ଅଜା ଅଜା ଡାକି ନାତୁଣୀ ମତେ ତା ଛୁଆର ବାପା ସଜେଇ ଦେଲା… ଏ ନେଇ କଣ କହୁଛନ୍ତି ଅଜା, ଦେଖନ୍ତୁ Video

ହଁ ବନ୍ଧୁଗଣ ଅଜା ଆଉ ନାତୁଣୀ ଙ୍କର ପ୍ରେମ ସମ୍ପର୍କ କୁ ନେଇକି ଏବେ ଚର୍ଚ୍ଚା ଜୋର ଧରିଛି | ଆଉ ଯେଉଁଠି ଜଣେ ନାବାଳିକା ଗର୍ଭବତୀ ହେବା ଅଭିଯୋଗ ରେ ଜଣେ 65 ବର୍ଷୀୟ ବୃଦ୍ଧ ଙ୍କୁ ଥାନା ରେ ଅଟକ ରଖା ଯାଇଛି | ଆଉ ଯେଉଁଠି ବୃଦ୍ଧ ଜଣଙ୍କ ତାଙ୍କର କିଛି ଭୁଲ ନାହିଁ, ଆଉ ତାଙ୍କୁ ସେମାନେ ମିଛ ଟାରେ ଫୋସଉଛନ୍ତି | ଆଉ ଯାହା ମୁ କେବେବି ସହି ପାରିବି ନାହିଁ, ଆଉ ବୃଦ୍ଧ ବୟସରେ ଏଭଳି କଥା ଶୁଣିବା ବେଳକୁ ମତେ ବହୁତ କଷ୍ଟ ଲାଗୁଛି ବୋଲି କହିଛନ୍ତି ବୃଦ୍ଧ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଅଜା ଆଉ ନାତୁଣୀ ଙ୍କ ସମ୍ପର୍କ କୁ ନେଇକି ଏବେ ବଡ଼ ଖବର ଟି ଚାରିଆଡେ ଦେଖିବାକୁ ମିଳିଛି | ଆଉ ଯେଉଁଠି ଜଣା ପଡିଛି କି ଝିଅ ଜଣଙ୍କ ନବମ ଶ୍ରେଣୀରେ ପଢ଼ନ୍ତି, ଆଉ ଯିଏ ଗର୍ଭବତୀ ମଧ୍ୟ ଅଛନ୍ତି | ଆଉ ଝିଅ ଗର୍ଭବତୀ ହେବା ପଛରେ ଜଣେ ଅଜା ସମ୍ପର୍କ ର ଲୋକ ଦାୟୀ ବୋଲି କହିଛନ୍ତି ଝିଅ ର ପରିବାର ଲୋକ | ଆଉ ତାଙ୍କ ନାଁ ରେ ଥାନା ରେ ଅଭିଯୋଗ ପରେ ତାଙ୍କୁ ଥାନା ରେ ଅଟକ ମଧ୍ୟ ରଖା ଯାଇଛି |

ଆଉ ଏପଟେ ବୃଦ୍ଧ କହିଛନ୍ତି କି ମୁଁ ସେହି ଅଜା ରାଜୀବ କହୁଛି, ମୋର ବୟସ ଆସିକି 65 ହେଲାଣି | ଆଉ ମୁଁ ମୋର ଯୁବକ ବୟସରେ ଯେଉଁ ଭୁଲ କରିନି ଆଜି ବୃଦ୍ଧ ବୟସରେ ମୋ ନାଁ ରେ ପୂର୍ବରୁ ଥିବା ପାରିବାରିକ ବିବାଦ କୁ ନେଇକି ଏଭଳି ମୋ ନାଁ ରେ ଅଭିଯୋଗ କରିଛନ୍ତି | ଆଉ ଜଣେ ନାତୁଣୀ ବୟସ ର ଝିଅ କୁ ମୋ ସହିତ ମିଛ ଅଭିଯୋଗ ରେ ଯୋଡ଼ି ଦେଉଛନ୍ତି | ଆଉ ଏପଟେ ଗାଁ ଲୋକ ମାନେ ମଧ୍ୟ କିଛି ନ ବୁଝି ମୋତେ ଦୋଷ ଦେଉଛନ୍ତି | ଆଉ ଯାହା ଶୁଣିକି ମତେ ବହୁତ କଷ୍ଟ ଲାଗୁଛି |

ତେବେ ବୃଦ୍ଧ ଜଣଙ୍କ କହିଛନ୍ତି କି ମୁଁ ଜଣେ ବୃଦ୍ଧ ଆଉ ଅଜା ବୟସର ହେବି ମୁଁ କେମିତି ସେ ଛୋଟ ଛୁଆଁ ଟି ସହିତ ଏତେ ଖରାପ କାମ କରି ପାରିବି | ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଯେହେତୁ ଝିଅର ପରିବାର ସହିତ ବୃଦ୍ଧ ଜଣଙ୍କର ଖରାପ ସମ୍ପର୍କ ଥିଲା | ସେଥିପାଇଁ ତାଙ୍କର ପୂର୍ବ ଶତ୍ରୁତା କୁ ଆଖି ଆଗରେ ରଖିକି ଏଭଳି ଗୋଟିଏ ଲଜ୍ୟାକର ଅଭିଯୋଗ ଅଣିଥିବାରୁ ସୂଚନା ମିଳିଛି | ତେବେ ବର୍ତ୍ତମାନ ଆଳି ଥାନା ପୋଲିସ ସମସ୍ତ ଘଟଣା ର ତଦନ୍ତ କରୁଛି | ଆଉ ଏବେ ନ୍ୟାୟ ପାଇଁ ବୁଦ୍ଧ ଜଣଙ୍କ ଅନେଇ ବସିଛନ୍ତି | ଆଉ କୋଟ ରେ ଏହି ଘଟଣା କୁ ନେଇକି ମାମଲା ମଧ୍ୟ ଚାଲିବା ସହିତ ସେସିଆଲ ମିଡ଼ିଆରେ ଏହି ଘଟଣା ଟି ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment