ଦେଖନ୍ତୁ Live ଭିଡ଼ିଓ : ଅଭିନେତ୍ରୀ ସୋମାଲିନ ସୋସିଆଲ ମିଡ଼ିଆରେ ଲାଇଭ ଆସି ନିଜ ବାହାଘର ବିଷୟରେ କହିଲେ ଏମିତି…

0

ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ପୁରା ପୁରି ଭାବରେ ଭିନ୍ନ ଧରଣର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ କିଛି ତଥ୍ୟ ଜାଣିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ଚାତକ ପରି ସବୁବେଳେ ପାଇଁ ରହି ଥାଆନ୍ତି। ତେବେ ବନ୍ଧୁଗଣ ଅଭିନେତ୍ରୀ ସୋମାଲୀନ ଲାଇଭ ଆସି ତାଙ୍କ ବାହାଘର ବିଷୟରେ କିଛି କହୁଥିବାର ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ ସେ କଣ କହୁଛନ୍ତି ଜାଣିବା;

ସୂଚନା ଅନୁସାରେ, ଓଲିଉଡ ଫିଲ୍ମ ଜଗତର ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ଼ ଜଗତର ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ଅନେକ ଗୁଡିଏ ଭିଡ଼ିଓରେ ଅଭିନୟ କରିଛନ୍ତି। ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି।

ତେବେ ତାଙ୍କ ଅଭିନୟ ଶୈଳୀ ଭିନ୍ନ ଧରଣର ଦର୍ଶକ ମାନଙ୍କୁ ଲାଗି ଥାଏ, ଓ ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇ ଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଏ। ତେବେ ସେ ତାଙ୍କ ଅଭିନୟ ପାଇଁ ସାରା ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେବା ସହିତ ବହୁତ ଶ୍ରଦ୍ଧା ମଧ୍ୟ କରି ଥାଆନ୍ତି।ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା ଜାରି କରି ଥାଆନ୍ତି।

ତେବେ ଅଭୁନେତ୍ରୀ ସବୁବେଳେ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହି ଥାଆନ୍ତି। ସେ ସବୁବେଳେ ପାଇଁ ନୂଆ ନୂଆ ଭିଡ଼ିଓ ଓ ଫୋଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି। ତେବେ ନିକଟରେ ଅଭିନେତ୍ରୀ ବିବାହ କରିଛନ୍ତି ବୋଲି ଆପଣ ମାନେ ଜାଣିଥିବେ। ସେ ମେହେନ୍ଦୀ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ କିଛି ଭିଡ଼ିଓ ପୋଷ୍ଟ କରିଥିଲେ। ବର୍ତ୍ତମାନ ବିବାହ ପରେ ମଧ୍ୟ ନୂଆ ଭିଡ଼ିଓ ସବୁ ପୋଷ୍ଟ କରୁଛନ୍ତି। ଅଭିନେତ୍ରୀ ବର୍ତ୍ତମାନ ଲାଇଭ ଆସି ତାଙ୍କ ବାହାଘର ସମୟର କଥା କହୁଛନ୍ତି। ସେ ବିବାହ ସମୟରେ ଯେଉଁ ଲେହେଙ୍ଗା ପିନ୍ଧି ଥିଲେ ସେ ବହୁତ ଜୋର ଓଜନ ଥିଲା। ସେ ତାକୁ ପିନ୍ଧି ବେଦୀରେ ସମ୍ଭାଳି ବସି ପାରୁ ନଥିଲେ ଓ ତାଙ୍କୁ ବହୁତ କଷ୍ଟ ହେଉଥିଲା ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।