ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ କିନ୍ତୁ ସମାଜରେ ନିୟମ ଅନୁସାରେ ଜଣେ ସାଧାରଣ ଜନତା ହେଉ ବା ଜଣେ ସେଲିବ୍ରେଟି ହେଉ ସମସ୍ତଙ୍କ ପାଇଁ ନିୟମ ସମାନ ଅଟେ। ନିୟମ ବାହାରେ କାର୍ଯ୍ୟ କଲେ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି,ବଲିଉଡ କଳାକାର ସଲମାନ ଖାନ ତାଙ୍କ ସୁଟିଙ୍ଗ ପାଇଁ ବିମାନ ବନ୍ଦରରେ ସରକାରଙ୍କ ନିୟମ ନ ମାନି ଋଷ ଯାଉଥିଲେ କିନ୍ତୁ ଓଡ଼ିଆ CISF ସୋମନାଥ ମହାନ୍ତି ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ ବୋଲି ସୂଚନା ମିଳିଛି। ଯାହାକି ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ମୁମ୍ବାଇ ବିମାନ ବନ୍ଦରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ବଲିଉଡ କଳାକାର ସଲମାନ ଖାନ ଓ ତାଙ୍କ ଟିମ ,ଟାଇଗର-୩ ର ସୁଟିଙ୍ଗ ପାଇଁ ବିମାନ ବନ୍ଦରରେ ଋଷ ଯିବା ସମୟରେ, ନୟାଗଡ଼ର କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟରତ ଓଡ଼ିଆ ଯବାନ CISF ସୋମନାଥ ମହାନ୍ତି ତାଙ୍କୁ ଅଟକାଇ ଦେଇଥିଲେ। ସେଥିପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସଙ୍ଗେ ସଙ୍ଗେ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଏଥି ସହ ତାଙ୍କର ପାସପୋର୍ଟ ଓ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ ପାଇଁ ,ତାଙ୍କୁ ଗେଟ ଆଗରେ ଧାଡିରେ ଲାଇନ ଲଗାଇ ମଧ୍ୟ ଅପେକ୍ଷା କରିବାକୁ ପଡିଥିଲା।
ତେବେ ବଲିଉଡ ଅଭିନେତ୍ରୀ କ୍ୟାର୍ଟିନା କ୍ୟାଫ ମଧ୍ୟ ଟାଇଗର-୩ ର ସୁଟିଙ୍ଗ ପାଇଁ ଋଷ ଗ୍ରସ୍ତ କରୁଥିଲେ କିନ୍ତୁ ସେ ସରକାରଙ୍କ ସବୁ ନିୟମ ମାନି ପାସପୋର୍ଟ ଯାଞ୍ଚ ସରିବା ପରେ ବିମାନ ବନ୍ଦରକୁ ପ୍ରବେଶ କରିଥିଲେ। ପୁଅର କର୍ତ୍ତବ୍ୟ ନିଷ୍ଠା ଦାଇତ୍ୱ ପାଇଁ ତାଙ୍କ ବାପା ନିଜକୁ ବହୁତ ଗର୍ବ ଅନୁଭବ କରୁଛନ୍ତି। ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।