ACFO ସୌମ୍ୟ ମାମଲାରେ ନୂଆ ଟୁଇଷ୍ଟ ! ରାତି ୧୨ ଟାରେ DFO ସୌମ୍ୟ ଙ୍କ ଘରକୁ ଯାଆନ୍ତି, ମୁଁ ନିଜେ ଦେଖିଛି….ଦେଖନ୍ତୁ ଭିଡ଼ିଓ

0

ନମସ୍କାର ବନ୍ଧୁଗଣ,ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନ କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଅପରାଧିକ କାର୍ଯ୍ୟ କରି ସେମାନେ ମିଛ କଥା କହିବାକୁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ, ତେବେ ତାଙ୍କ ଅଫିସର ଚାକିରୀ କରୁଥିବା ଜଣେ ବ୍ୟକ୍ତି, ଏସିଏଫଙ୍କ ଘରକୁ ରାତି ୧୨ ଟାରେ ସେ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଛି ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଛି। DFO ସଂଗ୍ରାମ କେଶରୀ ବେହେରାଙ୍କୁ ଯେତେବେଳେ କ୍ରାଇମବ୍ରାଞ୍ଚ ଟିମ ଜେରା କରିଥିଲେ, ସେତେବେଳେ ସେ ସବୁ ମିଛ କଥା କହିଥିଲେ।

ତେବେ କିନ୍ତୁ ବର୍ତ୍ତମାନ ଏସିଏଫଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ସୂଚନା ମିଳିଛି। DFO ଙ୍କ ଅଫିସରେ ୮ ବର୍ଷ ଧରି ଚାକିରୀ କରୁଥିବା ଜଣେ ବ୍ୟକ୍ତି, ତାଙ୍କ ବିଷୟରେ ସବୁ ସତ କଥା କହିଛନ୍ତି। ତାଙ୍କ କହିବା କଥା ଯେ, ସେହି ଅଫିସରେ ତାଙ୍କର ରାତି ଡିଉଟି ପଡିଥାଏ ଓ ଠିକ ରାତି ୧୨ ଟା ସମୟରେ DFO ସାର, ଏସିଏଫଙ୍କ ଘରକୁ ଯାଇଥିବାର ନିଜ ଆଖିରେ ସେ ଦେଖିଛନ୍ତି। ଏହା ଜାଣି ପାରି ସେମାନେ ତାଙ୍କୁ ଚାକିରୀରୁ ମଧ୍ୟ ବାହାର କରି ଦେଇଛନ୍ତି। ତାଙ୍କୁ ଗିରଫ କରି ଉଚିତ ଦଣ୍ଡ ଦିଆ ଯାଉ ଏବଂ ଏଥି ସହ ଏସିଏଫଙ୍କୁ ମଧ୍ୟ ନ୍ୟାୟ ଦିଆ ଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।