ପୁଣି ମହା ଖୁଲାସା ! ACF ସୌମ୍ୟ ସାର ଉବୁଡି ପଡିକି ଜଳୁଥିବାର ମୁଁ ଦେଖିଛି, କିନ୍ତୁ ବିଦ୍ୟା ଭାରତୀ ମାଡାମ ମୋତେ….

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କରିବାକୁ ମଧ୍ୟ ପଛାଉ ନାହାନ୍ତି ଓ ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ACFଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳିଛି, ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ତାଙ୍କ ତାଙ୍କ ରୋଷେୟା ଆସି ନିଆଁ ଲିଭାଇଥିବାର ନିଜର ପ୍ରତିକ୍ରିୟା ଦେଇଛନ୍ତି, ଯାହା ଶୁଣିଲେ ଦୁଃଖ ଲାଗିବ ନିଶ୍ଚିତ, ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ପାରଳାଖେମୁଣ୍ଡିର ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏକ ରହସ୍ୟ ଜନକ ରହି ଥିଲା। ତାଙ୍କର ଏହି ମୃତ୍ୟୁ ଘଟଣାକୁ ନେଇ ପ୍ରତିଦିନ କିଛି ନା କିଛି ତଥ୍ୟ ମିଳୁଛି। ରଥଯାତ୍ରା ଦିନ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା ଓ ସେ ନିଜକୁ ବଞ୍ଚାଇବା ପାଇଁ ଖୁବ ଜୋରରେ ଚିତ୍କାର କରିଥିଲେ ଓ ତାଙ୍କ ଘରର ରୋଷେୟା ତାଙ୍କ ଚିତ୍କାରର ଶବ୍ଦ ଦେହରେ ଶୁଣି ଆସି ଦେଖନ୍ତି ଯେ ତାଙ୍କ ନିଆଁ ଲାଗି ଯିବାର, ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କେମିତି ନିଆଁକୁ ଲିଭାଇବେ ବୋଲି ଉପାୟ ଚିନ୍ତା କଲେ।

ତେବେ ତାଙ୍କ ସ୍ତ୍ରୀ ଦିବ୍ୟା ଭାରତୀଙ୍କୁ ଡାକିବା ସହ ନିଜେ ଯାଇ ବାଥ ରୁମରୁ ପାଣି ଆଣି ତାଙ୍କ ଉପରେ ଢାଳି ଥିଲେ ଓ ନିଆଁ ଜଳିବା ବନ୍ଦ ହୋଇ ଯାଇଥଲା। ତାଙ୍କୁ ତା ପର ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ଓ ସେଠୀ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରି ଥିଲେ। ତାଙ୍କର ଏଭଳି ରହସ୍ୟ ଜନକ ଘଟଣା ପ୍ରତିଦିନ କିଛି ନା କିଛି ଦେଖିବାକୁ ମିଳୁଛି। ସାରା ଓଡିଶା ବାସୀ ନ୍ୟାୟ ଅପେକ୍ଷାରେ ଅନେଇ ବସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment