ହଁ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହା ଚଳଚିତ୍ର ଜଗତକୁ ପୁରା ପୁରି ଦୋହଲାଇ ନେଇଛି |ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଅଭିନୟ ଦ୍ୱାରା ସମସ୍ତଙ୍କ ମନରେ ଘର କରିଥିବା ମହାନ ଅଭିନେତା ବିକ୍ରମ ଗୋଖଲେ ଙ୍କ ମୃତ୍ୟୁ ଘଟଣା |ଆଉ ଯାହା କୁହା ଯାଉଛି ଆମ ସମସ୍ତ ଙ୍କର ଗୋହଳରେ ଆଉ ନାହାନ୍ତି ସେହି ଅଭିନେତା ଜଣଙ୍କ |ତେବେ ଯାହା କୁହା ଯାଉଛି କି ତାଙ୍କର ଦେହ ଖରାପ ଥିବାରୁ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଥିବା ସମୟରେ ଅଭିନେତା ଜଣଙ୍କର ମୃତ୍ୟୁ ଘଟିଛି ବୋଲି କୁହା ଯାଇଛି | ଆଉ ଯାହା ସମଗ୍ର ଚଳଚିତ୍ର ଦୁନିଆରେ ଏକ ହାହାକାର ସୃଷ୍ଟି କରିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ନିଜର ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିବା ସମସ୍ତଙ୍କର ପ୍ରିୟ କଳାକାର ବିକ୍ରମ ଗୋଖଲେ ଙ୍କର ଆଜି ହସ୍ପିଟାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି | ତେବେ ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ କୁ ନେଇକି ଚର୍ଚ୍ଚା ହେଉଥିବା ବେଳେ ପରିବାର ଲୋକ ସେହି କଥା କୁ ମିଛ ବୋଲି କହିବା ସହିତ ଆଜି ତାଙ୍କର ମୃତ୍ୟୁ ଘଟିଛି | ତେବେ ଯାହା କୁହାଯାଉଛି କି ପୁଣେର ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ତାଙ୍କର ଦେହାନ୍ତ ଘଟିଛି |
ତେବେ ଯାହା କୁହାଯାଉଛି କି ଅଭିନେତା ବିକ୍ରମ ଙ୍କର ଦେହ ହଠାତ ଖରାପ ହେବାରୁ ତାଙ୍କୁ ଡାକ୍ତର ଖାନା ଅଣାଯାଇଥିଲା | ଆଉ ଚିକିତ୍ସା ପରେ ତାଙ୍କର ଅବସ୍ଥା ସ୍ଥିର ଥିଲା ଆଉ ପରେ ଦେହ ଖରାପ ହେବା ସହିତ ତାଙ୍କର ମୃତ୍ୟୁ ମଧ୍ୟ ଘଟିଛି | ତେବେ ଯାହା କୁହାଯାଉଛି କି ଅନେକ ମରାଠୀ ଓ ହିନ୍ଦୀ ଫ୍ଲିମ ରେ କାମ କରିଛନ୍ତି ସେହି ଅଭିନେତା ଜଣଙ୍କ | ଅମିତାଭ ବଚ୍ଚନଙ୍କ ସହ ‘ଅଗ୍ନିପଥ’ ଏବଂ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ରେ ସେ ଅଭିନୟ କରି ବେଶ ପ୍ରସଂଶା ସାଉଁଟିଛନ୍ତି ଅଭିନେତା ବିକ୍ରମ ଗୋଖଲେ |
ତେବେ ତାହା ସହିତ ସେ ମିଶନ ମଙ୍ଗଲ,ହିଚକି, ଅୟାରି, ବ୍ୟାଙ୍ଗ ବ୍ୟାଙ୍ଗ, ଦେ ଦନା ଦନ ଏବଂ ଭୁଲ ଭୁଲୈଆ ଆଦି ସିନେମା ରେ କାମ କରିଛନ୍ତି | ସେ ଅନେକ ଟିଭି ଶୋ ରେ କାମ କରି ବେଶ ପରିଚିତ ହୋଇଛନ୍ତି ଳୋକ ମାନଙ୍କର ହୃଦୟରେ |1971 ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରୱାନା’ରୁ ବଲିଉଡରେ ଡେବ୍ୟୁ କରି ଥିଲେ ଆଉ ଯାହା ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା | ତାହା ପରେ 2010 ରେ, ସେ ମରାଠୀ ଚଳଚ୍ଚିତ୍ର ‘ଅନୁମାଟି’ରେ କାମ କରି ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ |ତାହା ସହିତ ମରାଠୀ ଫିଲ୍ମ ‘ଆଘଟ’ରୁ ସେ ନିଜ ର ନିର୍ଦେଶନା କେରିୟର ଆରମ୍ଭ କରିଥିଲେ ବୋଲି କୁହାଯାଉଛି | ଆଉ ତାଙ୍କର ମୃତ୍ୟୁ ସମଗ୍ର ଚଳଚିତ୍ର ଜଗତରେ ହାହାକାର ସୃଷ୍ଟି କରିଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।