ଦେଖନ୍ତୁ Live ଭିଡ଼ିଓ : ଅଧା ରାତିରେ ଲାଇଭ ଆସି ଫ୍ୟାନ ମାନଙ୍କୁ ଏମିତି କହିଲେ (ସବ୍ୟସାଚୀ) sabyasachi , ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରି ଥାଆନ୍ତି। ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ଭାବରେ ଅଲଗା ପ୍ରକାରର ହୋଇଥାଏ। କଳା ଜଗତରେ ଅନେକ କଳାକାର ଅଭିନୟ କରିନ୍ତି, କିନ୍ତୁ ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ବହୁତ ପସନ୍ଦ କରି ଥାଆନ୍ତି। କିନ୍ତୁ ଏଭଳି କଳାକାର ମାନେ ଅଛନ୍ତି ଯେ, ଅଭିନୟ କରିବା ଦ୍ୱାରା ଅନେକ ରିୟାଲିଟି ଶୋ ରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଫ୍ୟାନ ମାନଙ୍କୁ କିଛି ଖୁସି ଖବର ଜଣାଇଛନ୍ତି ତେବେ ଆସନ୍ତୁ କଣ ରହିଛି ସେହି ଖୁସି ଖବର ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏରେ ଫିଲ୍ମରେ ଅଭିନୟ କରିବା ସହିତ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି। ଏଥି ସହିତ ଅନେକ ରିୟାଲିଟି ଶୋରେ ମଧ୍ୟ ୟାଙ୍କରିଙ୍ଗ କରିଛନ୍ତି। ତାଙ୍କ ଅଭିନୟ ଶୈଳୀ ନିଆରା ପ୍ରକାରର ହୋଇଥାଏ।

ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟ ଯାଦୁରେ ସାରା ଓଡ଼ିଶାର ଦର୍ଶକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି। ସେ ସୁନ୍ଦର ଅଭିନେତା ଭାବରେ ଆଗକୁ ପାଦ ଥାପିଛନ୍ତି। ସେ ଭଲ ଅଭିନେତା ଭାବରେ ଦର୍ଶକ ମାନେ ତାଙ୍କୁ ଜାଣିଛନ୍ତି। ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନେ ତାଙ୍କୁ ପ୍ରଶଂସା କରିବା ସହିତ ସେ ସବୁବେଳେ ପାଇଁ ବହୁ ଚର୍ଚ୍ଚା ମଧ୍ୟ କରି ଥାଆନ୍ତି।

ତେବେ ବର୍ତ୍ତମାନ ସେ ରାତି ଅଧରେ ଲାଇଭ ଆସି ତାଙ୍କ ଫ୍ୟାନ ମାନଙ୍କୁ ଏକ ଖୁସି ଖବର ଜଣାଇଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଏକ ନୂଆଁ ରିୟାଲିଟି ଶୋ ଆସିବାକୁ ଯାଉଛି। ସେହି ଶୋଟି ତରଙ୍ଗ ଟିଭି ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ଓ ଏହି ଶୋ ର ନାଁ ଜିତିବ ଓଡିଶା ରହିଛି। ଏହି ଶୋ ଟି ପ୍ରତି ଶନିବାର ଓ ରବିବାର ରାତି ୯.୩୦ ନିନିଟରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବ। ଏହି ଶୋ ରେ ଅନେକ ପ୍ରତିଯୋଗୀ ମାନେ ଭାଗ ନେବେ ଓ ସେମାନଙ୍କ ପାଇଁ ଅନେକ ପୁରସ୍କାର ବିତରଣ ମଧ୍ୟ କରାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।