ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରି କୁ ନେଇ କ୍ରାଇମବ୍ରାଞ୍ଚ ର ମହା ଖୁଲାସା , ସତରେ କଣ….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନ କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ନୃଶଂସ ଓ ହିଂସ୍ର ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଟିମ ADG ସଂଜୀପ ପଣ୍ଡା କହିଛନ୍ତି ଯେ, ପୁଣି ଥରେ ଜେରା କରା ଯିବ ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଆଶ୍ଚର୍ଯ୍ୟ ଜନକ କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରି ଜଣକ ପରେ ଜଣକୁ ଜେରା କରିବା ସହିତ ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଥିଲା। କିନ୍ତୁ କୌଣସି ବି ସଫଳ କିଛି ମିଳି ନଥିଲା।

ତେବେ ବର୍ତ୍ତମାନ ଏସିଏଫଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ସୂଚନା ମିଳୁଛି। କ୍ରାଇମବ୍ରାଞ୍ଚ ଟିମ ସମସ୍ତଙ୍କୁ ନେଇ ଯେଉଁ ଜେରା କରିଥିଲା, ତା’ର ସବୁ ପର୍ଦାଫାସ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ ଅଧିକାରୀ ADG ସଂଜୀପ ପଣ୍ଡା ଓ ସେ କହିଛନ୍ତି ଜମାନ ବନ୍ଦୀ ଘଟଣା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପୁଣି ଥରେ ଜେରା କରା ଯିବ ବୋଲି ସୂଚନା ମଧ୍ୟ ଦେଇଛନ୍ତି। ଏହି ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କର ପାୱାର କ୍ୟାବିନେଟ ମିନିଷ୍ଟର ବିକ୍ରମ ଆରୁଖଙ୍କ ନାଁ ରେ ମଧ୍ୟ ଅଭିଯୋଗ ଆସିଛି। ଏହି ଘଟଣାଟି ସମସ୍ତ ରାଜ୍ୟ ବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କ ପରିବାର ଲୋକ ମାନେ ମଧ୍ୟ କ୍ରାଇମବ୍ରାଞ୍ଚ କଥାକୁ ସମର୍ଥନ କରିଛନ୍ତି ଓ ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆ ଯିବା ସହିତ ଏସିଫଙ୍କୁ ନ୍ୟାୟ ଦିଆ ଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।