Jyotish Shastra -ଆଜି 22 ମାର୍ଚ୍ଚ ଚୈତ୍ର ବୁଧବାର ,ଚୁପଚାପ୍ କରିଦିଅନ୍ତୁ ଏହି ମହାଉପାୟ,ଧନ ମାଡ଼ି ଆସିବ…

ବନ୍ଧୁଗଣ ଆପଣ ଜାଣିଥିବେ ଯେ ପବିତ୍ର ମଙ୍ଗଳବାର ମହାବୀର ହନୁମାନଙ୍କ ଅତି ପ୍ରିୟ ବାର ଅଟେ,ଏହିଦିନ ଆପଣ ଯଦି ମହାବୀର ହନୁମାନଙ୍କୁ ପୂଜା କରିବା ସହିତ ନିଜର ମନ କଥା ତାଙ୍କ ଆଗରେ ଜଣାନ୍ତି ତେବେ ଆପଣଙ୍କ ଦୁଃଖ ନିଶ୍ଚିତ ଦୂର ହେବ |ତେଣୁ ଆମର ଏହି ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ଆପଣ ମହାବୀର ହନୁମାନଙ୍କୁ ପ୍ରସନ୍ନ କରିଲେ ଆପଣଙ୍କ ଜୀବନର ସମସ୍ତ ଦୁଃଖ ଦୂର ହୋଇଯିବ |ମୁଁ ଆଜି ଆପଣଙ୍କୁ ଏହି ମଙ୍ଗଳବାର ଦିନ କେଉଁ ଉପାୟରେ ମହାବୀରଙ୍କୁ ପୂଜା କରି ତାଙ୍କୁ ପ୍ରସନ୍ନ କରିହେବ ସେ ବିଷୟରେ ଆପଣଙ୍କୁ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସମସ୍ତ ନିୟମ ବିଷୟରେ ସମସ୍ତ କଥା ଜାଣିବା |

1:-ଆପଣ ଯେତେବେଳେ ମହାବୀରଙ୍କ ପାଖରେ ଭୋଗ ଲଗାଉଛନ୍ତି ତେବେ ଆପଣ ବୁନ୍ଦି କିମ୍ବା ବେସନ ଲଡ଼ୁର ଭୋଗ ଲଗାନ୍ତୁ ଏହାଦ୍ୱାରା ମହାବୀର ଆପଣଙ୍କ ଉପରେ ଅଧିକ ଖୁସି ହେବେ କାରଣ ଏହା ତାଙ୍କର ବହୁତ ପ୍ରିୟ ଭୋଗ ଅଟେ |ଏହା ସହିତ ଆପଣ ମଙ୍ଗଳବାର ଦିନ କେବେ ମଦ୍ୟ ପାନ କରନ୍ତୁ ନାହିଁ କାରଣ ଏମିତି କଲେ ଆପଣଙ୍କ ଉପରେ ମଂଗଳ ଗ୍ରହ ରୋଷ କରନ୍ତି ଏବଂ ଆପଣ ଏହି ସମୟରେ ଯେଉଁ କାର୍ଯ୍ୟ ଆରମ୍ଭ କରନ୍ତୁ ସେଥିରେ ଅସଫଳ ନିଶ୍ଚିତ ହେବେ |

2:-ମଙ୍ଗବାର ଦିନଟି ମହାବୀରଙ୍କର ପ୍ରିୟ ବାର ଅଟେ ତେଣୁ ଆପଣ ଏହି ଦିନ କାହାକୁ ଲୁଣ ଦିଅନ୍ତୁ ନାହିଁ କି କାହା ଠାରୁ ଲୁଣ କିଣନ୍ତୁ ନାହିଁ, ଏହା ଦ୍ଵାରା ଆପଣଙ୍କ ଲୋନ କେବେ କମୀନାଥାଏ |ଏହା ସହିତ ଆପଣ ଏହିଦିନ କାହାକୁ ପଇସା ଉଦ୍ଧାର ଦିଅନ୍ତୁ ନାହିଁ କାରଣ ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ସର୍ବଦା ଧନ ଅଭାବ ଅନୁଭବ ହୋଇଥାଏ |

3:-ଆପଣ ମଙ୍ଗଳବାର ଦିନ ସକାଳ ଗାଧୋଇ ଏଗାରଟି ଅସ୍ତ ଗଛର ପତ୍ର ନିଅନ୍ତୁ ଏବଂ ସେଥିରେ ସିନ୍ଦୁରରେ ଜୟ ଶ୍ରୀ ରାମ ଲେଖି ତାହାକୁ କୌଣସି ଏକ ହନୁମାନ ମନ୍ଦିରକୁ ଯାଇ ସେହି ମାଳାକୁ ହନୁମାନଙ୍କ ଠାରେ ଚଢାନ୍ତୁ |ଏହିପରି ଆପଣ ସାତୋଟି ମଙ୍ଗଳ ବାର କରନ୍ତି ଦେଖିବେ ଏହିପରି କରିବା ଦ୍ଵାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ, ଆପଣଙ୍କ ମନ ଅନୁଯାଇ ବର ଆପଣ ନିଶ୍ଚିତ ପ୍ରାପ୍ତ କରିବେ |

4:-ଏହା ସହିତ ଆପଣ ମଙ୍ଗଳବାର ଦିନ ରାତିରେ ସୁଇବା ସମୟରେ ଏକ ସୋରିଷ ତେଲର ଦୀପ ହନୁମାନଙ୍କ ପାଖରେ ଜଳାନ୍ତୁ ଯାହା ସହିତ ଆପଣ ସେହି ଦିନ ପାଞ୍ଚ ଥର ହନୁମାନଙ୍କ ଚାଳିଶା ପାଠ କରନ୍ତୁ |ଏହିପରି କରିବା ଦ୍ଵାରା ଆପଣଙ୍କ ଘରେ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣ କେବେ ଧନର କୌଣସି ଅଭାବ ଅନୁଭବ କରିବେ ନାହିଁ |

5:-ଆପଣ ଚାରୋଟି ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ନଡ଼ିଆର ଦାନ କରନ୍ତୁ ଏହା ଦ୍ଵାରା ଆପଣଙ୍କ ମନ ମୁତାବକ ଚାକିରୀ ଆପଣ ହନୁମାନଙ୍କ କୃପାରୁ ନିଶ୍ଚିତ ପ୍ରାପ୍ତ କରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment