ଅଜା କହୁଛି ଗର୍ଭବତୀ କରିନି, ଆଉ ନାତୁଣୀ କହୁଛି ମୋ ପେଟରେ ଅଜାର ଛୁଅ ! କିଏ କହୁଛି ସତ ?… ଏ ନେଇ କଣ କହୁଛନ୍ତି ଅଜା, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ | ତେବେ ଏଭଳି ଗୋଟିଏ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ | କାରଣ ଆପଣ ମାନେ ଅନେକ ସମୟରେ ପ୍ରେମିକ ଆଉ ପ୍ରେମିକା ମାନଙ୍କର ପ୍ରେମ ସମ୍ପର୍କ କଥା ଜାଣିଥିବେ | ଆଉ ସେହି ପ୍ରେମ ସମ୍ପର୍କ କୁ ନେଇକି ପ୍ରେମିକା ମାନେ ଗର୍ଭବତୀ ହେବା କଥା ଆପଣ ମାନେ ଜାଣିଥିବେ | ହେଲେ ଏଠି ଯେଉଁ ଘଟଣା ଘଟିଛି ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନାତୁଣୀ ଅଛନ୍ତି ଗର୍ଭବତୀ, ଆଉ ଯାହାର ଦୋଷୀ ଭାବରେ ଅଜା ଙ୍କୁ ଦାୟୀ କରାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଜଣେ ନାବାଳିକା ଅଛନ୍ତି ଗର୍ଭବତୀ ଆଉ ତାହା ପୁଣି ଗୋଟିଏ କି ଦୁଇ ମାସ ର ନୁହଁ, ସାତ ମାସର ଗର୍ଭବତୀ ହେଇଛନ୍ତି ଝିଅ ଟି | ଆଉ ଏହିଭଳି ଏକ ସଙ୍ଗୀନ ଅଭିଯୋଗ ପାଇଁ ଦୋଷୀ ବୋଲି କୁହାଯାଇଛି ଜଣେ ଅଜା ସମ୍ପର୍କ ରେ ଥିବା ବୃଦ୍ଧା ଙ୍କୁ | ଆଉ ଝିଅର ପରିବାର ଲୋକ ମାନେ ଏଭଳି ଦାବି କରିବା ସହିତ ଝିଅ ଜଣଙ୍କ ମଧ୍ୟ ସେହି କଥା କହିଛି |

ଆଉ ଯେଉଁଥିପାଇଁ ବୃଦ୍ଧ ଜଣଙ୍କୁ ସେହି ଝିଅ ର ଦାଦା ମାଡ଼ ମଧ୍ୟ ମାରିଥିବାର ସୂଚନା ମିଳିଛି | ଆଉ ଯେଉଁଥିପାଇଁ ବୃଦ୍ଧ ଜଣଙ୍କୁ ଝିଅର ଦାଦା ରାଜୀବ ମଲ୍କିକ ମାରିବା ପରେ ତାଙ୍କ ନାଁ ରେ ଯାଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ | ଆଉ ଯେଉଁଥିପାଇଁ ବୃଦ୍ଧ ଜଣଙ୍କ ମାଡ଼ ଖାଇବା ପରେ ଯେତେବେଳେ ହସ୍ପିଟାଲ କୁ ଯାଇଥିଲେ, ସେତେବେଳେ ପୋଲିସ ତାଙ୍କ ପାଖରେ ପହଞ୍ଚିଥିଲା | ଆଉ ସେହି ସମୟରେ ସେହି ବୃଦ୍ଧ ଜଣଙ୍କୁ ପୋଲିସ ଉଠେଇ ନେଇଥିବାର ସୂଚନା ମଧ୍ୟ ମିଳିଛି | ତେବେ ଏଭଳି ଘଟଣା ରେ ବୃଦ୍ଧ ଜଣଙ୍କ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି |

ତେବେ ବୃଦ୍ଧ ଜଣଙ୍କ କହିଛନ୍ତି କି ମୁଁ ଜଣେ ବୃଦ୍ଧ ଆଉ ଅଜା ବୟସର ହେବି ମୁଁ କେମିତି ସେ ଛୋଟ ଛୁଆଁ ଟି ସହିତ ଏତେ ଖରାପ କାମ କରି ପାରିବି | ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଯେହେତୁ ଝିଅର ପରିବାର ସହିତ ବୃଦ୍ଧ ଜଣଙ୍କର ଖରାପ ସମ୍ପର୍କ ଥିଲା |, ସେଥିପାଇଁ ତାଙ୍କର ପୂର୍ବ ଶତ୍ରୁତା କୁ ଆଖି ଆଗରେ ରଖିକି ଏଭଳି ଗୋଟିଏ ଲଜ୍ୟାକର ଅଭିଯୋଗ ଅଣିଥିବାରୁ ସୂଚନା ମିଳିଛି | ତେବେ ବର୍ତ୍ତମାନ ପୋଲିସ ସମସ୍ତ ଘଟଣା ର ତଦନ୍ତ କରୁଛି | ଆଉ ଝିଅଭର ପରିବାର ଲୋକ ଛଅ ମାସ ହେଲା କଣ କରୁଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି | ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment