ସାଧାରଣତଃ ଯେଉଁ ମାନେ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ଫିଲ୍ମରେ ରେ ଅଭିନୟ କରୁଥିବା କଳାକାରଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ, ଜଣେ ସାଧାରଣ ମଣିଷ ଠାରୁ କାରଣ ସେଲିବ୍ରେଟିଙ୍କ ପ୍ରତ୍ୟେକ ଦିନର ରହଣି ଅନ୍ୟ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଓଲିଉଡର ଦୁଇଜଣ ଜଡିଙ୍କ ବିଷୟରେ କହିବା ପାଇଁ ଯାଉଛୁ, ସେହି ଦୁଇ ଜଣକୁ ସ୍ନିଗ୍ଧା ମହାନ୍ତି ଡିନର ପାଇଁ ଡାକି କଣ କଲେ, ତେବେ ଆସନ୍ତୁ ଜାଣିବା , କେଉଁ ଦୁଇଜଣ ଡିିନର ପାଇଁ ଆସିଥିଲେ। ଏବଂ ସ୍ନିଗ୍ଧା ମହାନ୍ତି କଣ ଦିନର ଖାଇବା ପାଇଁ ଦେଇଥିଲା ?
ଓଲିଉଡର ଆଗ ଧାଡ଼ିର ନାୟକ ନାୟିକା ଏବଂ ସେମାନେ ଦୁଇଜଣ ମଧ୍ୟ ସୁନ୍ଦର ଯୋଡି ଭାବରେ ସମସ୍ତେ ତାଙ୍କୁ ଜାଣିଛନ୍ତି ତେବେ ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତି ପ୍ରିୟର ଅନିଶା ଏବଂ ମଣ୍ଟୁ। ଏହି ଦୁଇଜଣ ସବୁବେଳେ ନିଜର ସୁନ୍ଦର ଅଭିନୟ ଫଳରେ ଦର୍ଶକ ମାନଙ୍କ ମନ କିଣିଛନ୍ତି। ବାସ୍ତବ ଜୀବନରେ ଏମାନେ ଦୁଇଜଣ ଅତ୍ୟନ୍ତ ସରଳ ଜୀବନ ଯାପନ କରିବା ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ଉଭୟ ଆନିଶା ଏବଂ ମୋଣ୍ଟୁ ଦୁଇଜଣ ପ୍ରେମ ବିବାହ କରିଥିଲେ। ଦର୍ଶକ ମାନେ ମଧ୍ୟ ଏମାନଙ୍କ ଯୋଡିକୁ ଅନେକ ଦର୍ଶକ ପସନ୍ଦ କରିଥିଲେ। ଦର୍ଶକ ମାନେ ମଧ୍ୟ ଏହି ଦୁଇଜଣ ସେଲିବ୍ରେଟିଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ବର୍ତ୍ତମାନ ଡିନର ରେ ଦୁଇଜଣଙ୍କୁ ଏକାଠି ଦେଖିବା ପାଇଁ ମିଳିଛି।
ତେବେ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି , ଦୁଇ ଜଣ କପୁଲ କୁ ଡିିନର ପାଇଁ ନିଜ ଘରକୁ ଡାକିଥିଲେ। ତେବେ ଡାଇନିଂ ଟେବୁଲ ରେ ଅତି ଅତି ସୁନ୍ଦର ସୁନ୍ଦର ଖାଇବା ଖାଉଥିବାର ଭିଡ଼ିଓ ବତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା, ତେବେ ଦର୍ଶକ ମାନେ ଏହି ଦୁଇଜଣଙ୍କୁ ଅନେକ ମାତ୍ରାରେ ଭଲ ପାଇବା ଦେଇଛନ୍ତି। ଏହି ଭିଡ଼ିଓ ଟିକୁ ଅନେକ ଲୋକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆନିଶା ଏବଂ ମୋଣ୍ଟୁ ମଧ୍ୟ ଅନେକ ଖୁସି ଥିବାର ଦେଖିବା ପାଇଁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।