Jyotisha Shastra – ଆଜିଠାରୁ ଏହି 5 ରାଶିରେ ହେବ ପ୍ରବଳ ଧନବର୍ଷା, ଶନି ଦେବଙ୍କ କୃପା ପାଇବେ ଏହି ରାଶି,ପୁରା ୩୩ ବର୍ଷ ଯାଏ ମିଳିବ ବଡ ଖୁସି ଖବର…

ବନ୍ଧୁଗଣ ଆମର ନଅଟି ଗ୍ରହ ମଧ୍ୟରୁ ଶନି ଗ୍ରହ ସଙ୍କଟ ପୂର୍ଣ୍ଣ ହୋଇଥାଏ |ଶନିଦେବତା ଯାହା ଉପରେ ରୁଷ୍ଟ ହୁଅନ୍ତି ତାହାର ବହୁତ କ୍ଷତି ହୋଇଥାଏ |ଆଗକୁ ଆସୁଥିବା ନଭେମ୍ବର 29ତାରିଖ ଦିନ ଶନିଧନିଷ୍ଟ ନକ୍ଷତ୍ର କୁମ୍ଭ ରାଶିରେ ପ୍ରବେଶ କରିବେ,ଏହାଦ୍ୱାରା ଅନେକ ରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଛି |ଶନିଗ୍ରହଙ୍କ ଚଳଣ କାରଣରୁ ପାଞ୍ଚ ଗୋଟି ରାଶିମାନଙ୍କ ଭାଗ୍ୟ ଚମକିବା ପାଇଁ ଯାଉଛି,ମୁଁ ଆଜି ଆପଣକୁ ଏହି ରାଶି ଗୁଡିକ ବିଷୟରେ କହିବି,ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ କଣ ଓ ଏମାନଙ୍କ ଉପରେ କିପ୍ରକାର ସୁପ୍ରଭାବ ପକାଉଛି ସେ ବିଷୟରେ ଆଲୋଚନା କରିବା |

ବୃଷରାଶି :-ଏହି ରାଶିର ବ୍ୟକ୍ତିମାନଙ୍କ ଖରାପ ସମୟ ସରିଯାଇଛି, ଆସନ୍ତା କାଲି ଠାରୁ ଏମାନଙ୍କ ଶୁଭ ସମୟ ଆସୁଛି |ଏହି ରାଶିର ବ୍ୟକ୍ତିମାନଙ୍କର ଅଚାନକ ଧନ ପ୍ରାପ୍ତିର ସୋଯଗ ରହିଛି,ଏହି ସମୟରେ ଆପଣ ଯଦି କିଛି କାର୍ଯ୍ୟର ଶୁଭାରମ୍ଭ କରିବେ ତେବେ ତାହା ବହୁତ ଶୁଭହିଁ ହେବ |ଏହି ସମୟରେ କୌଣସି ବ୍ୟବସାୟ ଆରମ୍ଭ କଲେ ଆପଣ ବହୁତ ଲାଭବାନ ହେବେ |

କନ୍ୟାରାଶି :-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା କାଲି ପାଖରୁ ଶୁଭ ସଂଯୋଗ ଆସୁଅଛି |ଆସନ୍ତା କାଲି ଠାରୁ ଏମାନଙ୍କର ଦୁଃଖର ଦିନ ସରିଯିବ, ଏମାନଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ, ଏହି ବ୍ୟକ୍ତିମାନେ ବହୁତ ଖୁସିରେ ରହିବେ |ଏମାନଙ୍କର ଆର୍ଥିକ ସ୍ଥିତିରେ ପରିବର୍ତନ ଆସିବ ଏବଂ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ |ବ୍ୟବସାୟରେ ଉନତି ହେବ ଏବଂ ଧନଲାଭ ହେବାର ସଯୋଗ ରହିଛି |

ତୁଲାରାଶି :-ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିମହା ରାଜାଙ୍କ କୃପା ଦୃଷ୍ଟି ରହିବ, ଏମାନଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ |ଏମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ୍ୟ ମଜବୁତ ରହିବ,ଏହି ସମୟରେ ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ସେଥିରେ ଉନତି ନିଶ୍ଚିତ ହେବ |ଏହି ରାଶିର ବ୍ୟକ୍ତିମାନଙ୍କ ଦେହ ଅସୁସ୍ଥ ରହିପାରେ ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ |କୌଣସି ଜାଗାକୁ ଯାତ୍ରା କଲେ ତାହା ଶୁଭଫଳ ଦେଇଥାଏ |

ସିଂହରାଶି :-ଏହି ବ୍ୟକ୍ତିମାନଙ୍କର ଲାଭ ଯୋଗ ରହିଛି, ତେଣୁ ଆପଣଙ୍କୁ ଏହି ସମୟରେ କୌଣସି କାରଣରୁ ଧନ ମିଳିପାରେ,ଆପଣ ନୂତନ ଘର ତିଆରି କରିପାରନ୍ତି |ଏହି ସଂଯୋଗ କାରଣରୁ ଆପଣ ଜୀବନରେ ବହୁତ ଖୁସି ଭରିଯିବ |ଶ୍ୱାସ ସମ୍ୱନ୍ଧୀୟ କ୍ଷେତ୍ରରେ ଆପଣ ଟିକେ ସାବଧାନ ରୁହନ୍ତୁ,ଏହି ସମୟରେ ଆର୍ଥିକ ସ୍ଥିତିରେ ପରିବର୍ତନ ଦେଖାଯିବ ଏବଂ ଆପଣ ଧନବାନ ମଧ୍ୟ ହେବେ

କୁମ୍ଭରାଶି :-ଏହି ବ୍ୟକ୍ତିମାନଙ୍କ ପାଇଁ ଶନିଦେବାଙ୍କ ଚଳନ ଲକି ସାବ୍ୟସ୍ତ ହେବ,ଏହି ସମୟରେ ସନ୍ତାନ ପ୍ରାପ୍ତି କରିପାରନ୍ତି,ପୂଜା ପାଠରେ ମନ ରହିବ |ଏହି ସମୟରେ ଆପଣ ଧନ, ଐଶର୍ଯ୍ୟ ଓ ସମ୍ପତି ମଧ୍ୟ ପ୍ରାପ୍ତି କରିପାରନ୍ତି,ସମାଜରେ ମାନ ସନମାନ ହାସଲ କରିପାରନ୍ତି,ଅପଣଂକର ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ଅପଣଂକର ସବୁ କାର୍ଯ୍ୟ ଚୁଟକୀରେ ପୂରଣ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment