ବର୍ଷ ୨୦୨୨ ଶେଷ ହୋଇ ଆସିବା ପାଇଁ ଯାଉଛି ବର୍ଷ ୨୦୨୩ ତେବେ ଆସୁଥିବା ନୂଆ ବର୍ଷ ନେଇ ଆସୁଛି ପାଞ୍ଚ ଗୋଟି ରାଶି ପାଇଁ ଖୁସିର ସମୟ। ଏହି ପାଞ୍ଚଗୋଟି ରାଶି ମାନଙ୍କ ଭାଗ୍ୟରେ ଏପରି କିଛି ପରିବର୍ତ୍ତନ ଆସିବା ପାଇଁ ଯାଉଛି ଯାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ। ଦୀର୍ଘ ୧୫୧ ବର୍ଷ ପରେ ଏପରି ଯୋଗ ଏହି ନୂଆବର୍ଷ ରେ ଏକ ଅଦ୍ଭୁତ ମହା ସଂଯୋଗ ବନିବା ପାଇଁ ଯାଉଛି।
ଯାହା ଫଳରେ ମା ଲକ୍ଷ୍ମୀଙ୍କ କୃପା ଏହି ପାଞ୍ଚ ଗୋଟି ରାଶି ଉପରେ ବିଶେଷ ଭାବେ ପଡ଼ିବ। ଯାହା ଦ୍ଵାରା ଏମାନଙ୍କ ଭାଗ୍ୟର କବାଟ ଖୋଲିବା ପାଇଁ ଯାଉଛି। ବର୍ଷ ୨୦୨୩ ରେ ଏମାନଙ୍କ ଭାଗ୍ୟ ଚମକି ଉଠିବ।ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଭାଗ୍ୟଶାଳୀ ରାଶି କଣ ଓ ସେମାନଙ୍କ ଭାଗ୍ୟରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ।
ମେଷ ରାଶି:-ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବା ଯାହାର ଫଳ ସ୍ୱରୂପ ଆପଣଙ୍କୁ ବହୁତ୍ ବଡ ସଫଳତା ପ୍ରାପ୍ତ ହେବ।କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ବହୁ ଦିନରୁ କରି ଆସିଥିବା କାର୍ଯ୍ୟର ଉଚିତ୍ ଫଳ ଆପଣ ଏହି ନୂତନ ବର୍ଷରେ ହିଁ ପାଇଯିବେ। ବ୍ୟବସାୟ କ୍ଷେତ୍ରରେ ବଡ ଧରଣର ଲାଭ ହେବାର ସମ୍ଭାବନା ରହିଛି। ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ।ବୃଷ ରାଶି:-ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କର ଧନ ଜନିତ ଯେଉଁ ସମସ୍ୟା ରହିଛି ତାହା ଦୂର ହେବା ପାଇଁ ଯାଉଛି। ଆପଣଙ୍କୁ କୌଣସିପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ ଯାହା ଆପଣଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ଦେବ। କାର୍ଯ୍ୟ କ୍ଷେତ୍ରରେ ଆପଣ ବଡ ସଫଳତା ପାଇବା ପାଇଁ ଯାଉଛନ୍ତି। ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତ ହେବ।
ତୁଳା ରାଶି:-ଲୋକମାନେ ଆପଣଙ୍କ ଦ୍ଵାରା ପ୍ରଭାବିତ ହେବେ। ଏବଂ ଧନ ପ୍ରାପ୍ତିର ଯୋଗ ବନୁଅଛି। ଆପଣ କୌଣସିଏକ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଯାଉଛନ୍ତି। ଏହି ସମୟରେ ଆପଣଙ୍କର ସମସ୍ତ ପ୍ରକାର ବିବାଦ ଦୂର ହୋଇଯିବ। ତେବେ ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ।
ସିଂହ ରାଶି:-ଏହି ରାଶିର ବ୍ୟକ୍ତି ବିଶେଷ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ମା କାହିଁକି ସେଥିରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ପ୍ରାପ୍ତ କରିବେ। ପ୍ରତ୍ୟେକ କାର୍ଯ୍ୟକୁ ଚିନ୍ତା ବିଚାର ନେଇ ନିର୍ଣ୍ଣୟ କରନ୍ତୁ।
କୁମ୍ଭ ରାଶି:-ଚାକିରୀ ଏବଂ ବ୍ୟବସାୟ ଦୁଇଟି ଯାକ କ୍ଷେତ୍ରରେ ଆପଣଙ୍କୁ ପ୍ରଚୁର ଧନ ପ୍ରାପ୍ତିର ଯୋଗ ବନୁଅଛି। ଆପଣଙ୍କର କିଛି ନୂଆ ମିତ୍ର ସୃଷ୍ଟି ହେବ। ଆପଣଙ୍କ ନିଜ ଉପରେ ଆତ୍ମବିଶ୍ବାସ ବଢିବ। କୌଣସି ଏକ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଆଗକୁ ଖୁବ୍ ଭଲ ସମୟ ରହିବ। ତେବେ ନିଜ ସ୍ୱାସ୍ଥ୍ୟକୁ ନେଇ ଟିକିଏ ସାବଧାନ ରୁହନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।