ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଦେଖିଲା ପରେ ଖୁସି ଅନୁଭବ କରିବେ। ଆମେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାଥନା କରୁଛୁ ଯେ ସେମାନେ ଖୁସିରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।