Jyotisa Shastra – ଏହି 6ଟି ରାଶିର ବ୍ୟକ୍ତିମାନେ ମିଠା ବାଣ୍ଟିବା ପାଇଁ ହୋଇଯାନ୍ତୁ ରେଡ୍ଡି ହନୁମାନଜୀଙ୍କ କୃପାରୁ ଖୁବ୍ ଶୀଘ୍ର ଧନବର୍ଷା ହେବାକୁ ଯାଉଛି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ 6 ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ସେହି ରାଶିର ବ୍ୟକ୍ତି ମାନଙ୍କ ଉପରେ ବଜରଙ୍ଗବାଲୀ ହନୁମାନଜୀଙ୍କର ଅଶେଷ କୃପା ବର୍ଷିବାକୁ ଯାଉଛି । ଏହି ବ୍ୟକ୍ତି ମାନଙ୍କର ଥିବା ସମସ୍ତ ଦୁଃଖ କଷ୍ଟକୁ ଦୂରକରିବା ପାଇଁ ଯାଉଛନ୍ତି ଏବଂ ଆସନ୍ତା ମଙ୍ଗଳବାର ଦିନ ଠାରୁ ଶୁଭ ସମୟ ଆସିବାକୁ ଯାଉଛି । ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଦିହେବାକୁ ଯାଉଛି ଏବଂ କାନୁନ ସମ୍ୱନ୍ଧୀୟ କାର୍ଯ୍ୟରେ ଆପଣଙ୍କୁ ହିଁ ସଫଳତା ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ।
1 ତୁଳାରାଶି —
ଏହି ରାଶିର ବ୍ୟକ୍ତିମାନଙ୍କ ଉପେର ହନୁମାନଜୀଙ୍କର କୃପା ଦୃଷ୍ଟି ରହିଛି ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କର ପରିବାରରେ ଖୁସୀ ହିଁ ଖୁସୀ ଆସିବାକୁ ଯାଉଛି । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଅପର ପକ୍ଷରେ ସଫଳତା ମିଳିବାକୁ ଯାଉଛି । ଆସନ୍ତାକାଲି ଠାରୁ ଏହି ରାଶିର ବ୍ୟକ୍ତି ମାନଙ୍କର ଶୁଭ ସମୟ ଆସିବାକୁ ଯାଉଛି ।
2 ସିଂହରାଶି —
ଏହି ରାଶିର ବ୍ୟକ୍ତିମାନେ ଏହି ସମୟରେ କୌଣସି ଯୋଜନା ଆରମ୍ଭ କରି ପରିବେ , ଯାହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ଅଟେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି ।
3 କନ୍ୟାରାଶି —
ଏହି ରାଶିର ବ୍ୟକ୍ତିମାନଙ୍କର ବଜରଙ୍ଗବାଲୀଙ୍କ କୃପାରୁ ବ୍ୟବସାୟରେ ବହୁତ ଫାଇଦା ମିଳିବାକୁ ଯାଉଛି , ଯେଉଁଥିପାଇଁ ଆପଣଙ୍କର ସମସ୍ତ ଦୁଃଖ ଦୂର ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି ।
4 ମୀନରାଶି —
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ହନୁମାନ ଅସୀମ କୃପା ଦୃଷ୍ଟି ବର୍ଷିବାକୁ ଯାଉଛି ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବାକୁ ଯାଉଛି । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଓ ମାନସମ୍ମାନ ବୃଦ୍ଦି ହେବାକୁ ଯାଉଛି । ବ୍ୟବସାୟ ଓ ବାଣିଜ୍ୟରେ ଆପଣଙ୍କର ହିଁ ଉନ୍ନତି ହେବାକୁ ଯାଉଛି ।
5 ମିଥୁନରାଶି —
ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟ ଓ କାରୋବାରରେ ନିୟୋଜିତ ଥିଲେ ସେଥିରେ ଧନ ବର୍ଷା ହେବାକୁ ଯାଉଛି । ଆପଣଙ୍କ ଜୀବନରେ ରହିଥିବା ସମସ୍ତ ଦୁଃଖ ଦୂର ହୋଇ ସୁଖର ଆବିର୍ଭାବ ହେବାକୁ ଯାଉଛି । ଆପଣଙ୍କର ଭାଗ୍ୟ ହନୁମାନଜୀଙ୍କ କୃପାରୁ ବଦଳିବାକୁ ଯାଉଛି ଏବଂ ଭଗବାନ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି ।
6 କର୍କଟରାଶି —-
ଏହି ରାଶିର ବ୍ୟକ୍ତି ମାନଙ୍କର ମଧ୍ୟ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଆପଣ ଜାଣି ବହୁତ ଖୁସୀ ହେବେ କି ଆପଣ କୌଣସି ଦୂର ଯାତ୍ରା କରିବାର ଯୋଗ ରହିଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ସଫଳତା ମିଳିବାକୁ ଯାଉଛି । ପତି ପତ୍ନୀଙ୍କର ମଧ୍ୟ ବୈବାହିକ ଜୀବନ ସୁଖମୟ ହେବାକୁ ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।