Jyotisha Shastra – ଆଜିଠାରୁ 10 ବର୍ଷ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀଙ୍କ କୃପାରୁ ୫ ରାଶିରେ ଧନର ବର୍ଷା..ଜାଣନ୍ତୁ କେଉଁ ରାଶି ଗୁଡିକ..

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ହିନ୍ଦୁ ସଭ୍ୟତାରେ ଲୋକ ମାନେ 33 କୋଟି ଦେବା ଦେବୀ ଙ୍କୁ ପୂଜା କରିଥାନ୍ତି | ଆଉ ସେମାନଙ୍କ ମଧ୍ୟରେ ଶିବ ଅର୍ଥାତ ମହାଦେବ ଙ୍କୁ ଆମେ ମାନେ ସଂଘାର କର୍ତ୍ତା ବୋଲି ମାନିଥାଉ ଆଉ ସେହି ଶିବ ଙ୍କର କୃପା ଯଦି କୌଣସି ରାଶିର ବ୍ୟକ୍ତି ମାନଙ୍କ ଉପରେ ପଡିଥାଏ ତେବେ ସେମାନଙ୍କ ଭାଗ୍ୟ ବଦଳିବ ସହିତ ସେମାନଙ୍କର ଜୀବନରେ ଅନେକ ଶୁଭ ଘଟିଥାଏ ବୋଲି କୁହାଯାଉଛି | ଆଉ ସେହି ମହାଦେବ ଙ୍କର କୃପା ପଡିବାକୁ ଯାଉଛି କିଛି ଭାଗ୍ୟଶାଳୀ ରାଶିର ବ୍ୟକ୍ତି ମାନଙ୍କ ଉପରେ ବୋଲି କୁହାଯାଉଛି | ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଙ୍କ ବିଷୟରେ ଜାଣିବା |

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି ମହାଦେବ ହେଉଛନ୍ତି ଭକ୍ତ ବତ୍ସଳ ଆଉ ସେହି ମହାଦେବ ଙ୍କୁ ଯଦି ଆମେ ଭକ୍ତି ର ସହିତ ପୂଜା କରିବା ତାହେଲେ ସେ ଆମର ଡାକ କୁ ନିଶ୍ଚୟ ଶୁଣିବେ | ବିଶେଷ କରିକି ମହାଦେବ ଙ୍କର ବାର ହେଉଛି ସୋମବାର | ଆଉ ସେହି ସୋମବାର ଦିନ ଆମେ ଭକ୍ତି ର ସହିତ ମହାଦେବ ଙ୍କୁ ପୂଜା କରିବେ ଶୁଭ ଫଳ ମିଳିଥାଏ | ତେବେ କୁହାଯାଉଛି କି 3 ଟି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା |

1- ମେଷ ରାଶି :-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟରେ ଆସିବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ | ତାହା ସହିତ ଧନ ଜନିତ ସମସ୍ତ ପ୍ରକାରର ସମସ୍ୟା ମାନ ଦୂର ହେବାକୁ ଯାଉଛି ଏହୁ ଭାଗ୍ୟଶାଳୀ ରାଶି ମାନଙ୍କର ଭାଗ୍ୟ ରେ ବୋଲି କୁହାଯାଉଛି | ତାହା ସହିତ ସମସ୍ତ କ୍ଷେତ୍ରରେ ଉନ୍ନତି ଆସିବାକୁ ଯାଉଛି ଏହି ମେଷ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟରେ ମହାଦେବ ଙ୍କର କୃପା ରୁ |

2- କର୍କଟ ରାଶି :-କର୍କଟ ରାଶି ର ବ୍ୟକ୍ତି ମାନଙ୍କର ଭାଗ୍ୟ ଚମକି ବାକୁ ଯାଉଛି ମହାଦେବ ଙ୍କର କୃପା ରୁ ବୋଲି କୁହାଯାଉଛି | ତାହା ସହିତ କୁହାଯାଉଛି କି ଯେଉଁ ଶୁଭ କାର୍ଯ୍ୟ ରେ ଏମାନେ ହାତ ଦେବେ ସଫଳତା ପାଇବେ | ବ୍ୟାପାର ଓ ବାଣିଜ୍ୟ ରେ ମଧ୍ୟ ଆଶାତୀତ ସଫଳତା ମିଳିବାକୁ ଯାଉଛି, କୋଟ କଚେରୀ ରେ ମଧ୍ୟ ବିଜୟୀ ଘଟିବ ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ରେ |

3-କନ୍ୟା ରାଶି :-କନ୍ୟା ରାଶି ର ବ୍ୟକ୍ତି ମାନଙ୍କର ଭାଗ୍ୟରେ ମହାଦେବ ଙ୍କର କୃପା ରୁ ଆସିବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ, ଆଉ ଯେଉଁଠି କୁହାଯାଉଛି କି ଏହି ରାଶିର ବ୍ୟକ୍ତି ମାନେ ବିଦେଶ ଯାତ୍ରା କରିବାର ସୁଯୋଗ ରହିଛି | ତାହା ସହିତ ଅଟକି ଥିଵା ସମସ୍ତ କାର୍ଯ୍ୟ ମଧ୍ୟ ପୂରଣ ହେବାକୁ ଯାଉଛି | ଧନ ଯୋଗ ର ମଧ୍ୟ ସୁଯୋଗ ରହିଛି |

ତେବେ ଏହା ଥିଲା ସେହି ଭାଗ୍ୟଶାଳୀ 3 ଟି ରାଶି ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment