ଅଧକପାଳୀ (ମାଇଗ୍ରେନ୍) – କେମିତି ଦୂର ହେବ? | Dr. Sangeetha

ହଁ ଦର୍ଶକ ବନ୍ଧୁ ଏହି ରୋଗର ପ୍ରଜନନ ସାଧାରଣତଃ ପୃଥିବୀ 15 % ଲୋକଙ୍କ ଠୁ ଦେଖିବାକୁ ମିଳିଥାଏ ଏବଂ ଏହା ଅଧିକ ପରିମାଣ ରେ ମହିଳା ମାନଙ୍କ ଠାରେ ଦେଖିବାକୁ ମିଳିଥାଏ | ତେବେ ଏହି ଅଧକପାଳି ବା ମୁଣ୍ଡ ବ୍ୟଥା ଦୁଇ ପ୍ରକାରର ହେଇଥାଏ| (1) ପ୍ରାଇମେରୀ ମୁଣ୍ଡ ବ୍ୟଥା (2)ସେକେଣ୍ଡଡେରୀ ମୁଣ୍ଡ ବ୍ୟଥା |

(1)ପ୍ରାଇମେରୀ ମୁଣ୍ଡ ବ୍ୟଥା ସାଧାରଣତଃ ଆମେ ଅଧିକ ଚିନ୍ତା କରିବା ଦ୍ୱାରା ହେଇଥାଏ, ଓ ଏଥିରେ ବିଭିନ୍ନ ପ୍ରକାର କାରଣ ମଧ୍ୟ ଥାଏ ସେଗୁଡିକ ହେଇଛି ସାଧାରଣତଃ କ୍ଲଷ୍ଟର ମୁଣ୍ଡ ବ୍ୟଥା, ତ୍ରିସମିକାଲ ମୁଣ୍ଡ ବ୍ୟଥା, ଓ ୟୁରୋଜିକାଲ ମୁଣ୍ଡ ବ୍ୟଥା |

(2) ସେକେଣ୍ଡଡେରି ମୁଣ୍ଡ ବ୍ୟଥା ରେ କାରଣ ହେଇଛି, ମସ୍ତିଷ୍କ ରୁ ରକ୍ତ ବାହାରିବା ବା ମସ୍ତିଷ୍କ କ ରେ ଜୋର ରେ ଆଘାତ ଲାଗିବା, କୌଣସି କାରଣ ରୁ ମସ୍ତିଷ୍କ ଇନଫେକ୍ସନ ହେବା |

ମୁଣ୍ଡ ବ୍ୟଥା ର ଲକ୍ଷଣ :-

ମୁଣ୍ଡ ବ୍ୟଥା ସାଧାରଣତଃ ଲୋକମାନଙ୍କ ହେବା କିଛି ବଡ଼ କଥା ନୁହେଁ ହେଲେ ଏହି ମୁଣ୍ଡ ବ୍ୟଥା ହେଲେ ଆପଣଙ୍କର ଗୋଟିଏ ପାଶ୍ୱ ମୁଣ୍ଡ ଜୋର ରେ ବ୍ୟଥା ହେବା ସହିତ ପଛ ପଟ ରେ ଏହା ରହି ରହି ହେବ | ତେବେ ଏହି ସମୟରେ ବାନ୍ତି ହେବା ବା ଲାଇଟ କୁ ଦେଖିଲେ କୁ ଦେଖିଲେ ମୁଣ୍ଡ ଜୋର ବ୍ୟଥା ହେବା ପରି ସମସ୍ୟା ଦେଖିବାକୁ ମିଳିଥାଏ ଓ ଏହି ସମୟରେ କୌଣସି ସାଉଣ୍ଡ କୁ ଶୁଣିଲେ ମଧ୍ୟ ମୁଣ୍ଡ ଜୋର ରେ ବ୍ୟଥା ହେଇଥାଏ | ତେଣୁ ଏହି ସମୟରେ ଏହି ରୋଗରେ ପଡିତ ଥିବା ଲୋକଙ୍କୁ ଅନ୍ଧାର ଘରେ ରହିବାକୁ ଭଲ ଲାଗିଥାଏ | ତେବେ ଏହି ମୁଣ୍ଡ ବ୍ୟଥା ବ୍ୟଥା ସାଧାରଣତଃ 3 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ଓ ଅଧିକ ହେଲେ ଏହା 3 ଦିନ ପର୍ଯ୍ୟନ୍ତ ରହିଥାଏ |

ମୁଣ୍ଡ ବ୍ୟଥା କାହିଁକି ହୁଏ :-

ଏହି ମୁଣ୍ଡ ବ୍ୟଥା ସାଧାରଣତଃ ପାଣି ପାଗ ର ପରିବର୍ତନ ଯୋଗୁଁ ହେବାର ଦେଖାଯାଏ ଓ ବାୟୁ ର ପ୍ରଦୂଷଣ, ସାଉଣ୍ଡ, ଦୁର୍ଗନ୍ଧ, ବ୍ଲାକ ଚକୋଲେଟ, କଫି ମସଲା ଜାତୀୟ ଖାଦ୍ୟ, ନିନ୍ଦ ଶାନ୍ତି ନ ହେବା ଦ୍ୱାରା ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ଜଣା ପଡିଛି |

ଜଟିଳତା :-

ଏହି ରୋଗ ହେଲେ ସାଧାରଣତଃ ଲୋକମାନେ ମାନସିକ ରୋଗୀ ରେ ମଧ୍ୟ ପରିଣତ ହେଇଯାଏ, ଓ ବ୍ରେନ ଷ୍ଟୋକ ମଧ୍ୟ ହେଇଯାଇଥାଏ |

କାହିଁକି ଏହି ମୁଣ୍ଡ ବ୍ୟଥା ବିପଦ :-

ସକାଳୁ ନିନ୍ଦ ରୁ ଉଠିଲା ପରେ ଯଦି ଆପଣଙ୍କୁ ମୁଣ୍ଡ ଜୋର ରେ ବ୍ୟଥା ହେବ ତାହାଲେ ଏହି ରୋଗ ଅଧିକ ପରିମାଣ ରେ ହଇଯାଇଛି ବୋଲି ଆପଣ ଭାବିନେବେ ସେଥିପାଇଁ ଏହା ଏହା ବଡ଼ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଏ ଓ ଏହି ସମୟରେ ବାନ୍ତି ମଧ୍ୟ ହେଇଥାଏ |

ଚିକିତ୍ସା ଓ ନିରାକରଣ :-

ଏହି ରୋଗ ହେଲେ ସାଧାରଣତଃ 2 ପ୍ରକାର ମେଡ଼ିସିନ ଖାଇବା ଦିଆଯାଇଥାଏ (1) ପ୍ରୋଫାଇଲଲେଟିକ ମେଡ଼ିସିନ ଯାହା ଅଧିକ ମୁଣ୍ଡ ବ୍ୟଥା ହେଲେ ଦିଆଯାଏ ଓ (2) ରେ ସେଇ ମୁଣ୍ଡ ବ୍ୟଥା ଆରମ୍ଭ ହେଉଥିଲେ ତାକୁ ଦିଆଯାଏ |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଅଧକପାଳିନ ରୋଗ କାରଣ ଓ ଚକିତ୍ସା ବିଷୟରେ କିଛି ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment