ହଁ ଦର୍ଶକ ବନ୍ଧୁ ଓଡିଶା ର ଲୋକପ୍ରିୟ ସିନେ କଳାକାର ବାବୁସାନ ମହାନ୍ତି ଙ୍କୁ ଆପଣ ମାନେ ତୋ ଜାଣିଥିବେ ଓ ତାଙ୍କର ଏହି କିଛି ଦିନ ପୂର୍ବରୁ ମୁକ୍ତି ଲାଭ କରିଥିବା ଓଡ଼ିଆ ଚଳଚିତ୍ର ପ୍ରେମମ ବିଷୟରେ ମଧ୍ୟ ଆପଣ ମାନେ ଜାଣିଥିବେ |ତେବେ ବାବୁ ସାନ ଓ ପ୍ରକୃତି ମିଶ୍ର ଏହି ଦୁଇ ଯୋଡି ଏହି ଚଳଚିତ୍ର ରେ ବେଶ ଭଲ ଅଭିନୟ କରିଥିଲେ ଓ ଦର୍ଶକ ମାନଙ୍କୁ ବେଶ ଆନନ୍ଦିତ କରିଥିଲେ | ଯାହା ଫଳ ରେ ଏହି ଚଳଚିତ୍ର ସାହାଯ୍ୟ ରେ ସେମାନେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇ ଯାଇଥିଲେ ବୋଲି ଜଣା ପଡିଛି | ପ୍ରକୃତି ମିଶ୍ର ଙ୍କ ସହିତ ବାବୁସାନ ଙ୍କ ଏହିପରି ଭଲ ପାଇବା ଚଳଚିତ୍ର ରେ ଦେଖା ଦେଇଥିଲେ ମଧ୍ୟ ତାହା ର ପ୍ରଭାବ କ ପ୍ରକୃତ ଜୀବନରେ ପଡିଥିଲା ଓ ବାବୁସାନ ପ୍ରକୃତି ଙ୍କୁ ଭଲ ପାଇଯାଇଥିଲେ |
ତେବେ ମିଳିଥିବା ସୂଚନା ଅନୁଯାୟୀ ବାବୁସାନ ଙ୍କ ବହୁ ଚର୍ଚ୍ଚିତ ଚଳଚିତ୍ର ପ୍ରେମମ ରେ ତାଙ୍କ ସହିତ କାର୍ଯ୍ୟ କରୁଥିବା ଡିରେକଟର କହିଛନ୍ତି ଯେ, ବାବୁସାନ ପ୍ରକୃଟି କୁ ନେଇ ତାଙ୍କ ପ୍ରକୃତ ଜୀବନ ରେ ମଧ୍ୟ ଭଲ ପାଇ ବସିଛନ୍ତି |ଯାହା ପାଇଁ ସେ ଥରେ ନିଜର ହାତ କାଟି ରକ୍ତ ବାହାର କରିଦେଇଥିଲେ ବୋଲି କହିଛନ୍ତି | ତେବେ ପ୍ରେମମ ରେ ପ୍ରେମ ହେବା ଘଟଣା କୁ ନେଇ ଏବେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି | ପ୍ରକୃତି ମିଶ୍ର ଙ୍କ ସହିତ ଏହା ବାବୁସାନ ଙ୍କ ପ୍ରଥମ ଚଳଚିତ୍ର ହେଲେ ମଧ୍ୟ ଏହି ଚଳଚିତ୍ର ମାଧ୍ୟମ ରେ ସେ ପ୍ରକୃତି ମିଶ୍ର ଙ୍କ ସହିତ ଅଧିକ ସମୟ ବିତାଇ ଥିଲେ |
ଆଉ ଯାହା ଫଳ ରେ ଦୁଇଜଣକ ମଧ୍ଯ ରେ ଚଳଚିତ୍ର ରେ ସମ୍ପର୍କ ଭଲ ଥିଲେ ମଧ୍ୟ ଚଳଚିତ୍ର ରେ ସେମାନଙ୍କ ଭଲ ପାଇବାକୁ ଲୋକମାନେ ଯେତିକି ଭଲ ପାଇବା ଦେଇଥିଲେ ସେତିକି ଭଲ ସେ ପ୍ରକୃତ ଜୀବନରେ ପ୍ରକୃତି ଙ୍କ ଠାରୁ ପାଇଛନ୍ତି କି ତାହା ଜଣା ପଡିନାହଁ |ତେବେ ହାତ କାଟି ରକ୍ତ ବାହାର କରିବା ଘଟଣା ରୁ ସ୍ପଷ୍ଟ ଜଣା ପଡୁଛି ଯେ ବାବୁସାନ ପ୍ରକୃତି ମିଶ୍ର ଙ୍କୁ ଚଳଚିତ୍ର ପ୍ରେମମ ମାଧମ ରେ ବହୁତ ଭଲ ପାଇ ସାରିଥିଲେ ଓ ଏହି ଚଳଚିତ୍ର ସାହାଯ୍ୟ ରେ ସେ ପ୍ରକୃତି ଙ୍କୁ ତାଙ୍କ ପ୍ରକୃତ ଜୀବନ ରେ ମଧ୍ୟ ଜାଗା ଦେଇସାରିଥିଲେ |
ଯାହା ପାଇଁ ସେ ନିଜର ହାତ କାଟି ରକ୍ତ ବାହାର କରି ଦେଇଥିଲେ ବୋଲି ଡିରେକଟର ଜଣକ କହିଛନ୍ତି | ତେବେ ଏହି ଭଲ ପାଇବା ଭିତରେ ବାବୁସାନ ତାଙ୍କର ଘରେ ଥିବା ପତ୍ନୀ ଙ୍କ କଥା ମଧ୍ୟ ସେ ଭୁଲି ଯାଇଥିଲେ ବୋଲି କୁହାଯାଇଛି |ତାହେଲେ ଦର୍ଶକ ବନ୍ଧୁ ଏ ଥିଲା ଆଜିର ସେhହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏ କଥା କୁ ନିନ୍ଦା କରିଛନ୍ତି ଓ ତାଙ୍କ ପ୍ରତି ଥିବା ଭଲ ପାଇବା କୁ ମଧ୍ୟ ନିନ୍ଦା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।