ଦେଖନ୍ତୁ Shocking ଭିଡ଼ିଓ : ଅଫିସରଙ୍କୁ ଫାଇଲ୍ ଫିଙ୍ଗି ଚର୍ଚ୍ଚାରେ ଲେଡି ଚେୟାରମ୍ୟାନ୍…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଟିଏ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ | ଆଉ ସରକାରୀ ମାଡାମ ଜଣଙ୍କର ତାଙ୍କର ତଳ ପଦବୀରେ ଥିବା ସରକାରୀ ବାବୁ ଜଣଙ୍କ ଉପରକୁ ଫାଇଲ ଫୋପାଡ଼ି ଯେଉଁଭଳି ଭାବରେ ଅସଦାଚରଣ କରିବାକୁ ଲାଗିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ଆଉ ଗାଁ ରେ ନେଟ ୱାର୍କ ଆସିବା ପାଇଁ ଟାୱାର ବସାଇବା କଥା କୁ ନେଇକି ଏଭଳି କିଛି ଗଣ୍ଡ ଗୋଳ ହୋଇଛି ବୋଲି ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଘଟିଛି ନୀଳାଚଳ କଲୋନୀ ରେ | ଆଉ ଏହି ସ୍ଥାନରେ ଲୋକ ମାନଙ୍କର ନେଟୱାର୍କ ରେ ଅସୁବିଧା ହେବାରୁ ଲୋକ ପିଲା ମାନଙ୍କର ପାଠ ପଢା ରେ ଅସୁବିଧା ହେଉଛି | ଆଉ ଯେଉଁଥିପାଇଁ ଗାଁ ରେ ଗୋଟିଏ ଟାୱାର ବସାଇବାର ବ୍ୟବସ୍ଥା କରା ଯାଇଥିଲା | ଆଉ ଯାହା ଜଣାପଡିଛି କି ସେହି ଅଞ୍ଚଳରେ ଯିଏ ହେଡ଼ କ୍ଳର୍କ ଅଛନ୍ତି ତାଙ୍କର ସାହାଯ୍ୟରେ ଓ ତାହା ସହିତ ତହସିଲଦାର ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଙ୍କ ତତ୍ୱାବଧାନ ରେ ଟାୱାର ବସାଇବା ପାଇଁ ଜାଗା ଠିକ କରାଯାଇଥିଲା ଓ ଟାୱାର ବସାଇବା ପାଇଁ ନିଷ୍ପତି ନିଆଯାଇଥିଲା |


କିନ୍ତୁ ଏହି କଥାକୁ ବିରୋଧ କରି ଥିଲେ ମୁନିସିପାଲିଟି ଚେୟାର ପର୍ଶନ ଭାବରେ ଥିବା ମାଡାମ ଜଣଙ୍କ | ଆଉ ଏହି କଥା କୁ ନେଇକି ସେ କହିଥିଲେ କି ଆପଣ ମାନେ ଗୋଟିଏ ଲୋକ ଙ୍କର ସୁବିଧା ପାଇଁ 100 ଲୋକଙ୍କୁ କେମିତି ବିପଦରେ ପକାଉଛନ୍ତି ବୋଲି | ଆଉ ଯାହା କରୁଛନ୍ତି ସବୁ ଭୁଲ କରୁଛନ୍ତି ବୋଲି | ଆଉ ଏନ ଓ ଶୀ କୁ ମଧ୍ୟ କେନସେଲ କରିବା ପାଇଁ ପରାମର୍ଶ ଦେଇଥିଲେ ଆଉ ଫାଇଲ ଟିକୁ ସରକାରୀ କର୍ମଚାରୀ ଉପରେ ରାଗିକି ଫୋପାଡ଼ି ଦେଇଥିଲା ଆଉ ଖରାପ ବ୍ୟବହାର ଦେଖାଇବାକୁ ଲାଗିଥିଲେ |

ତେବେ ଏହି ଘଟଣା ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାଡାମ କହିଥିଲେ କି ଟାୱାର ଟି ଜଣେ ଲୋକଙ୍କର ଘରକୁ ଲାଗିକି ହେଉଥିବାରୁ ଲୋକ ମାନେ ସେହି ସ୍ଥାନରେ ଟାୱାର ବସାଇବା ପାଇଁ ମନା କରିଥିଲେ | ଆଉ ସ୍ଥାନ କୁ ଭଲ ଭାବରେ ଦେଖିକି ପେରମିସନ ଦେବା ବଦଳରେ ସରକାରୀ ବାବୁ ଜଣଙ୍କ କାହାକୁ ନ ପଚାରି ଏନ ଓ ଶୀ ଦେଇଛନ୍ତି ଓ ଯେଉଁଥିପାଇଁ ଗାଁ ଲୋକ ମାନେ ବିରୋଧ କରୁଛନ୍ତି | ଆଉ ଯାହା ପାଇଁ ରାଗି ଯାଇ ସେ ଦୂରରେ ବସିଥିବାରୁ ଫାଇଲ କୁ ଫୋପାଡ଼ି ଦେଇଥିଲି ବୋଲି | ଆଉ ଯେଉଁ କଥାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment