୭ ମାର୍ଚ୍ଚ ମଙ୍ଗଳବାର ଦିନ ପଡୁଅଛି ପବିତ୍ର ଦୋଳ ପୂର୍ଣ୍ଣିମା। ଏହି ଦୋଳ ପୂର୍ଣ୍ଣିମା ଦିନ ଗ୍ରହ ମାନଙ୍କ ଚଳନ ରେ ବନିବା ପାଇଁ ଯାଉଛି ଅଦ୍ଭୁତ ମହାସଂଯୋଗ। ଯାହା ଫଳରେ ଏହି ପାଞ୍ଚ ଗୋଟି ରାଶି ମାନଙ୍କ ଭାଗ୍ୟ ଚମକି ଉଠିବ। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ରୁ ଏମାନଙ୍କ ଭାଗ୍ୟ ଖୋଲିବା ପାଇଁ ଯାଉଛି।ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଏଥର ଦୋଳ ପୂର୍ଣ୍ଣିମା ଫାଲଗୁନ ଶୁକ୍ଳ ଦଶମୀ ତିଥିରେ ପଡୁ ଅଛି। ଏହି ଦିନ ଶୁଭ ଯୋଗ ବନୁଅଛି। ଯେଉଁ କାରଣ ରୁ ଏହି ଦୋଳ ପୂର୍ଣ୍ଣିମା ର କିଛି ବିଶେଷ ପ୍ରଭାବ ଏହି ପାଞ୍ଚ ଗୋଟି ରାଶି ମାନଙ୍କ ଉପରେ ପଡ଼ିବା ପାଇଁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚ ଗୋଟି ଭାଗ୍ୟଶାଳୀ ରାଶି କଣ ଏବଂ ସେମାନଙ୍କ ଭାଗ୍ୟରେ ସବୁ କଣ ପରିବର୍ତ୍ତନ ଦେଖିବାକୁ ମିଳିବ।
ବୃଷ ରାଶି:-ଭଗବାନ୍ ଶ୍ରୀକୃଷ୍ଣ ଙ୍କ କୃପା ଏହି ଦୋଳ ପୂର୍ଣ୍ଣିମା ପରଠାରୁ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିବା ପାଇଁ ଯାଉଛି। ଆପଣ ଧନ ପ୍ରାପ୍ତି କରିବେ। ଇନକମ୍ ଭଲ ରହିବ। ଯେତିକି ଆପଣ ଇନକମ କରୁଥିଲେ ତାର ଦୁଇ ଗୁଣ ଏହି ଦୋଳ ପୂର୍ଣ୍ଣିମା ପରଠାରୁ ଆପଣଙ୍କୁ ମିଳିବ।
କନ୍ୟା ରାଶି:-କନ୍ୟା ରାଶିର ବ୍ୟକ୍ତି ବିଶେଷ ଉପରେ ଭଗବାନ୍ ଶ୍ରୀକୃଷ୍ଣ ଙ୍କ କୃପା ବିଶେଷ ଭାବେ ବର୍ଷିବା ପାଇଁ ଯାଉଛି। ଏଥିପାଇଁ ଦୋଳ ପୂର୍ଣ୍ଣିମା ଠାରୁ ଆପଣ ଧନ ରେ ମାଲାମାଲ ହେବା ପାଇଁ ଯାଉଛନ୍ତି। ଯଦି ଆପଣ ଏହି ସମୟରେ କିଛି ନୂଆଁ କାର୍ଯ୍ୟ କରିବା ପାଇଁ ମନ ବଳାଇ ଛନ୍ତି ତେବେ ଆପଣ ନିର୍ଦ୍ଵନ୍ଦରେ ଏହା କରି ପାରିବେ। ଆପଣଙ୍କ ଜୀବନରେ ଲାଗି ରହିଥିବା ସବୁ ସମସ୍ୟାରୁ ଆପଣ ଦୂରେଇ ରହିବେ।
ସିଂହ ରାଶି:-ସିଂହ ରାଶି ର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଭଗବାନ୍ ଶ୍ରୀକୃଷ୍ଣ ଙ୍କ କୃପାରୁ ଚମକି ଉଠିବ। ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ସବୁ କ୍ଷେତ୍ରରେ ଆପଣ ସଫଳତା ପାଇବ ଯାଉଛନ୍ତି। ବୌବାହିକ ଜୀବନ ସୁଖମୟ ହେବ। ଆପଣଙ୍କ ଆର୍ଥିକ ସ୍ଥିତି ରେ ସୁଧାର ଦେଖିବାକୁ ମିଳିବ। ଏହା ସହିତ ଏକ ଖୁସି ଖବର ଆପଣଙ୍କୁ ମିଳିପାରେ।
ତୁଳା ରାଶି:-ଆପଣଙ୍କ ଉପରେ ଏହି ଦୋଳ ପୂର୍ଣ୍ଣିମା ପରଠାରୁ ଭଗବାନ୍ ଶ୍ରୀକୃଷ୍ଣ କୃପା ବିଶେଷ ଭାବେ ବର୍ଷିବା ପାଇଁ ଯାଉଛି। ଅନେକ ଜାଗାରୁ ଆପଣଙ୍କୁ ଧନ ର ଲାଭ ହେବ। ଚାକିରୀ ହେବାର ସମ୍ଭାବନା ରହିଛି। ଏକ ବଡ କମ୍ପାନୀ ରୁ ଅଫର୍ ଆସିପାରେ।
କୁମ୍ଭ ରାଶି:-ଆପଣଙ୍କ ଭାଗ୍ୟରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ଆୟ ବୃଦ୍ଧି ପାଇବ। ଆପଣଙ୍କ ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ଭଗବାନ୍ ଶ୍ରୀକୃଷ୍ଣ କୃପାରୁ ଘର ପରିବାର ରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟ ଘରେ ଅନୁଷ୍ଠିତ ହେବ। ଅବିବାହିତ ମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।