ଦେଖନ୍ତୁ ଅଭିନେତ୍ରୀ Urfi Javed ଙ୍କ ଏହି Bold Hot ଅନ୍ଦାଜ କୁ ଦେଖି ଗରିବ ଯୁବତୀ ମାନେ ଉଡ଼ାଇଲେ ମଜାକ….ଦେଖନ୍ତୁ ଭିଡ଼ିଓ

ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟ ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରନ୍ତି ଓ ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି। ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାରଙ୍କୁ ସବୁବେଳେ ଅନୁସରଣ କରି ଥାଆନ୍ତି। ତାଙ୍କ ରିୟଲ ଲାଇଫ ଠାରୁ ଆରମ୍ଭ କରି ଡ୍ରେସିଙ୍ଗ ଷ୍ଟାଇଲ ପର୍ଯ୍ୟନ୍ତ ଆଦି ବିଷୟରେ ଜାଣିବା ପାଇଁ ସବୁବେଳେ ଜାଗ୍ରତ ହୋଇ ରହି ଥାଆନ୍ତି। ବିଶେଷକରି କଳାକାର ମାନଙ୍କର ଡ୍ରେସିଙ୍ଗ ଷ୍ଟାଇଲ ଉପରେ ନଜର ରହିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ ନୂଆ ପ୍ରକାରର ଡ୍ରେସ ପିନ୍ଧି ଫୋଟୋ ଉଥାଉ ଥିବାରୁ ମହିଳା ମାନେ ମଜା କରିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ଅନେକ ଗୁଡିଏ ସିରିଏଲରେ ଅଭିନୟ କରିଛନ୍ତି ଓ ସେ ତାଙ୍କ ଦମଦାର ଅଭିନୟ ପାଇଁ ସେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଆନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି।

ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେବା ସହିତ ବହୁତ ଶ୍ରଦ୍ଧା ମଧ୍ୟ କରି ଥାଆନ୍ତି। ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା ଜାରି କରି ଥାଆନ୍ତି। ତେବେ ଅଭିନେତ୍ରୀ ବର୍ତ୍ତମାନ କ୍ୟାମେରା ମ୍ୟାନଙ୍କ ଆଗରେ ଏକ ନୂଆ ପ୍ରକାରର ଡ୍ରେସ ପିନ୍ଧି ପୋଜ ଦେଇ ଫୋଟି ଉଠାଉଛନ୍ତି। ସେ ଯେଉଁ ଗେଟ ଅପରେ ଅଛନ୍ତି ବହୁତ ସୁନ୍ଦର ଲାଗୁଛନ୍ତି। ଅଭିନେତ୍ରୀ ଖୁବ ସୁନ୍ଦର ଭାବରେ ପୋଜ ଦେବା ସହିତ ସେଥିରେ ମଧ୍ୟ ବହୁତ ସୁନ୍ଦର ଦିଶୁଛନ୍ତି।

ତେବେ ଅଭିନେତ୍ରୀ ଫୋଟୋ ଉଥାଉ ଥିବା ସମୟରେ କିଛି ମହିଳା ଆସି ତାଙ୍କୁ ସୁବେତ୍ସା ଜଣାଇବା ସହିତ ତାଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି। ଅଭିନେତ୍ରୀଙ୍କ ସହିତ ମହିଳା ମାନେ ହାତ ମିଶାଇ ବହୁତ ମଜା କରୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ମାନେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment