ଅଭିନେତ୍ରୀ Somalin ତାଙ୍କ boyfriend ଙ୍କ ସହ ରୋମାଣ୍ଟିକ Pose ରେ କଲେ ଭିଡ଼ିଓ ସୁଟିଂ…ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସୋମାଲୀନ ପରିଡ଼ା ବେଶ୍ ପରିଚିତ।ସେ ତାଙ୍କର ସୁନ୍ଦରତା ଏବଂ ଆକର୍ଷଣୀୟ ଅଭିନୟ ପାଇଁ ଯେତିକି ଲୋକପ୍ରିୟ ସେତିକି ପ୍ରଶଂସନୀୟ ମଧ୍ଯ। ତାଙ୍କ ଭଉଣୀ ଜାଙ୍କଲିନ ପରିଡ଼ା ମଧ୍ଯ ଓଡ଼ିଆ ଧାରାବାହିକ ଜଗତରେ ଜଣେ ଲୋକପ୍ରିୟ ଚେହେରା। ତେବେ ବଡ ଭଉଣୀ ଙ୍କ ବିବାହ ସରିଥିବା ବେଳେ ଏବେ ନିକଟରେ ସାନ ଭଉଣୀ ସୋମାଲିନ ଙ୍କ ନିର୍ବନ୍ଧ ସରିଚି। ଏହାପରେ ସେ ତାଙ୍କର ଏହି ଖୁସିର ଅନେକ ସୁନ୍ଦର୍ ମୁହୂର୍ତ୍ତ କୁ ସେୟାର କରିଛନ୍ତି। ଆପଣ ଜାଣିଛନ୍ତି ଯେ ସେ ତାଙ୍କ ବୟଫ୍ରେଣ୍ଡ୍ ଙ୍କୁ ପ୍ରେମ ବିବାହ କରିବାକୁ ଯାଉଛନ୍ତି।

ତେବେଏବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ତାଙ୍କର ଅନେକ ଫଟୋ, ଭିଡିଓ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି। ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।ତେବେ ବର୍ତ୍ତମାନ ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଅନେକ ମୁହୂର୍ତ୍ତର ଫୋଟୋ ଏବଂ ଭିଡିଓ କୁ ସେ ଯେଉଁ ଭଳି ଭାବରେ ପୋଷ୍ଟ କରୁଛନ୍ତି ସେଥିରୁ ଏହା ସ୍ପଷ୍ଟ ଭାବରେ ଜଣା ପଡୁଚି ଯେ ସେ ତାଙ୍କ ବୟଫ୍ରେଣ୍ଡ୍ ଙ୍କ ସହ ବହୁତ୍ ଖୁସି ଅଛନ୍ତି।ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ଭିଡିଓ କରି ସେ ପ୍ରଶଂସକ ମାନଙ୍କ ପାଇଁ ଏହି ସବୁ ଭିଡିଓ କୁ ସେୟାର କରିଛନ୍ତି।

ବହୁତ ଖୁସିର ସହିତ ସେ ତାଙ୍କ ବୟଫ୍ରେଣ୍ଡ୍ ଙ୍କ ସହିତ ବିଭିନ୍ନ ପ୍ରକାର ସଟ ଭିଡିଓ କରିଛନ୍ତି। ତେବେ ଏହି ଭିଡିଓ ମାନଙ୍କରେ ଯାହା ଦେଖିବାକୁ ମିଳିଛି ସେ କେତେବେଳେ ରେଷ୍ଟୁରାଣ୍ଟ ଭିତରେ ଭିଡିଓ ଶୁଟ କରୁଛନ୍ତି ତ ପୁଣି କେତେବେଳେ ବାହାରେ କାର୍ ଭିତରେ ରେ ତାଙ୍କ ବୟଫ୍ରେଣ୍ଡ୍ ଙ୍କ ସହିତ ଖୁସି ମଜାଜ୍ ର ଭିଡିଓ କରୁଛନ୍ତି। ତେବେ ତାଙ୍କର ଏହି ସବୁ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କ ଦ୍ଵାରା ବେଶ୍ ଗ୍ରହଣୀୟ ହୋଇଛି। ଏହାକୁ ତାଙ୍କର ପ୍ରଶଂସକ ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ଏବଂ କିଛି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଏବେ ସେହିଭଳି ଏକ ଭିନ୍ନ ଢ଼ଙ୍ଗରେ ଆକର୍ଷଣୀୟ ଲୁକ୍ ରେ ସେ ଭିଡିଓ କରିଛନ୍ତି ଏବଂ ଏହାକୁ ସେ ସେୟାର ମଧ୍ୟ କରିଛନ୍ତି। ଏଥିରେ ସେ ଅଧିକ ବୋଲ୍ଡ ଅନ୍ଦାଜ ରେ ନଜର ଆସିଛନ୍ତି। ସୁନ୍ଦର ଗୀତରେ ସେ ଭିନ୍ନ ଭିନ୍ନ ପୋଜ ରେ ଏହି ଭିଡିଓ ରେ ନଜର ଆସିଛନ୍ତି। ତାଙ୍କର ଏହିଭଳି ଭିଡିଓ ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିବ। ଆପଣ ବି ଥରେ ତାଙ୍କର ଏହି ଭିଡିଓ ଏବଂ ଫଟୋକୁ ଦେଖନ୍ତୁ ଏବଂ ଅଭିନେତ୍ରୀ ସୋମାଲିନ ଙ୍କ ଏଭଳି ଫଟୋ କୁ ଦେଖି ଆପଣ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।