ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଏବେ ଅର୍ଚନା ନାଗଙ୍କ ଖବର ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ |ସେ ଏପରି ଜଣେ ମହିଳା ତାଙ୍କ ପାଇଁ ଆଜି ସାରା ଓଡ଼ିଶାର ନେତା ମନ୍ତ୍ରୀ ମାନେ ଡରି ରହିଛନ୍ତି |ଅର୍ଚନ ନାଗଙ୍କ ଖବର ତଦନ୍ତ କରିବାରୁ ତାଙ୍କର ଏବେ ଗୋଟିଏ ଗୋଟିଏ ଖବର ପଦାକୁ ଆସୁଛି, ସେ କିପରି ଏତେ ଟଙ୍କାର ମାଲିକ ହେଲେ ଆଉ ଏତେ ଦାମୀ ଦାମୀ କାର ସେ କଉଠୁଁ ପାଉଥିଲେ ସେ ବିଷୟରେ ଏବେ ପର୍ଦା ଫାଶ ହେଉଛି, ଅର୍ଚନାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ଏବେ ଖୋଲିବାକୁ ଲାଗିଛି ||ମୁଁ ଆଜି ଆପଣକୁ ଅର୍ଚନା ନାଗଙ୍କ ଦାମୀ କାର ବିଷୟରେ କହିବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ତେବେ ଆସନ୍ତୁ ଜାଣିବା ଅର୍ଚନାଙ୍କ ଏହି ଦାମୀ କାର କଉଠୁଁ ଆସିଲା ଆଉ ତାଙ୍କୁ କିଏ ଦେଇଥିଲା, ଏହାର ସମ୍ପୂର୍ଣ ଖବର ବିଷୟରେ |
ଅର୍ଚନା ନାଗ ଏତେ କମ ଦିନରେ ବଡ଼ ଲୋକ କେମିତି ହେଲେ ଏଥିପାଇଁ ତାଙ୍କୁ କଉଁମାନେ ସାହାଯ୍ୟ କରିଥିଲେ ସେ ନେଇ ଏବେ ତଦନ୍ତ ଚାଲିଛି |ଅର୍ଚନା ଯଉଁ ଦାମୀ ଦାମୀ କାର ଚଲାଉ ଥିଲେ ଏବଂ ଦୁଇ ଦିନକୁ ଗଡି ବଦଳାଉଥିଲେ ତାହା ସେ ଅନ୍ୟ ମାନଙ୍କ ପଇସାରେ ଆଣୁଥିଲେ |ସେ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ସହ ଦେହ ବ୍ୟବସାୟୀ କରୁଥିଲେ ପରେ ଏହି ଏହି ଭିଡିଓ ଓ ଫୋଟୋ ଦେଖାଇ ତାଙ୍କୁ ବ୍ଲାକ ମେଲିଙ୍ଗ କରି ସେମାନଙ୍କ ଠାରୁ ଦାମୀ କାର ଓ ଟଙ୍କା ଲୁଟାଉ ଥିଲେ |ସୁନ୍ଦରୀ ଅର୍ଚନା ନାଗଙ୍କ ଚାଳିଶ ଲକ୍ଷ ଟଙ୍କିଆ କାର ଅର୍ଥାତ ତାଙ୍କର ଏଣ୍ଡଉଭର କାର ପଛରେ ଥିବା ରହସ୍ୟ ଏବେ ସାମ୍ନାକୁ ଆସିଛି |
ଅର୍ଚନା ନାଗଙ୍କୁ ଏହି କାର ଜଣେ ବିଧାୟକ ଆଣିଦେଇ ଥିବାର ଖବର ଏବେ ମିଳିଛି,ଏହି ବିଧାୟକ ଜଣକ ନିଜର ଦେହର ଭୋକ ମେଣ୍ଟିବା ପାଇଁ ଅର୍ଚନା ପାଖକୁ ଆସୁଥିଲେ ଏବଂ ତା ପ୍ରତିବାଦଳରେ ଅର୍ଚନାଙ୍କୁ ଦେଇଥିଲେ ଏହି ଦାମିକାର |ବର୍ତମାନ ଏହି ବିଧାୟକଙ୍କ ନାମ ଇଡି ହାତରେ ଲାଗି ସାରିଛି,ବହୁତ ଜଲଦି ଏହି ବିଧାୟକଙ୍କୁ ଇଡି ଜେରପାଇଁ ଡକାଇ ପାରେ |କଉଁଥିପାଇଁ ପାଇଁ ସେ ଅର୍ଚନାଙ୍କୁ ଏହି କାର ଦେଇଥିଲେ, ସେ ଖାଲି କାର ଦେଇଥିଲେ ନା ଆଉ କଣ ମଧ୍ୟ ଦେଇଛନ୍ତି ସେ ନେଇ ବିଧାୟକଙ୍କୁ ଜେରା କରିପାରେ ଇଡି |
ଏନେଇ ଉକ୍ତ ବିଧାୟଙ୍କୁ ନୋଟିସ କରିସାରିଛି ଇଡି,ଉଭୟ ଅର୍ଚନା ଓ ବିଧାୟକଙ୍କୁ ସାମ୍ନା ସାମନି ଜେରା କରିବା ଇଡି |ଯେପରି ଇଡି ଅକ୍ଷୟ ପରିଜା ବ୍ୟବସାୟୀ ଅମୀୟ ଦାସଙ୍କୁ ଜେରା କରିଥିଲା,ବୁଧବାର ଦିନ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପାରିଜାଙ୍କୁ ମଧ୍ୟ୍ୟ ଜେରା କରିପାରେ ପୋଲିସ |ଅର୍ଚନା ନାଗ ଙ୍କ ଏହି ଦାମୀ କାର ପଛରେ ଥିବା ରହସ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।