Exclusive : ଅଜଗର ପେଟରେ କଟକ ବାଙ୍କୀ ଅଞ୍ଚଳର ବୃଦ୍ଧ ବ୍ୟବସାୟୀ… ଦେଖନ୍ତୁ Video

ସମୟ ବଡ଼ ବଳବାନ , ଏହା କେତେବେଳେ କାହା ସହ କଣ କରିବ ତାହା କେହିବି ଜାଣିନଥାନ୍ତି। ତେଣୁ ମହାପୁରୁଷ ମାନେ ସବୁ ବେଳେ କହନ୍ତି କି, ମଣିଷ ର ଜନ୍ମ ମୃତ୍ୟୁ କେବଳ ଭଗବାନ ଙ୍କ ହାତରେ ଥାଏ ,ଯେ ପର୍ଯ୍ୟନ୍ତ ସେ ଚାହିଁ ନାହାନ୍ତି ଆପଣ ଙ୍କୁ ମୃତ୍ୟୁ ଦର୍ଶନ ଦେଇ ପୁଣି ଫେରି ଯିବ।ଆଉ ମଣିଷ ହୋଇଥିବା ରୁ କାହା ସହ କଣ କେତେବେଳେ ଘଟିଯିବ ତାହା କାହାକୁ ବା ଜଣା। ତେବେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ଭାଇରଲ ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ଙ୍କର ମୁଁହ ଖୋଲା କୁ ଖୋଲା ରହିଯିବ।

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଆମ ସାମ୍ନା କୁ ଏହିପରି ଏକ ଘଟଣା ଆସିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଓଡ଼ିଶାର କଟକ ଜିଲ୍ଲାର ଜଣେ ୭୭ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଙ୍କୁ ଅଜଗର ସାପ ଗିଳି ଦେଇଛି। ଯାହାକୁ ନେଇ ବର୍ତ୍ତମାନ ଚାରିଆଡେ ଚହଳ ସୃଷ୍ଟି ହୋଇଛି ଏବଂ ଅଜଗର କୁ ନେଇ ଲୋକ ମାନଙ୍କ ମନ ରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟ ରେ ସମ୍ପୂର୍ଣ୍ଣ ସୂଚନା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

ତେବେ ଘଟଣା ଟି କିଛି ଏହିପରି ଥିଲା କି କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳ ର ଜଣେ ୭୭ ବୟସ୍କ ବୃଦ୍ଧ ଙ୍କୁ ଗୋଟିଏ ବିଶାଳ ଅଜଗର ଗିଳି ଦେଇଛି। ତେବେ ବୃଦ୍ଧ ଜଣଙ୍କ ଜଣେ ଲୁଗା ବ୍ୟବସାୟୀ ଅଟନ୍ତି ଆଉ ସେ ଲୁଗା ବିକ୍ରି କରିବା ପାଇଁ ପ୍ରାୟ ଜଙ୍ଗଲ ରାସ୍ତା ଦେଇ ଭିନ୍ନ ଭିନ୍ନ ଅଞ୍ଚଳ କୁ ଯାଇଥାନ୍ତି। ତେବେ ଗତକାଲି ମଧ୍ୟ ସେ ଜଙ୍ଗଲ ରାସ୍ତା ଦେଇ କେନ୍ଦ୍ରାପଡା କୁ ଯାଇଥିଲେ ମାତ୍ର ଆଉ ଘରକୁ ଫେରି ନଥିଲେ କାରଣ ସେହି ଜଙ୍ଗଲ ଭିତରେ ଏକ ବିଶାଳ ଅଜଗର ତାଙ୍କୁ ଗିଳି ଦେଇଥିଲା।

ତେବେ ସେ ଘରକୁ ନଫେରିବା ରୁ ପରିବାର ଲୋକେ ଏନେଇ ପୋଲିସ ରେ ସୂଚନା ଦେଇଥିଲେ ଏବଂ ପୋଲିସ ର ତଦନ୍ତ ପରେ ଜଣାପଡି ଥିଲା କି ଜଙ୍ଗଲ ରାସ୍ତା ରେ ବୃଦ୍ଧ ଙ୍କ ସହ କିଛି ଅଘଟଣ ଘଟିଛି ବୋଲି। ତେବେ ସନ୍ଦେହି କୁକୁର ସହ ସେଠାରେ ପହଞ୍ଚିବା ପରେ ଦେଖା ଯାଇଥିଲା କି ବୃଦ୍ଧ ଙ୍କ ର ସାଇକେଲ, ଚପଲ ଓ ଲୁଗା ସବୁ ରାସ୍ତା ରେ ପଡିଛି ଏବଂ ସେହି ପାଖରେ ଏକ ଅଜଗର ସୋଇଛି ଯାହାକୁ ଦେଖିଲେ ନିଶ୍ଚିତ ହେଉଛି କି ସେ ଅଜଗର ପେଟ ରେ ବୃଦ୍ଧ ଜଣଙ୍କ ଅଛନ୍ତି ବୋଲି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଏବଂ ସମସ୍ତ ଙ୍କ ମନରେ ଭୟ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment