ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କର ଭିଡିଓ କଥା ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ | ତେବେ ସେହି ଘଟଣା କୁ ନେଇକି ଏବେ ପ୍ରକୃତି ମିଶ୍ର ନିଜ ର କେତୋଟି ଭିଡିଓ ବାନେଇଛନ୍ତି ଆଉ ଯାହା ସେସିଆଲ ମିଡ଼ିଆରେ ଭାଇରାଲ କୋରେଇଛନ୍ତି | ଆଉ ଯୋଉଥିରେ ସେ ଦେଶ ବାସୀ ଙ୍କୁ ଯୋଉମାନେ କି ତାଙ୍କୁ ସପୋର୍ଟ କରିଛନ୍ତି ତାଙ୍କୁ ଧନ୍ୟବାଦ ଦେବା ସହିତ ସେ ନିଜ ପାଇଁ ନିଜେ ଛିଡା ହେଇଛନ୍ତି | ଆଉ ତାଙ୍କର କିଛି ଭୁଲ ନାହିଁ ତାଙ୍କର ସଂସ୍କାର ଠିକ ଅଛି ବୋଲି କହିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |
ତେବେ ସେ ବନେଇଥିବା ସେହି ଭିଡିଓ ରେ କହିଛନ୍ତି କି ଆପଣ ମାନେ ତ ମୋର ସେହି ଭାଇରାଲ ହେଉଥିବା ଭିଡିଓ କୁ ସମସ୍ତେ ଦେଖି ସାରିଥିବେ | ଆଉ ସେହି ଦେଖିବା ଭିତରେ ଅନେକେ ମୋର ସପୋର୍ଟ କରୁଥିବା ବେଳେ ଅନେକେ ମୋର ମଜାକ ମଧ୍ୟ ଉଡାଉଥିଲେ | ତେବେ ସେ କହିଛନ୍ତି କି କିଭଳି ଜଣେ ନାରୀ ଆଉ ଜଣେ ନାରୀ ଉପରେ ଅତ୍ୟାଚାର କରୁଛନ୍ତି | ଆଉ ତାଙ୍କୁ ରାସ୍ତା ଉପରେ ବାଡ଼ଉଛନ୍ତି | ଆଉ ସେଠି ତୃପ୍ତି ଙ୍କ ବାପା 8 ଜଣ ଗୁଣ୍ଡା କୁ ନେଇକି ଆସିଛନ୍ତି ଆଉ କିଭଳି ଅତ୍ୟାଚାର କରୁଛନ୍ତି |
କିନ୍ତୁ ସେ ଆହୁରି କହିଛନ୍ତି କି ସେଠି ନାରୀ ଉପରେ ଅତ୍ୟାଚାର ହେଉଛି, ଆଉ ହେଲ୍ପ ମାଗୁଥିଲେ ମଧ୍ୟ ଲୋକମାନେ ସାହାଯ୍ୟ କରିବା ପରିବର୍ତ୍ତେ ଆସିକି ମୋ ସାଙ୍ଗରେ ସେଲ୍ଫି ନେଉଛନ୍ତି | ତୋ ଏଥିରୁ ଜାଣି ହେଉଛି କି ଆମ ସମାଜ କେତେ ତଳକୁ ଯାଉଛି | ତେବେ ସେ ଆହୁରି କହିଛନ୍ତି କି ସେ ଭଦ୍ର ସମାଜରୁ ଆସିଥିବା ରୁ ଏତେ ପରେ ମଧ୍ୟ ସେ ଚୁପ ହେଇକି ରହିଥିଲେ | ଆଉ ସେ କହିଛନ୍ତି କି ତାଙ୍କର ଗୋଟିଏ ଫିଲ୍ମ ମଧ୍ୟ ଆସିବାକୁ ଥିଲା ଯାହା ବିଭିନ୍ନ ଭାଷା ରେ ସୁଟିଂ ହେଉଥିଲା ଏହି ଘଟଣା ପାଇଁ ତାହା ବନ୍ଦ ମଧ୍ୟ
ହେଇଯାଇଛି |
ତେବେ ତାଙ୍କର କହିବା କଥା କି ନିଜ ସ୍ୱାମୀ ଙ୍କୁ ସମ୍ଭାଳି ରଖି ପାରୁନ ଆସିକି ଅନ୍ୟ ଝିଅ କୁ ରାସ୍ତା ଉପରେ ଅତ୍ୟାଚାର କରୁଛ | ଯଦି ଏତେ ସ୍ୱାମୀ ପ୍ରେମ ତାହେଲେ ତାଙ୍କୁ ଘରେ ବନ୍ଦ କରିକି ରଖୁନ | ତେବେ ପ୍ରକୃତି ମିଶ୍ର କହିଛନ୍ତି କି ମୁଁ ଆମ ରାଜ୍ୟ ପାଇଁ ବହୁତ କାମ କରିଛି ଆହୁରି ମଧ୍ୟ କରିବି ଆଗକୁ | ଆଜି ମୁଁ ନିଜ ପାଇଁ ଲଢ଼ିବି କେବେ ହାରିଯିବି ନାହିଁ | ତେବେ ଯାହା ଆମ ସହିତ ହୁଏ ଭଲ ପାଇଁ ହୁଏ | ଆଉ ଏହି ଘଟଣା ମୋତେ ଆଜି ରିଲ ଲାଇଫ ହିରୋଇନ ରୁ ରିଏଲ ଲାଇଫ ହିରୋଇନ ବନେଇଦେଲା | ତାଙ୍କର ଏହି ଭିଡିଓ ବର୍ତ୍ତମାନ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।