ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଅଶ୍ରୀଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲି ଏଭଳି କିଛି ଭୁଲ କାର୍ଯ୍ୟ କରି ବସୁଛନ୍ତି। ଯାହାକି ସମାଜ ପାଇଁ ଏକ ଲଜ୍ୟା ଜନିକ କଥା ଅଟେ। ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ଏହା ଏକ ଲଜ୍ୟା ଜନକ ଓ ଅପ୍ରୀତିକର କଥା ଅଟେ। ତେବେ ଘଟଣାଟି ହେଉଛି ଜଣେ ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡିଓକୁ ଜଣେ ଅଜଣା ଯୁବକ ଭାଇରଲ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି |ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;
ସୂଚନା ଅନୁସାରେ, କଟକ ଜିଲ୍ଲା ସିଡ଼ିଏ ସେକ୍ଟର-୧୦ ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଅଂଚଳର ଜଣେ ଝିଅ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଛାତ୍ରୀ ଜଣଙ୍କ, ଜଣେ ଅଜଣା ଯୁବକଙ୍କ ସହ ବନ୍ଧୁତା କଲେ ଓ ତାଙ୍କ ସହିତ ମଧ୍ୟ ଚାଟିଙ୍ଗ କରିବା ସହ କଥା ବାର୍ତା ମଧ୍ୟ ଆରମ୍ଭ କରି ଦେଇଥିଲେ। ଫୋନରେ କଥା ହେବା ସହିତ ସେ ଅନେକ ଥର ଭିଡିଓ କଲିଙ୍ଗରେ ମଧ୍ୟ କଥା ହୋଇଥିଲେ।
ତେବେ ଛାତ୍ରୀ ଜଣଙ୍କ କୌଣସି କାରଣ ଯୋଗୁ ଯୁବକଙ୍କ ସହ କଥା ବାର୍ତା ବନ୍ଦ କରି ଦେଲେ। ଏହା ଜାଣି ଯୁବକ ଜଣଙ୍କ ଖୁବ ଜୋରରେ ରାଗି ଯିବା ସହିତ ପ୍ରତିଶୋଧ ନେବାକୁ ମଧ୍ୟ ଚେଷ୍ଟା କଲେ। ଯୁବକଟି ପୂର୍ବରୁ ଛାତ୍ରୀଙ୍କ ସହ ଭିଡିଓ କଲିଂର ଦୃଶ୍ୟକୁ ମୋବାଇଲରେ ରେକର୍ଡ କରି ରଖିଥିଲେ। ସେହି ଦୃଶ୍ୟକୁ ସେ ଏଡିଟ କରି ଅର୍ଦ୍ଧନଗ୍ନ ଭିଡିଓ ତିଆରି କରି ଛାତ୍ରୀଙ୍କ ପାଖକୁ ପଠାଇବା ସଙ୍ଗେ ସଙ୍ଗେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।ଯାହା ଫଳରେ କି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଲା। ଛାତ୍ରୀ ଜଣଙ୍କ ଏଭଳି ଖବର ଜାଣିବା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦେଲା ଓ ପରିବାର ଲୋକ ମାନେ ଏହି ଘଟଣାକୁ ନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହି ଘଟଣାର ମାମଲା ରୁଜୁ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି ଓ ଏହି ଘଟଣାର ଜଲ୍ଦି କାର୍ଯ୍ୟାନୁଷ୍ଠାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।