ଦର୍ଶକ ବନ୍ଧୁ ଆଜିକାଲି ବହୁତ ଲୋକ ଅଛନ୍ତି ଯେଉଁମାନେ କି ଅତି ସହଜ ରେ ଖରାପ ଦୃଷ୍ଟି ର ସ୍ୱୀକାର ହେଇଥାନ୍ତି | ତେବେ କୁହାଯାଏ ଯେ କୌଣସି ଶୁଭ ମୁହୂର୍ତ୍ତ ରେ କଳା କପଡ଼ା ପିନ୍ଧିବା ଅଶୁଭ ହେଇଥାଏ | ଏହାର କାରଣ ହେଉଛି କଳା କପଡ଼ା ଦ୍ୱାରା ନକାରାତ୍ମକ ଶକ୍ତି ଆକର୍ଷିତ ହେଇଥାଏ | ତେବେ ସେହିପରି କୁହାଯାଏ ଯେ ଖରାପ ଦୃଷ୍ଟିରୁ ବଞ୍ଚିବା ପାଇଁ କଳା ଜିନିଷ ର ବ୍ୟବହାର କରଯାଏ | ଯେମିତିକି କଳା ଟୀକା, କଳା ସୂତା, ଓ କଳା ଯାଇ | ତେବେ କିଛି ଲୋକ ଏମିତି ଅଛନ୍ତି ଯେ ଯେଉଁ ମାନେ କି ଖରାପ ଶକ୍ତିରୁ ବଞ୍ଚିବା ପାଇଁ କଳା ଜିନିଷ ର ବ୍ୟବହାର କରିଥାନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କେମିତି ଏହିପରି ଖରାପ ଶକ୍ତିର ଦୁରେଇ ରହିବା ସହିତ ଧନ ରତ୍ନ ମଧ୍ୟ ସଂଚୟ କରିପାରିବା ସେ ବିଷୟରେ ଜାଣିବା |
କଣ କରିବେ ଖରାପ ଦୃଷ୍ଟି ରୁ ମୁକ୍ତି ପାଇବାପାଇଁ :-
1-ତେବେ ଦର୍ଶକ ବନ୍ଧୁ ଏଥି ପାଇଁ ଆପଣଙ୍କୁ ଭୈରବ ଦେବଙ୍କ ମନ୍ଦିର କୁ ଯାଇ କଳା ସୂତା ପୂଜା କରି ଆଣିବାକୁ ହେବ | ତାପରେ ସେଥିରେ ଅଳ୍ପ ଟିକେ ସୋରିଷ ତେଲ ଲଗାଇ ଦେବେ | ତାପରେ ଏହାକୁ ଆପଣଙ୍କର ଡାହାଣ ହାତରେ ବାନ୍ଧିଦେବେ ଏମିତି କରିବା ସମୟରେ ଆପଣ ଭଗବାନ ଙ୍କୁ ସ୍ମରଣ କରନ୍ତୁ | ଦେଖିବେ ଧନ ସହିତ ଜଡିତ ସମସ୍ତ ସମସ୍ୟା ମାତ୍ର ଅଳ୍ପ ଦିନରେ ଦୂର ହେଇଯିବ |2- ତେବେ ମଙ୍ଗଳବାର ବା ଶନିବାର ଦିନ ହନୁମାନଙ୍କ ମନ୍ଧିର କୁ ଯିବେ ଏହା ସହିତ ସେହି କଳା ସୂତା କୁ ହନୁମାନଙ୍କୁ ଚରଣ ତଳେ ଲଗାଇ ରଖନ୍ତୁ | ଏହାପରେ ତାକୁ ନେଇ ସେହି ସୂତା ଉପରେ ହନୁମାନ ଙ୍କ ସିନ୍ଦୂର ଲଗାଇ ଏହାକୁ ଆପଣ ବେକରେ ବା ଡାହାଣ ହାତରେ ଏହାକୁ ବ୍ୟବହାର କରନ୍ତୁ | ଏମିତି କରିବା ଦ୍ୱାରା ସମସ୍ତ ଖରାପ ଶକ୍ତି ଦୂର ହେଇଥାଏ |3- ଯଦି ଆପଣଙ୍କର ଧନ ର ସମସ୍ୟା, ବ୍ୟବସାୟ ର କ୍ଷତି, ଏମିତିକି ଯଦି ଆପଣ ମାନସିକ ଚିନ୍ତାରେ ରହୁଛନ୍ତି | ତାହେଲେ ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ଏକ କଳା ସୂତା ରେ 9 ଟି ଗଣ୍ଠି ପକାଇ ସେଥିରେ ହନୁମାନ ଙ୍କ ସିନ୍ଦୂର ଲଗାଇ ଏହାକୁ ଆପଣ ଆପଣଙ୍କ ଘରର ସିନ୍ଧୁକ ବା ଦୋକାନ ରେ ରଖିଦେବେ |
ଏବେ ଆସନ୍ତୁ ଜାଣିବା ଦର୍ଶକ ବନ୍ଧୁ କେଉଁ ରାଶି ବ୍ୟକ୍ତି ମାନଙ୍କୁ କଳା ସୂତା ବାନ୍ଧିବା ଉଚିତ ନୁହେଁ |
(1) ମେଷ ରାଶି ବ୍ୟକ୍ତି ମାନେ ହାତରେ କଳା ସୂତା ବାନ୍ଧିବା ଅଶୁଭ ହେଇଥାଏ | ତେଣୁ ଏହି ରାଶି ବ୍ୟକ୍ତି ମାନେ ହାତରେ ଲାଲ ସୂତା ବାନ୍ଧନ୍ତୁ ଆପଣଙ୍କୁ ଶୁଭ ଫଳ ମିଳିବ |
(2) ବିଛା ରାଶି ର ବ୍ୟକ୍ତି ମାନେ ମଧ୍ୟ ଏହି କଳା ସୂତା କୁ ହାତରେ କିମ୍ବା ଗୋଡରେ ବାନ୍ଧନ୍ତୁ ନାହିଁ | ଏମାନେ ସବୁବେଳେ ଲାଲ ସୂତା ବାନ୍ଧିବା ଆବଶ୍ୟକ |
କେଉଁ ରାଶି ବ୍ୟକ୍ତି ମାନେ ହାତରେ ଲାଲ ସୂତା ବାନ୍ଧିବା ଶୁଭ ହେଇଥାଏ?:-
ମେଷ ରାଶି, ସିଂହ ରାଶି, କନ୍ୟା ରାଶି, କର୍କଟ ରାଶି,ମିଥୁନ ରାଶି କଳା ସୂତା ବାନ୍ଧିବା ଶୁଭ ହୋଇଥାଏ |ତାହାଲେ ଦର୍ଶକ ବନ୍ଧୁ ଏହାଥିଲା ସେହି ରାଶି ଯେଉଁ ରାଶିର ବ୍ୟକ୍ତି ମାନେ ଲାଲ ସୂତା ବାନ୍ଧିବା ଆବଶ୍ୟକ , ଆଉ ଯାହା ଫଳରେ ସେମାନଙ୍କ ଉପରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଉଛି |ତେବେ ଏହା ଥିଲା କେଉଁ ମାନେ ଲାଲ ସୂତା ବାନ୍ଧିବା ଶୁଭ ହୋଇଥାଏ ତାହା ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।