ଦେଖନ୍ତୁ ଭିଡ଼ିଓ – ଅର୍ଚିତା ଙ୍କ ବଡ ଖୁଲାସା ! ରାତି ଅଧରେ ସୁଟିଂ ସେଟ ରେ କଲେ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…

0

ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ତାଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ଅର୍ଚ୍ଚିତା ଅନେକ ସମୟରେ ତାଙ୍କର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

ନିଜର ଗ୍ଲାମର ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅର୍ଚ୍ଚିତା।ଅଭିନୟ ଜଗତରେ ତାଙ୍କର ଅଭିନୟ ର କଳା ସ୍ବତନ୍ତ୍ର ଏବଂ ନିଆରା।ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି। ତାଙ୍କ ଅଭିନୟର ଝଲକ ସମସ୍ତଙ୍କୁ ବାନ୍ଧି ରଖିଥାଏ ଭଲପାଇବା ର ଡୋରରେ।

ତେବେ ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ଏବେ ସେ ଅନେକ ଫିଲ୍ମ୍ ରେ କରନା ସମୟରେ କାମ କରି ସାରିଛନ୍ତି। ନିକଟରେ ତାଙ୍କର ଅଭିନୀତ ଫିଲ୍ମ୍ ସୁଜାତା ସେନାପତି ପ୍ରେକ୍ଷଳୟ କୁ ଆସିବାର ଅଛି। ସେଥିପାଇଁ ସେ ଅନେକ ସମୟରେ ଲାଇଭ ଭିଡିଓ କରି ସୁଟିଂ ସେଟ୍ ରୁ ଦର୍ଶକ ଙ୍କ ପାଇଁ ଅନେକ ବାର୍ତ୍ତା ଏବଂ ସେମାନଙ୍କ ଭଲପାଇବା ପାଇଁ ଆସିଥାନ୍ତି। ସେହିପରି ଏବେ ପୁଣି ସେ ସାମ୍ନାକୁ ଆସିଛନ୍ତି ଏକ ଲାଇଭ ଭିଡିଓ କରି।

ତାଙ୍କର ଅଭିନୀତ ଫିଲ୍ମ୍ ‘ସୁଜାତା ସେନାପତି’ ର ଶେଷ ଦିନର ସୁଟିଂ ଥିବାରୁ ସେ ଏହି ଭିଡିଓ କରିଛନ୍ତି।ଏହି ଭିଡିଓ ମାଧ୍ୟମରେ ସେ ସେଠାରେ ଉପସ୍ଥିତ ସମସ୍ତ କଳାକାର, ସହଯୋଗୀ ଙ୍କ ସହିତ ନିର୍ଦେଶକ ଙ୍କୁ ମଧ୍ୟ ଦେଖାଇଛନ୍ତି। ରୀତି ଅନୁସାରେ ଶେଷ ଦିନ ଏକ ପୂଜା ହେବାକୁ ଥିବା ବେଳେ ସେହି ପୂଜା ସେଠାରେ ହେବାକୁ ଯାଉଛି। ପୂଜା କରି ଏହି ସିନେମାର ଶେଷ ସୁଟିଂ ସାରିବା ପାଇଁ ଯାଉଛନ୍ତି ସେମାନେ। ଏ ସମସ୍ତ ଘଟଣା ଆପଣ ଏଠାରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।