ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଭିଡିଓ ମାନ ଦେଖୁଥିବେ | ତେବେ ମଣିଷ ଶରୀରରେ ସବୁବେଳେ କିଛି ନା କିଛି ସମସ୍ୟା ସବୁବେଳେ ଲାଗି ରହିଥାଏ | ଆଉ ସେହି ସ୍ୱାସ୍ଥ୍ୟ ଜନିତ ସମସ୍ୟା କୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇ ଥାଉ | ତାହା ଛଡା ଆମେ ଅନେକ ସମୟରେ ଡାକ୍ତର ଙ୍କ ପାଖକୁ ଯାଇ ପରାମର୍ଶ ଲୋଡି ଥାଉ | ତେବେ ଆଜି ମୁଁ ଆପଣ ମାନଙ୍କ ପାଇଁ କିଛି ଏମିତି ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ କହିବାକୁ ଯାଉଛି | ଆଉ ଯାହାକୁ ବ୍ୟବହାର କରିକି ଆପଣ ମାନେ ବାତ, ପିତ କଫ ଜନିତ ସମସ୍ୟା କୁ ଦୂର କରିବା ସହିତ ବିଭିନ୍ନ ପ୍ରକାରର ସମସ୍ୟା କୁ ଦୂର କରିବାରେ ଆମକୁ ସାହାଯ୍ୟ କରିବ | ତାହେଲେ ଆସନ୍ତୁ ସେ ବିଷୟରେ ଜାଣିବା |
ତେବେ ଆଜି ମୁଁ ଆପଣ ମାନଙ୍କ ପାଇଁ ଯେଉଁ ଘରେଇ ଉପଚାର ଟି କହିବାକୁ ଯାଉଛି ଯାହାକୁ ଆପଣ ମାନେ ବ୍ୟବହାର କରିକି ବାତ, ପିତ ଓ କଫ ସମ୍ବଧୀୟ ସମସ୍ୟା କୁ ଦୂର କରିବା ସହିତ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ପାଚନ କ୍ରିୟା ଜନିତ ସମସ୍ୟା କୁ ଦୂର କରିବ, ବେଡ଼ କଲେଷ୍ଟରଲ କୁ ଦୂର କରିବ ହାଇ ବ୍ଲଡ଼ ପ୍ରେସର ରୁ ଆମକୁ ରକ୍ଷା କରିବ, ଡାଇବେଟିସ କୁ ଆପଣଙ୍କର କଣ୍ଟ୍ରୋଲ ରେ ରଖିବ ତାହା ସହିତ ଆପଣଙ୍କର ମେଦ ବହୁଳତା ଭଳି ଯେଉଁ ସମସ୍ୟା ମାନ ରହିଥାଏ ସେ ସମସ୍ତ ସମସ୍ୟା ରୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଭଳି ସମସ୍ତ ପ୍ରକାରର ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର ବିଷୟରେରେ ଆସନ୍ତୁ ଜାଣିବା |
ଆବଶ୍ୟକୀୟ ଉପକରଣ :-ଜିରା, ଧୋନିଆ, ପାନ ମହୁରି, ମହୁ
ପ୍ରସ୍ତୁତି ପ୍ରଣାଳୀ :-ଏହି ସହଜ ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣ ମାନେ ପ୍ରଥମେ ଆମେ ଗୋଟିଏ ଚାମଚ ଜିରା ନେବା, ତାହା ପରେ ଗୋଟିଏ ଚାମଚ ଧୋନିଆ ନେବା ଓ ଶେଷରେ ଗୋଟେ ଚାମଚ ପାନ ମହୁରି ମଧ୍ୟ ନେବା |ଆଉ ଏହି ସମସ୍ତ ସାମଗ୍ରୀ କୁ ଗୋଟିଏ ଗ୍ଲାସ ପାଣି ରେ ଭିଜେଇ ରାତିସାରା ରଖିଦେବେ | ଆଉ ରାତିସାରା ଭେଜିକି ରହିବା ପରେ ସେ ସବୁବେଳେ ସାମଗ୍ରୀ ଗୁଡିକ ର ଉପକାରୀ ଗୁଣ ସେହି ପାଣି ରେ ମିଶି ଯାଇଥିବ | ଆଉ ତାହା ପରେ ସକାଳେ ସେହି ପାଣି କୁ ଛାଣିକି 5-7 ମିନିଟ ଫୁଟାଇବେ | ଆଉ ପାଣି ଟି ଭଲ ଭାବରେ ଫୁଟିବା ପରେ ତାହାକୁ ପିଇବେ |
ବ୍ୟବହାର :-ପ୍ରସ୍ତୁତ ହୋଇଥିବା ଏହି ଉପଚାର ଟିକୁ ଖାଲି ପେଟରେ ସବୁଦିନ ସକାଳେ ଚାହା ଭଳି ସେବନ କରିବା ର ଆବଶ୍ୟକତା ରହୁଛି |ତେବେ ଏହା ଥିଲା ବାତ, ପିତ ଆଉ କଫ ସହିତ ବିଭିନ୍ନ ପ୍ରକାରର ସମସ୍ୟା ରୁ ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |