ଦେଖନ୍ତୁ ଭିଡ଼ିଓ । ଅମ୍ଲାନ – ଭୂମିକା ବିବାଦ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଅର୍ଚ୍ଚିତା । ଶେଷରେ LIVE ଭିଡିଓ କରି କହିଲେ ଏମିତି…..

0

ନିଜର ଘରୋଇ କଳହ କୁ ନେଇ ଆଲୀଉଡ ର ଷ୍ଟାର୍ ଦମ୍ପଦି କିଛି ଦିନ ଧରି ବେଶ୍ ଚର୍ଚ୍ଚା ରେ ରହିଛନ୍ତି ।ତେବେ ଏବେ ପୁଣି ଆଉ ଜଣେ ଅଭିନେତ୍ରୀ ନିଜର ଆଗାମୀ ଫିଲ୍ମ୍ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଅଛନ୍ତି। ତେବେ ସେହି ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଆପଣ ମାନଂକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ତେବେ କଣ ପାଇଁ ସେ ଚର୍ଚ୍ଚା କୁ ଆସିଛନ୍ତି ଆସନ୍ତୁ ଜାଣିବା ;

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଅଲିଉଡ ଚୁଲବୁଲି ନାୟିକା ଭାବରେ ସେ ବେଶ୍ ପରିଚିତ ଅଟନ୍ତି। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଏକ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି। ଅଲିଉଡ ର ଆଗ ଧାଡ଼ି ନାୟିକା ଭାବେ ସେ ବେଶ୍ ପରିଚିତ ଅଟନ୍ତି। ତେବେ ସେ ସବୁବେଳେ ନିଜର ହିଟ୍ ଫିଲ୍ମ୍ ଓ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି। ତେବେ ଏହି ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ନିଜର ଆଗାମୀ ଫିଲ୍ମ୍ ଦୂର୍ଗତିନାସିନି ପାଇଁ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ।

ତେବେ ଏହି ଫିଲ୍ମ୍ ଦୂର୍ଗତିନାସିନି ପାଇଁ ଲୋକ ମାନେ ଖୁବ୍ ଦିନରୁ ଅପେକ୍ଷା କରିଥିଲେ କାରଣ ଏହି ଫିଲ୍ମ୍ ଟି ଆମ ସମାଜ ରେ ହେଉଥିବା ଦୁଷ୍କର୍ମ ଓ ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ପରିବେଷ୍ଟିତ ବୋଲି ଫିଲ୍ମ୍ ର ଟ୍ରେଲର ରୁ ଜଣା ପଡିଥିଲା। ତେବେ ଅର୍ଚ୍ଚିତା ସାହୁ ଲାଇଭ ଆସି ନିଜ ଫିଲ୍ମ୍ ଦୂର୍ଗତିନାସିନି ର ରିଲିଜ୍ ବିଷୟ ରେ ନିଜ ପ୍ରଶଂସକ ମାନଙ୍କୁ ଜଣାଇ ଅଛନ୍ତି। ଏହି ଫିଲ୍ମ୍ ଟି ଏକ ଭିନ୍ନ ଧରଣର ଫିଲ୍ମ ଅଟେ ।

ଏହି ଫିଲ୍ମ୍ ର ମଜା ଲୋକ ମାନେ ଘରେ ବସି ଉଠାଇ ପାରିବେ । ଏହି ଫିଲ୍ମ୍ ର ଲିଡ ନାୟିକା ଅର୍ଚ୍ଚିତା ସାହୁ ଅଟନ୍ତି। ତେବେ ସେ ଆଗାମୀ ଫିଲ୍ମ୍ ର ରିଲିଜ୍ କୁ ନେଇ ଓ ସେହି ଫିଲ୍ମ୍ ରେ ତାଙ୍କର କଣ ସବୁ ଅଭିଜ୍ଞତା ରହିଛି ସେହି ସବୁ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିବା ପାଇଁ ସେ ଲାଇଭ ଆସିଥିଲେ ତେବେ ଆସନ୍ତୁ ଜାଣିବା ଲାଇଭ ଆସି ସେ କଣ କହିଥିଲେ ;

ନିଜ ଲାଇଭ ଭିଡିଓ ରେ ସେ ପ୍ରଥମେ ସମସ୍ତଙ୍କୁ ନମସ୍କାର ଜଣାଇ ଥିଲେ । ଏହା ପରେ ସେ ନିଜ ଫିଲ୍ମ୍ ଦୂର୍ଗତିନାସିନି ବିଷୟ ରେ କହିଥିଲେ। ସେ କହିଥିଲେ ଯେ ସେ ନିଜର ଫିଲ୍ମ୍ ଦୂର୍ଗତିନାସିନି ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମ୍ ଟି କରନା କଟକଣା ର ସମସ୍ତ ନିୟମ କୁ ପାଳନ କରି କରାଯାଇଛି। ଏହି ଫିଲ୍ମ୍ ରେ ଏକ ଭିନ୍ନ କାହାଣୀ ରହିଛି ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି କହିଛନ୍ତି।

ତେବେ କିଛି ଫ୍ୟାନ ମାନେ ତାଙ୍କୁ ଏହି ଫିଲ୍ମ୍ ର ରିଲିଜ୍ ସମ୍ପର୍କ ରେ ପଚାରି ଥିଲେ ଓ ସେ କହିଥିଲେ ଯେ ଆଜି ସନ୍ଧ୍ୟା ୬ ଘଟିକା ରେ ଆପଣ ମାନେ ନିଜ ଘରେ ବସି ଜି ସାର୍ଥକ ରେ ଏହି ଫିଲ୍ମ୍ ଟି ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।