Exclusive – ମୁଁ ଏକାବେଳେ ୧୦ ଜଣ ଟୋକାଙ୍କୁ ଶାନ୍ତି କରେଇବି, ଯିଏ ଯାହା କରୁଛ କର,ଏମିତି କହିଲେ ନିଶା ମହାରଣା … ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନିଶା ମହାରଣା ଙ୍କର କିଛି କଥା ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ନିଶା ମହାରଣା କହିଛନ୍ତି କି ଯିଏ ଯାହା କହିଲେ ବି ତାଙ୍କର ମନ ଯାହା କହୁଛି ସେ କରିବେ ସେଥିରେ ତାଙ୍କୁ କେହି ବି ବାଧା ଦେଇ ପାରିବ ନାହିଁ | ତାହା ସହିତ ସେ କିଛି ଭୁଲ କରି ନାହାନ୍ତି ଆଉ ସେଥିପାଇଁ ଯାହା ବି ବିବାଦ ତାଙ୍କ ସାମ୍ନା କୁ ଆସିଲେ ସେ ସବୁ ର ସାମ୍ନା କରିବେ ବୋଲି କହିଛନ୍ତି ନିଶା ମହାରଣା | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଓଡିଶା ରେ ନିଜର ସନି ଲିଅନି ବୋଲି କହୁଥିବା ନିଶା ମହାରଣା ଙ୍କ ବିଷୟରେ | ଯେଉଁଠି ନିଶା ମହାରଣା ହଟ ଡାନ୍ସ କରିବା ସହିତ ହଟ ହଟ ଡ୍ରେସ ପିନ୍ଧିକି ଦର୍ଶକ ମାନଙ୍କର ସାମ୍ନା କୁ ଆସୁଛନ୍ତି ଆଉ ତାହା ସହିତ ବିଭିନ୍ନ ପ୍ରକାରର କଥା ମଧ୍ୟ କହୁଥିବାକୁ ନେଇକି ନିଶା ଙ୍କ ଉପରେ ଅନେକ ଲୋକ ଅନେକ କିଛି କଥା କହୁଛନ୍ତି | ତାହା ସହିତ ନିଶା ବର୍ତ୍ତମାନ ବିବାଦ କୁ ଆସୁଛନ୍ତି ବୋଲି ମଧ୍ୟ କୁହାଯାଉଛି | ତେବେ ଏହି କଥା କୁ ନେଇକି ମୁହଁ ଖୋଲିଛନ୍ତି ନିଶା ମହାରଣା |

ଆଉ ତାଙ୍କର କହିବା କଥା କି ସେ ଯାହା କହୁଛନ୍ତି ଵା କରିଛନ୍ତି କିଛି ଖରାପ ଵା ଭୁଲ କରୁ ନାହାନ୍ତି ସେ ସବୁ କିଛି ଠିକ କରୁଛନ୍ତି | ଆଉ ତାଙ୍କର କହିବା ଅନୁସାରେ ଜଣେ ଭାରତୀୟ ନାଗରିକ ହେବା କାରଣରୁ ସମସ୍ତଙ୍କର ଯେତିକି ଅଧିକାର ଅଛି ତାଙ୍କର ମଧ୍ୟ ସେତିକି ଅଧିକାର ଅଛି | ସେ ମଧ୍ୟ ସବୁ କିଛି କହି ପାରିବେ ଆଉ କରି ମଧ୍ୟ ପାରିବେ ବୋଲି କହିଛନ୍ତି ଆଉ ଏହି କଥା କୁ ନେଇକି ତାଙ୍କୁ ଯଦି ବିବାଦ ର ମଧ୍ୟ ସାମ୍ନା କରିବାକୁ ପଡିବ ସେ କରିବେ ବୋଲି କହିଛନ୍ତି |

ତାହା ବ୍ୟତୀତ ନିଶା ମହାରଣା କହିଛନ୍ତି କି ଯେତେବେଳେ ଲୋକ ମାନେ ଯେଉଁ ମାନେ ବିବାଦ କରୁଛନ୍ତି ସେହି ମାନେ ୱେବ ସିରିଜ ଦେଖୁଛନ୍ତି ପଇସା ଦେଇକି ସେତେବେଳେ କିଛି ଖରାପ ହେଉନି ଆଉ ସିଏ ଯେତେବେଳେ ମୁହଁ ରେ ସେହି କଥା କୁ କହୁଛନ୍ତି ତାହା ଖରାପ ହୋଇ ଯାଉଛି କେମିତି | ଆଉ ଯେଉଁ କଥା କୁ ନେଇକି ନିଶା ବର୍ତ୍ତମାନ ଗଣ ମାଧ୍ୟମ ସାମ୍ନା ରେ ପ୍ରକାଶ କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment