ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସେହି ଗୋଟିଏ ନିୟୁଜ ଯାହା ସାରା ଓଡିଶା ରେ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ରିୟା ଙ୍କର ମେରେଜ କୁ ନେଇକି କିଛି ଖବର | ଆଉ ଯେଉଁଠି ବେଶ ଧୁମଧାମ ରେ ସୁନ୍ଦର ଭାବରେ ପାଳନ କରାଯାଇଛି ଅଲିଉଡ ର ଜଣେ ଆଗ ଧାଡ଼ିର ନାୟିକା ଯାହାଙ୍କର ଚୁଲବୁଲି ଅନ୍ଦାଜ ସମସ୍ତଙ୍କ ଦିୱାନୀ ବନେଇ ଥାଏ ସୁନ୍ଦରୀ ରିୟା ଙ୍କର ବିବାହ ର ପାର୍ଟି ସମୟରେ ଦେଖା ଯାଇଥିବା ବିଭିନ୍ନ ପ୍ରକାରର ଫୋଟ ଆଉ ଭିଡ଼ିଓ | ଆଉ ଯାହା କୁହାଯାଉଛି କି ରିୟା ଙ୍କର କୌଣସି ବି ପାର୍ଟି ରେ ନଜର ଆସି ନାହାନ୍ତି ରିୟା ଯାହାଙ୍କ ସହିତ ଅଧିକ ରୁ ଅଧିକ ଫ୍ଲିମ କରିଥାନ୍ତି ଅମ୍ଲାନ, ଅରିନ୍ଦମ ଓ ବାବୁସାନ ଏହି 3 ହିରୋ | ତାହେଲେ ଆସନ୍ତୁ ସେହି ଘଟଣା ଉପରେ ନଜର ପକାଇବା |
ତେବେ ଆମେ ମାନେ ବେଶ ଭଲ ଭାବରେ ଜାଣିଛୁ କି ରିୟା ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଅନେକ ସାରା ଫ୍ଲିମ କରିଛନ୍ତି ଆଉ ବହୁତ ହିରୋ ମାନଙ୍କର ସହିତ ଫ୍ଲିମ ମଧ୍ୟ କରିଛନ୍ତି | ଆଉ ରିୟା ଙ୍କର ବାହାଘର ଓ ରିସେପ୍ସନ ପାର୍ଟି ରେ ଅଲିଉଡ ର ଅନେକ ଫ୍ଲିମ ଷ୍ଟାର ମାନେ ମଧ୍ୟ ଆସି ଯୋଗ ଦେଇଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ସିଦ୍ଧାନ୍ତ, ଅନୁ ଚୌଧୁରି ଙ୍କ ଭଳିଆ ଅନେକ ଅଭିନେତା ଆଉ ଅଭିନେତ୍ରି ମଧ୍ୟ ଏହି ପାର୍ଟି ରେ ଯୋଗ ଦେବା ସହିତ ରିୟା ଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି |
ଆଉ ତାଙ୍କର ଫେମର ଫ୍ଲିମ ଭିତରେ ଅମ୍ଲାନ ଙ୍କ ସହିତ କରିଥିବା ଗୋଲାପୀ ଗୋଲାପୀ, ତୁ ମୋ ଦେହ ର ଛାଇ, ପାଗଳ କରିଛୁ ତୁଓ କଲେଜ ଟାଇମ ରେ ଅମ୍ଲାନ ଙ୍କ ସହିତ ରିୟା ଙ୍କର ଯୋଡ଼ି କୁ ଦର୍ଶକ ମାନେ ବେଶ ଭଲ ପାଇବା ଦେଇଛନ୍ତି | ଆଉ ଠିକ ସେହି ଭଳି କଳ୍କୀ, କ୍ରିମିନାଲ, ତୋର ଦିନେ କୁ ମୋର ଦିନେ ଆଦି ଫ୍ଲିମ ରେ ରିୟା ଙ୍କ ସହିତ ଅରିନ୍ଦମ ନଜର ଆସିଥିବାର ଦେଖିବାକୁ ମିଳିଥିଲା |ଆଉ ଠିକ ସେହିଭଳି ପ୍ରେମ ଅଢେଇ ଅକ୍ଷର, ଲଭ ମାଷ୍ଟର, ଇଣ୍ଡିଅଡ଼ ଭଳି ଫ୍ଲିମ ରେ ବାବୁସାନ ଙ୍କ ସହିତ ଫ୍ଲିମ କରିଥିଲେ ରିୟା |
ତେବେ ଏତେ ସବୁ ଫ୍ଲିମ ରିୟା ଅମ୍ଲାନ, ଅରିନ୍ଦମ ଓ ବାବୁସାନ ଭଳି 3 ଜଣ ହିରୋ ଙ୍କ ସହିତ ଅନେକ ଫେମସ ଫ୍ଲିମ କରିଥିଲେ ମଧ୍ୟ ରିୟା ଙ୍କ ବିବାହ ରେ ନଜର ଆସି ନାହାନ୍ତି ସେମାନେ | ଆଉ ଏହି କଥା ସମସ୍ତଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।