ତୁଳସୀ ଗଣନାଟ୍ୟ ର Sad Love Song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ 50 Million ରୁ ଅଧିକ ଲୋକ ଦେଖି ସାରିଲେଣି..ଦେଖନ୍ତୁ ଭିଡ଼ିଓ ଟିକୁ…

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ |

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ଓ ଖୁସି ମଧ୍ୟ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା |

ଓଡ଼ିଆ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ଅଭିନେତା ଯାହାକୁ ଆପଣ ମାନେ ପ୍ରଥମେ ଓଡ଼ିଆ ଧାରାବାହିକ ମାନିନୀ ରେ ଅର୍ଜୁନ ଅଭିନୟ ରେ ବହୁତ ସୁନ୍ଦର ଭାବରେ ଅଭିନୟ କରି ଦର୍ଶକ ଙ୍କ ମନ ଜିତିବା ପରେ ଏବେ ଏବେ ସେ ଯାତ୍ରା ଜଗତରେ ମଧ୍ୟ ବହୁତ ଖ୍ୟାତି ଅର୍ଜନ କରିସାରିଲେଣି | ତେବେ ତାଙ୍କର ଅଭିନୀତ ଏକ ଯାତ୍ରା ସିନ ଦର୍ଶକ ମାନଙ୍କର ମନ ଜିତିବା ସହିତ ସେ ବହୁତ ପ୍ରଶଂସା ର ପାତ୍ର ହେଇପାରିଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏବେ ସେହି ଅର୍ଜୁନ ଙ୍କି ଅଭିନୀତ ଯାତ୍ରା ବିଷୟରେ ଆଲୋଚନା କରିବା |

ଯେମିତିକି ଆପଣମାନେ ଜାଣିଛନ୍ତି ଓଡ଼ିଆ ଯାତ୍ରାର ସମ୍ରାଟ ତୁଳସୀ ଗଣନାଟ୍ୟ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ତା ଅନୁଷ୍ଠାନର ଏକ ଚାଞ୍ଚଲ୍ୟ ସୃଷ୍ଟି କାରୀ ନାଟକ ” ସରୁନି ଗୋପ କି ସରୁନି ପାପ ” ଯେଉଁ ଥିରେ ଓଡ଼ିଆ ଅଭିନେତା ଓ ଆପଣଙ୍କର ପ୍ରିୟ ଅର୍ଜୁନ ଙ୍କ ଜୀବନ୍ତ ଅଭିନୟ ଦର୍ଶକ ଙ୍କୁ ପାଗଳ କରିଥିଲା | ତେବେ ଏହି ଯାତ୍ରା ସିନ ଭଲ ପାଇବାର କେତୋଟି ମୁଖ୍ୟ ସିନ ରେ ସୋନାଲି ଙ୍କୁ ସହିତ ସେ ଯେପରି ଜୀବନ୍ତ ଅଭିନୟ କରିଥିଲା ତାହା ପ୍ରଶଂସନୀୟ ଥିଲା |

ଆଉ ଯାହା କୁହାଯାଉଛି କି ଯାତ୍ରା ସହିତ ଯାତ୍ରା ର ଟାଇଟେଲ ସଙ୍ଗ ଓ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଏପରି ଜୀବନ୍ତ ଅଭିନୟ ଯାତ୍ରା ପ୍ୟାଣ୍ଡେଲ କୁ ଅଧିକ ଆକର୍ଷିତ କରିଥିଲା | ଆଉ ଯାତ୍ରା ର ଏହିଭଳି ଲଭ ସିନ ଟି ଚର୍ଚ୍ଚା ହେବା ସହିତ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment