Exclusive : ଆଦିତ୍ୟ ଦାସଙ୍କ ମାଆ ଉପରେ ବିକାଶର ଜୁଲମ୍ ଅତ୍ୟାଚାର… ବିଦ୍ୟାଶ୍ରୀ ଆଶ୍ରମ କାହିଁକି ଆସୁଛି… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସମାଜସେବୀ ଆଦିତ୍ୟ ଦାସ ଙ୍କ ବିଷୟରେ ଯାହାଙ୍କର ମୃତ୍ୟୁ ପରେ ପୂରା ଆଦିତ୍ୟ ଦାସ ଙ୍କ ପରିବାର ଭାଙ୍ଗିପଡ଼ିଥିବା ବେଳେ ବିଦ୍ୟାଶ୍ରୀ ଙ୍କୁ ନେଇ ବହୁତ ସମାଲଚନା ମଧ୍ୟ କରାଯାଇଥିଲା ଯାହା ଫଳରେ ଏବେ ଆଦିତ୍ୟ ନାହିଁ ସତ ହେଲେ ତାଙ୍କର ଅଭାବ ଏ ସମାଜ କେବେ ବି ପୂରଣ କରିପାରିବନି କାରଣ ଆଦିତ୍ୟ ଦାସ ଜଣେ ସମାଜ ସେବୀ ସହିତ ଗୋଟିଏ ମା ର ଭଲ ସନ୍ତାନ ଭାବେ ସେ ତାଙ୍କର ଦାୟିତ୍ୱ ଲିଭାଉ ଥିଲେ, ହେଲେ ଭଗବାନ ଏତେ ନିଷ୍ଠୁର ଯେ ଭଲ ମଣିଷ ଙ୍କୁ ଏ ଦୁନିଆରେ ଆଗ ନେଇଯାଇ ଥାନ୍ତି |

ମିଳିଥିବା ସୂଚନା ଅନୁଯାୟୀ ଆଦିତ୍ୟ ଦାସ ଙ୍କ ସାଙ୍ଗ ବିକାଶ ଆଦିତ୍ୟ ଦାସ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ଆଶ୍ରମ କୁ ଆସିବା କଥା କୁ ତାଙ୍କ ମା ଙ୍କୁ ଗାଳି କରିଥିଲେ ଯାହା ଫଳରେ ଆଦିତ୍ୟ ଦାସ ଙ୍କ ମା ଆଜି ଗଣ ମାଧ୍ୟମ ଆଗରେ କିଛି ଏମିତି କହିଥିଲେ ତାଙ୍କ କହିବା କଥା ଅନୁଯାୟୀ ଆଦିତ୍ୟ ଙ୍କ ବିବାହ 9 ତାରିଖ ହେଇଥିଲେ ହେଲେ ସେ ଜାଣିନଥିଲେ ବିଦ୍ୟାଶ୍ରୀ ଙ୍କ ବିଷୟରେ ସେ କହିଛନ୍ତି ଆଜି ମୋ ପୁଅ ନାହିଁ ସତ ହେଲେ ମୋ ପୁଅ ପାଇଁ ମୁଁ କାହାକୁ ଆଶ୍ରମ କୁ ଆସିବା ପାଇଁ ମନା କରିପାରିବି ନାହିଁ ମୋ ପୁଅ ମତେ ଛାଡିକି ଚାଲିଯାଇଛି ହେଲେ ଏବେ ମୋ ପୁଅ ର ସାଙ୍ଗ ବିଦ୍ୟାଶ୍ରୀ କୁ ନେଇ ମତେ ବହୁତ ଗାଳି ଗୁଲଜ କରୁଛି, ଆଶ୍ରମ ହେଉଛି ଗୋଟିଏ ପବିତ୍ର ସ୍ଥାନ ଏଠାକୁ ସମସ୍ତେ ଯାଇ ଆସି ପାରିବେ ମୁଁ କାହାକୁ ମନା କରିପାରିବି ନାହିଁ ହେଲେ ତମେ ଗୋଟିଏ କାମ କର ପୁଅ ତମେ ଯାଇ ମତେ ବିଦ୍ୟାଶ୍ରୀ ବିଷୟରେ ନ ପଚାରି ତମେ ଯାଇ ବିଦ୍ୟାଶ୍ରୀ ଙ୍କୁ ପଚାର ସେ କାହିଁକି ଏହି ଆଶ୍ରମ କୁ ଆସିଛି ଏପରି କହିଥିଲେ ଆଦିତ୍ୟ ଙ୍କ ମା |

ବିକାଶ ଙ୍କ କହିବା କଥା ଅନୁଯାୟୀ ଆଦିତ୍ୟ ଙ୍କ ଯିବା ପରେ ଥରେ ବି ବିଦ୍ୟାଶ୍ରୀ ଆଶ୍ରମ କୁ ଆସିନଥିଲେ ତ ଆଜି କାହିଁକି ଆସୁଛନ୍ତି, ତାଙ୍କର ଆସିବା ପଛରେ କଣ କାରଣ ଅଛି ଏମିତି ବିଭିନ୍ନ ପ୍ରକାର ର ପ୍ରଶ୍ନ ପଚାରି ଆଦିତ୍ୟ ଙ୍କ ମା ଙ୍କୁ ତାଗିଦ କରୁଛନ୍ତି ବିକାଶ ଯାହା ଫଳରେ ଆଦିତ୍ୟ ଙ୍କ ମା କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଛନ୍ତି|ଆଦିତ୍ୟ ଙ୍କ ଯିବା ର ଦୁଃଖ ଅପର୍ଯ୍ୟନ୍ତ ଯାଇନାହିଁ ତାପରେ ପୁଣି ବିକାଶ ର ଏହି ପରି ପ୍ରଶ୍ନ ଯାହା ଆଦିତ୍ୟ ଙ୍କ ମା ଙ୍କୁ ବହୁତ କଷ୍ଟ ଦେଇଛି|

ବିଦ୍ୟାଶ୍ରୀ ଙ୍କ ଆଶ୍ରମ କୁ ଆସିବା ନେଇ ତାଙ୍କ ମା କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଆଦିତ୍ୟ ଙ୍କ ଓ ସେଠାରେ ଉପସ୍ଥିତ ଥିବା ଆଶ୍ରମ ର କର୍ମ ଚାରି ମାନେ ମଧ୍ୟ ବିଦ୍ୟାଶ୍ରୀ ଙ୍କ ବିଷୟରେ ମାଉସୀ ଙ୍କୁ ନ ପଚାରି ତମେ ଯାଇ ବିଦ୍ୟାଶ୍ରୀ ଙ୍କୁ ପଚାର ବୋଲି କହିଥିଲେ ବିକାଶ ଙ୍କୁ, ଏହିପରି ଭାବରେ ଆଜି ଆଦିତ୍ୟ ଦୁନିଆରେ ନଥିଲା ବେଳେ ତାଙ୍କ ସାଙ୍ଗ ବିକାଶ ଆଦିତ୍ୟ ଙ୍କ ମା ଙ୍କୁ ତାଗିଦ କରୁଥିବା ଘଟଣା ଏବେ ସାମ୍ନା କୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment