ଏହି ୫ଟି ନାମର ଝିଅ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି – Sadhu Bani

0

ଦୁନିଆ ର ସମସ୍ତ ଝିଅ ମାନଙ୍କୁ ବୁଝି ବା ବହୁତ କଠିନ ହୋଇ ଥାଏ l କାହିଁକି ନା ଗୋଟିଏ ଝିଅ ମନରେ କଣ ଚାଲିଥାଏ କେହି କହି ପାରିବେ ନାହିଁ l ସେମିତି ତ ଗୋଟିଏ କଥା ଜାଣିଥିବେ ଭଗବାନ ମଧ୍ୟ ଝିଅ ମାନଙ୍କୁ ବୁଝିପାରି ନାହାନ୍ତି, ତାହେଲେ ସାମାନ୍ୟ ମନୁଷ୍ୟ କିପରି ବୁଝି ପାରିବେ l ଏମିତି ବହୁତ ଝିଅ ଅଛନ୍ତିକି ଯେଉଁମାନେ ବାହା ହୋଇ ଘରକୁ ଆସିଲେ ନିଜ ଘର ଧନଧାନ୍ୟ ରେ ପୁରି ଉଠିଥାଏ l ଏହିଭଳି ଝିଅ ମାନଙ୍କୁ ଲକ୍ଷ୍ମୀ ବୋଲି ମନା ଯାଇଥାଏ l ଏହି ଦୁନିଆରେ ବହୁତ ଝିଅ ଅଛନ୍ତି l ଯେଉଁମାନେ ପାଣି ଭଳି ନିର୍ମଳ ଓ ଗଙ୍ଗା ଭଳି ପବିତ୍ର l ଚାଲନ୍ତୁ ଜାଣିବା ଏହି ଝିମାନଙ୍କ ବିଷୟରେ..

1. B:-ନାମରେ ଥିବା ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏବଂ ନିଜ ଜୀବନ ସାଥି ଙ୍କର ବିଶ୍ୱାସ ଯୋଗ୍ୟ ହୋଇଥାନ୍ତି, ଓ ସେମାନେ ନିଜର ଜୀବନ ସାଥି ଙ୍କର ହାତ ଛାଡ଼ିନଥାନ୍ତି l

2. N:- ନାମର ଥିବା ଝିଅ ମାନ ବହୁତ ତେଜ ସ୍ୱଭାବ ର ହୋଇଥାନ୍ତି. ଏମାନେ ନିଜର ପରିବାର ଓ ନିଜ ଜୀବନ ସାଥି ଙ୍କର ମର୍ଯ୍ୟାଦା କୁ ବଢ଼ାଇ ଥାନ୍ତି.
ଏମାନେ ଏମିତି କିଛି କାମ କରନ୍ତି ନାହିଁ ଯାହା ଦ୍ୱାରା ଏମାନଙ୍କ ପରିବାର ବା ନିଜ ଜୀବନସାଥୀ ଙ୍କର ନାମ ତଳେ ପଡିବ. ଏବଂ ଏହି ନାମ ର ଝିଅ ମାନେ ନିଜ ଜୀବନ ସାଥି ଙ୍କୁ କେବେ ବି ଛାଡି ନଥାନ୍ତି l

3. P:-ନାମରେ ଝିଅମାନେ, ସର୍ବଦା ନିଜର ସମ୍ପର୍କକୁ ବାନ୍ଧି ରଖିବାରେ ସମର୍ଥ ହୋଇଥାନ୍ତି l ଏମାନେ କାହାରିକୁ ଦୁଃଖ ଦେଇନଥାନ୍ତି, ସେମାନେ ସମସ୍ତଙ୍କ ସହିତ ମଧୁର କଥା କହିଥାନ୍ତି l ଏହି କାରଣରୁ ଏମାନଙ୍କୁ ଗଙ୍ଗା ଭଳି ପବିତ୍ର ବୋଲି ମନା ଯାଇଥାଏ l

4. S:-ନାମର ଝିଅମାନେ ବହୁତ ପବିତ୍ର ହୋଇଥାନ୍ତିl କାରଣ ବହୁତ ଲାଜକୁଳା ସ୍ଵଭାର ହୋଇଥାନ୍ତି l ଏମାନେ ଏ ମାନଙ୍କର ପରିବାରର ମାନସମ୍ମାନକୁ ପୁରା ଧ୍ୟାନ ରଖିଥାନ୍ତି l ଏମାନେ କୌଣସି ପରିସ୍ଥିତିରେ ନିଜ ପରିବାରର ହନି ହେବାକୁ ଦେଇନଥାନ୍ତି l ଏମାନେ ନିଜ ପରିବାର ଓ ଜୀବନସାଥୀଙ୍କ ବହୁତ ଧ୍ୟାନ ରଖିଥାନ୍ତି l

5. M:-ନାମର ଝିଅମାନେ ମଧ୍ୟ ଶାନ୍ତ ସ୍ଵଭାବର ହୋଇଥାନ୍ତି l ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କଠାରୁ ଅଲଗା ହୋଇଥାନ୍ତି l ଏମାନେ ବହୁତ ଜରରେ କଥା କହିଥାନ୍ତି l ଏମାନେ କାହାରିକୁ ନିରାକାର କରି ନଥାନ୍ତି l ଏମାନେ ନିଜ ଜୀବନସାଥୀଙ୍କ ବହୁତ ଧ୍ୟାନ ନେଇଥାନ୍ତି l
ତେଣୁ ଆପଣମାନେ ସର୍ବଦା ଏହି 5ଟି ଅକ୍ଷର ଥିବା ଝିଅମାନଙ୍କୁ ନିଜର ଜୀବନସାଥୀ କରିଲେ ଆପଣଙ୍କ ଜୀବନ ସୁଖମୟ ହୋଇପାରିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।