ଦେଖନ୍ତୁ viral ଭିଡିଓ ! 8 ଟଙ୍କାରେ 150 କିମି ବସିବେ 6 ଜଣ …ଏହି ଗାଡି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ଜରିଆରେ ଆପଣ ମାନେ ଦେଶ ତଥା ଦେଶ ବାହାରର ଅନେକ କଥା ଜାଣିବାକୁ ପାଉଛନ୍ତି | ଆଉ ବହୁତ କିଛି ନୂଆ ନୂଆ କଥା ର ମଧ୍ୟ ଆପଣ ମାନଙ୍କୁ ସନ୍ଧାନ ମିଳୁଛି | ବର୍ତ୍ତମାନ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ହୁଏତ ପ୍ରଥମେ ବିଶ୍ୱାସ କରି ନ ପାରନ୍ତି କିନ୍ତୁ କଥା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ ଭାରତୀୟ ଯୁବକଙ୍କ ର କମାଲ | ଆଉ ଯେଉଁଠି ଯୁବକ ଜଣଙ୍କ 6 ସିଟ ଥିବା ଏକ ଗାଡ଼ି କୁ ଉଦ୍ଭାବନ କରିଛନ୍ତି | ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମ ଭାରତୀୟ ମାନେ ମଧ୍ୟ କେଉଁ କାମ ରେ କମ ନୁହନ୍ତି | ବାହାରର ଦେଶ ର ଲୋକ ମାନେ ଯେମିତି ନିଜର ଜ୍ଞାନ କୌଶଳ କୁ ଖଟାଇ ନୂଆ ନୂଆ ଜିନିଷ ସବୁ ସୃଷ୍ଟି କରି ପାରୁଛନ୍ତି ଠିକ ସେହି ଭଳି ଭାରତୀୟ ଯୁବକ ମାନେ ମଧ୍ୟ ସେମାନଙ୍କର ଟେଲେଣ୍ଟ କୁ ଦେଖାଇ ବେଶ ଲୋକ ପ୍ରସଂଶା ସାଉଁଟି ପାରିଛନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି 6 ସିଟ ଥିବା ଏକ ମଟର ଯାନ ବିଷୟରେ କିଛି କଥା | ଆଉ ଯାହାକୁ ଆମ ଭାରତୀୟ ଯୁବକ ଜଣକ ଉଦ୍ଭାବନ କରିଛନ୍ତି |


ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଉତ୍ତରପ୍ରଦେଶ ର ଯୁବକ ଜଣଙ୍କ ଏହିଭଳି ଏକ ନୂଆ ଧାରଣର ବାଇକ କୁ ତିଆରି କରିଛନ୍ତି | ଆଉ ଯେଉଁଥିରେ ଗୋଟିଏ ବାଇକ ରେ 6 ଯାନ ବସି ପାରିବେ ଡ୍ରାଇଭର ଙ୍କୁ ନେଇକି | ଆଉ ତାହା ସହିତ ମାତ୍ର 8 ଟଙ୍କା ଖର୍ଚ୍ଚ କରି ଆପଣ ମାନେ 150 କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବେ ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଏହି ବାଇକ କୁ ଥରେ ଚାର୍ଜ କରିବା ପାଇଁ ମାତ୍ର 10 ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି |

ତେବେ ତାହା ବ୍ୟତୀତ ଯୁବକ ଜଣକ କହିଛନ୍ତି ଏହି ବାଇକ ର ଦାମ 10-12 ହଜାର ଟଙ୍କା ହେବ ବୋଲି | ଆଉ ଏହିଭଳି ଏକ ନୂଆ ପ୍ରକାରର ବାଇକ ରେ ନିଜ ବୁଦ୍ଧି ବଳରେ ଲୋକ ମାନଙ୍କର ଆବଶ୍ୟକତା କୁ ଦେଖିକି ବନେଇଛନ୍ତି ବୋଲି କହିଛନ୍ତି | ଆଉ ଆଜି କାଲି ପେଟ୍ରୋଲ ର ଦର ବଢିବା ସହିତ 1-2 ଜଣ ବାଇକ ରେ ଯାଇ ପାରୁଛନ୍ତି | ତେବେ ଏହି ବାଇକ ରେ 6 ଜଣ ଯିବା ର ମଧ୍ୟ ବ୍ୟବସ୍ଥା ରହିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment