ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କି gk ହେଉଛି ଗୋଟିଏ ଏମିତି ପାଠ ଯାହା ଆମ ସମସ୍ତଙ୍କର ଜ୍ଞାନ ର ବିକାଶ ରେ ସହାୟକ ହୋଇଥାଏ | ତାହା ଛଡା କୁହାଯାଉଛି କି କେବଳ ପୁସ୍ତକ ଗତ ଜ୍ଞାନ ଆମ ପାଇଁ ଜରୁରୀ ତାହା ନୁହଁ ଦେଶ ଦୁନିଆ ବିଷୟରେ ଏମିତି ଏନେକ କଥା ରହିଛି ଯାହା ବିଷୟରେ ଜାଣିବାର ଆବଶ୍ୟକତା ଆମର ରହିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭଳି gk ସମ୍ବଧୀୟ କେତେକ ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା |
ପ୍ରଶ୍ନ -1:- ବିଶ୍ୱ ରେ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର କେଉଁଠି ରହିଛି?
ଉତ୍ତର :-ଟୋକିଅ
ପ୍ରଶ୍ନ -2:-ଗୋଟିଏ କିଡ଼ନୀ ର ଓଜନ କେତେ ଗ୍ରାମ ହୋଇଥାଏ ବୋଲି କୁହାଯାଉଛି?
ଉତ୍ତର :-150 ଗ୍ରାମ
ପ୍ରଶ୍ନ -3:-ଓଠ ପାଣି ନ ପିଇକି କେତେ ମାସ ପର୍ଯ୍ୟନ୍ତ ବଞ୍ଚି ପାରିବ ବୋଲି କୁହାଯାଉଛି?
ଉତ୍ତର :-7 ମାସ
ପ୍ରଶ୍ନ -4:-ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କ ଦ୍ୱାରା ଶାସନାଧୀନ ହୋଇ ନ ଥିଲା ବୋଲି କୁହାଯାଉଛି?
ଉତ୍ତର :-ଗୋଆ
ପ୍ରଶ୍ନ -5:-ସାଇକେଲ କିଏ ଉଦ୍ଭାବନ କରିଥିଲେ?
ଉତ୍ତର :-ମ୍ୟାକମିଲନ
ପ୍ରଶ୍ନ -6:-ତିନୋଟି ଅକ୍ଷରେ ନାମ ତାହାର ଓଲଟା କିମ୍ବା ସିଧା ଲେଖ ହେବ ସମାନ?
ଉତ୍ତର :-କଟକ
ପ୍ରଶ୍ନ -7:-ବିଶ୍ୱ ର ସବୁଠାରୁ ଲମ୍ବା ଗଛ ର ନାମ କଣ?
ଉତ୍ତର :-ୟୁକେଲିପଟ୍ସ ଗଛ
ପ୍ରଶ୍ନ -8:-କେଉଁ ଜୀବ ର ରକ୍ତ ର ରଙ୍ଗ ଧଳା ରଙ୍ଗ ର ହୋଇଥାଏ?
ଉତ୍ତର :- ଅସରାପ
ପ୍ରଶ୍ନ -9: ଗେଟୱେ ଅଫ ଇଣ୍ଡିଆ ଭାରତର କେଉଁ ସହରରେ ଅବସ୍ଥିତ?
ଉତ୍ତର :-ମୁମ୍ବାଇ
ପ୍ରଶ୍ନ -10:-ଏମିତି କେଉଁ ପକ୍ଷୀ ଅଛି ଯାହାକୁ ଛୁଇଁ ଦେଲେ ମରିଯାଏ?
ଉତ୍ତର:-ଟିଟୋନୀ ପକ୍ଷୀ
ପ୍ରଶ୍ନ -11:-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସେଓ ଉତ୍ପାଦନ ହୋଇଥାଏ?
ଉତ୍ତର :-ଜାମ୍ମୁକାଶ୍ମୀର
ପ୍ରଶ୍ନ -12:-ଅଧିକ ଲୁଣ ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ ବୋଲି କୁହାଯାଉଛି?
ଉତ୍ତର :-ହୃଦ ରୋଗ
ପ୍ରଶ୍ନ -13:-ଅରୁଣାଚଳ ପ୍ରଦେଶ ରାଜ୍ୟ ର ରାଜଧାନୀ ର ନାମ କଣ?
ଉତ୍ତର :-ଇଟାନଗର
ପ୍ରଶ୍ନ -14:-ଭାରତରେ କେତୋଟି ଜିଲ୍ଲା ଅଛି?
ଉତ୍ତର :-30 ଟି
ପ୍ରଶ୍ନ -15:-ଇଂରେଜ ମାନେ ଓଡିଶା କୁ କେବେ ଜୟ କରିଥିଲେ?
ଉତ୍ତର :-1803 ମସିହାରେ
ପ୍ରଶ୍ନ :-16:-କାହାକୁ ଲୌହ ମାନବ ବୋଲି କୁହାଯାଏ?
ଉତ୍ତର :-ସର୍ଦାର ବଲ୍ଳବ ଭାଇ ପଟେଲ
ତେବେ ଏହା ଥିଲା ଆମର ସାଧାରଣ ଜ୍ଞାନ ର ଅଭିବୃଦ୍ଧି ପାଇଁ ଜାଣିବାକୁ ଥିବା ଅତି ଜରୁରୀ gk, ସମ୍ବଧୀୟ ପ୍ରଶ୍ନ ଉତ୍ତର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।