ମହା ଖୁଲାସା ! ମୁଁ ସତ କହିଲେ ସୌମ୍ୟଙ୍କୁ ନ୍ୟାୟ ମିଳିବ କି….ଦେଖନ୍ତୁ ଭିଡ଼ିଓ

0

ପ୍ରତିଦିନ ଆପଣମାନେ ନିଶ୍ଚିତ ଭାବରେ ଅବଗତ ହେଉଥିବେ ଯେ ବର୍ତ୍ତମାନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଅପରାଧିକ ଘଟଣା କିପରି ଭାବେ ବଢି ବଢି ଚାଲିଛି। ପ୍ରତ୍ୟେକ ଦିନ ଖବର କାଗଜ ଟିଭି ଏବଂ ସୋସିଆଲ ମିଡିଆରେ କିଛି ନା କିଛି ଅପରାଧିକ ଘଟଣା ଚୋରି, ଡକାୟତ, ଦୁଷ୍କମ ଓ ହତ୍ୟା ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏହି ସବୁ ଅପରାଧ ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ଲୋକମାନେ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ଏହାକୁ କେନ୍ଦ୍ରକରି ସମାଜରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି। ଅପରାଧ ଏଭଳି ଭାବରେ ହେଉଛି, ପୋଲିସ ମଧ୍ୟ ଅପରାଧିକୁ ଧରିବାରେ ସଫଳ ହୋଇ ପାରୁନାହାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାଣିଛନ୍ତି ଯେ ଗତ କିଛି ଦିନ ଧରି ସାରା ଓଡ଼ିଶାରେ କେବଳ ACF ମୃତ୍ୟୁ ଘଟଣା ରହସ୍ୟ ଘେରରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ପ୍ରତ୍ୟେକ ଦିନ କିଛିନା କିଛି ତଥ୍ୟ ବିଷୟରେ ସୂଚନା ମିଳୁଛି। କିନ୍ତୁ ସାରା ଓଡ଼ିଶା ବାସୀଙ୍କ ମନରେ କେବଳ ପ୍ରଶ୍ନ ଯେ, ACF ମୃତ୍ୟୁ ରହସ୍ୟ କେବେ ସାମ୍ନାକୁ ଆସିବ, ତେବେ ବର୍ତ୍ତମାନ ସମୟରେ, ଗାଡ଼ି ଡ୍ରାଇଭର ACF ମୃତ୍ୟୁ ଘଟଣାକୁ ନେଇ ଏଭଳି କିଛି କଥା କହିଛନ୍ତି, ଆପଣ ମାନେ ଜାଣିଲା ପରେ ସନ୍ଦେହ ଉଙ୍କି ମାରିବା, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଦିନକୁ ଦିନ ଆହୁରି ଜଟିଳତା ଆଡ଼କୁ ଗତି କରୁଛି। ସାରା ଓଡିଶା ବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ କେବେ ପ୍ରଶ୍ନ ଉଠିବ ? ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ତେବେ ବତ୍ତମାନ ଡ୍ରାଇଭର ଯେଉଁ କଥା କହିଛନ୍ତି, ତାହା ଲୋକଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରିଛି।

ଯେଉଁ ଦିନ ACF ନିଆଁରେ ପୋଡ଼ି ହୋଇଥିଲା ଡ୍ରାଇଭର ବିଦ୍ୟାଭାରତୀଙ୍କ ବାପା ମାଆ ଉଦଳାରୁ କଟକ ଯାଇଥିଲେ। ଏହା ପରେ ଯେତେବେଳେ ଡ୍ରାଇଭର ପାରଳାଖେମୁଣ୍ଡି ଯିବା କଥା ପଚାରିଲେ। ସେମନେ ଯିବେନି ମନା କରିଦେଲେ, କଟକ ବଡ଼ ମେଡ଼ିକାଲ ଆସିବେ ବୋଲି କହିଲେ। ଏହାପରେ ବିଦ୍ୟାଭାରତୀଙ୍କୁ ତାଙ୍କ ବାପା ମାଆ ତାଙ୍କୁ ଧରି ପଳେଇ ଆସିଲେ ତେବେ ଆସିବା ବାଟରେ ତାଙ୍କ ମନରେ ଟିକିଏ ହେଲେ ଦୁଃଖ ନଥିଲା। ଡ୍ରାଇଭର ଏକଥା ମଧ୍ୟ କ୍ୟାମେରା ପଛରେ କହିଛନ୍ତି, ଯେ ଯିଏ ଦୋଷୀ ତାଙ୍କ ମୁହଁକୁ ପୋଲିସ ଦେଖିଲେ ଜାଣି ପାରିବେ। ତେବେ ଡ୍ରାଇଭର କଥାରୁ ସ୍ପଷ୍ଟ ଭାବରେ ଅନୁମେୟ ହେଉଛି, ଯେ ଏଥିରେ ଅନେକ କିଛି ରହସ୍ୟ ରହିଛି। ଯାହା ତଦନ୍ତ କଲା ପରେ ନିଶ୍ଚିତ ଭାବରେ ଜଣା ପଡିବ। ତେବେ ବର୍ତ୍ତମାନ ଦେଖିବାର ବିଷୟ ପୋଲିସ କଣ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।