ଏୟାରଲିଫ୍ଟର ଲାଇଭ୍‌ ଭିଜୁଆଲ : ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ରରେ ଫସିଥିଲେ , ଆଉ ତା ପରେ… ଦେଖନ୍ତୁ Video

ବନ୍ଧୁମାନେ ଆମ ଜୀବନରେ କେତେ ବେଳେ କଣ ହେବ କିଛି କହି ହୁଏ ନାହିଁ, ଆଉ ବିପଦ କଥା ତ କେହି ଆଗରୁ ଜାଣି ବି ନଥାନ୍ତି ।ଜୀବନର ପ୍ରତି ମୁହୂର୍ତ୍ତରେ ବିପଦ ରହିଥାଏ କିନ୍ତୁ ଆମକୁ ଜୀବନ ବଂଚିବା ପାଇଁ ଆଗକୁ ବଡିବାକୁ ହେଲେ ସଂଘର୍ଷ କରିବାକୁ ପଡିଥାଏ ।ତେବେ ଆମ ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ନିଜ ଜୀବନ ଚଲେଇବା ପାଇଁ ବିଭିନ୍ନ ଜୀବିକାକୁ ଆପଣେଇ ନେଇ ଥାଆନ୍ତି ।ଆଉ ଯେତେବେଳେ ଯାହା ବି ଅସୁବିଧା ହେଲେ ବି ସେମାନେ ନିଜ ଜୀବିକାକୁ ଛାଡି ପାରି ନଥାଆନ୍ତି ।

ତେବେ ପ୍ରତ୍ୟେକ ମଣିଷ ପରସ୍ପର ସହିତ ପ୍ରତ୍ୟେକ ଓ ପରୋକ୍ଷ ଭାବରେ ନିର୍ଭର କରି ରହିଥାଏ ।ସମସ୍ତେ ସମସ୍ତଙ୍କ କାର୍ୟ୍ଯରେ ସାହାଯ୍ୟ କରି ଥାଆନ୍ତି ।ତେବେ ଯେଉଁମାନେ ଚାଷୀ ବର୍ଗର ଲୋକମାନେ ସେମାନେ ବହୁତ କଷ୍ଟ କରି ଖାଦ୍ୟ ଯୋଗାନ୍ତି ସମସ୍ତଙ୍କ ପାଇଁ,ସେହିପରି ମତ୍ସ୍ୟଜୀବୀ ମାନେ ନିଜ ଜୀବନକୁ ବାଜି ଲଗାଇ ସମୁଦ୍ରକୁ ଯାଆନ୍ତି ମାଛ ଧରିବା ପାଇଁ ।ତେବେ ବହୁତ ସମୟରେ ସେହି ମତ୍ସ୍ୟଜୀବୀ ମାନେ ପ୍ରକୃତି ଆଗରେ ନିଜ ଜୀବନକୁ ବି ହରେଇ ଦେଇ ଥାଆନ୍ତି ।ଅନେକ ସମୟରେ ବାତ୍ୟା ଆସିଥାଏ ଆଉ ସେହି ସମୟରେ ମାଛ ଧରିବାକୁ ଯାଇ ଥିବା ମତ୍ସ୍ୟଜୀବୀ ମାନେ ବହୁତ ହଇରାଣ ହେଇ ଥାଆନ୍ତି ।

ଆଜିର ଏହି ଦୃଶ୍ୟ ଟିକୁ ଟିକିଏ ଦେଖନ୍ତୁ କେମିତି କେତେ ଜଣ ମତ୍ସ୍ୟଜୀବୀ ଫସି ଯାଇଛନ୍ତି ସମୁଦ୍ର ଭିତରେ ଆଉ ତାଙ୍କୁ କେମିତି ଉଦ୍ଧାର କରାଯାଇଛି ତାହା ଦେଖିଲେ ଆପଣଙ୍କ ହୋସ ଉଡିଯିବ ।ତେବେ ଏମିତିକା ଦୃଶ୍ୟ ବହୁତ ସମୟରେ ଦେଖିବାକୁ ମିଳିଥାଏ କିନ୍ତୁ ଆଜିର ଏହି ଘଟଣା ଟିକିଏ ନିଆରା କାରଣ ଏଥିରେ ହେଲିକପ୍ଟର ମାଧ୍ୟମରେ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରାଯାଉଛି ।ତେବେ ଆପଣ ନିଜେ ବି ଏହି ଘଟଣାର ଦୃଶ୍ୟ ଦେଖିଲେ ଜାଣି ପାରିବେ କେମତି ଜୀବନକୁ ବାଜି ଲଗେଇ ପ୍ରାଣ ଉଦ୍ଧାର କାର୍ଯ୍ୟ ଚାଲୁଛି ।

ଗୋଟିଏ ହେଲିକପ୍ଟର ରେ ଥର ଥର କରି 2 ଥର ଆସୁଛି ଆଉ କିଛି ଉପରେ ରହୁଛି ତା ଭିତରୁ ଜଣ ଜଣ କରି ସବୁ ମତ୍ସ୍ୟଜୀବୀ ତଳକୁ ଆସୁଛନ୍ତି ।ଆଉ ତଳେ ଗାଇଡ଼ କରିବା ପାଇଁ ବହୁତ ବ୍ୟକ୍ତି ବି ରହିଛନ୍ତି, ତେବେ ଦୃଶ୍ୟରୁ ଜଣା ପଡୁଛି ଏହି ଲୋକମାନେ ମାଛ ଧରିବାକୁ ଯାଇଥିଲେ ମାତ୍ର ସମୁଦ୍ର ଦାଉ ସାଜିଥିଲା ସେହି ସମୟରେ ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଛି ।ତେବେ ବନ୍ଧୁମାନେ ଏମିତି ବହୁତ ସମୟରେ ସମସ୍ତଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାକୁ ଯାଇ ଚାଷୀ, ମତ୍ସ୍ୟଜୀବୀ ମାନେ ନିଜ ଜୀବନକୁ ବି ବାଜି ଲଗେଇ ଦିଅନ୍ତି ।ତେବେ ସବୁବେଳେ ଏମାନଙ୍କୁ କେବେ ହତାଦର କରିବା ଉଚିତ ନୁହେଁ କାରଣ ଏମାନେ ନରହିଲେ ଆମ ସମସ୍ତଙ୍କର ଖାଇବା ବନ୍ଦ ହେଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment