ଆଶ୍ଚର୍ଯ୍ୟ ଘଟଣା ! ଅନ୍ତିମ ସଂସ୍କାର ବେଳେ ଶୁଭିଲା ଓଁ ଓଁ ଶବ୍ଦ, ମୃତ ଯୁବକ ଚିତାରୁ ଉଠି ବସିଲେ, ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ହୋଇଯିବେ ତାଯୁବ….

0

ବର୍ତ୍ତମାନ ର କରନା ସମୟରେ ଦେଶ ସଂକଟ ମୟ ପରିସ୍ଥିତି ଦେଇ ଗତି କରୁଛି। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଛନ୍ତି। କାରଣ ଗତ ବର୍ଷ ଅପେକ୍ଷା ଏ ବର୍ଷ ଖୁବ ମାରାତ୍ମକ, ବର୍ତ୍ତମାନ କରନା ର ଦ୍ୱିତୀୟ ଲହର ଚାଲିଛି। ଦ୍ୱିତୀୟ ଲହର ରେ ସଂକ୍ରମିତ ଲୋକଙ୍କ ଅକ୍ସିଜେନ ସ୍ତର କୁ କମ କରିଦେଉଛି। ଫଳରେ ସଂକ୍ରମିତ ଙ୍କୁ ଅକ୍ସିଜେନ ସିଲିଣ୍ଡର ର ଆବଶ୍ୟକତା ପଡୁଛି। କିନ୍ତୁ ଦେଶରେ ଅକ୍ସିଜେନ ସିଲିଣ୍ଡର ର କମ ପରିମାଣ ଥିବାରୁ ଲୋକେ ମୃତ୍ୟୁ ବରଣ କରୁଛନ୍ତି। ତେବେ ଦେଶରେ ଏଭଳି ବିପଦ ମୟ ପରିସ୍ଥିତି ଚାଲିଥିବା ବେଳେ, କିଛି ଜଗାରେ ଏପରି କିଛି ଖବର ଶୁଣିବା ପାଇଁ ମିଳୁଛି ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେ କୌଣସି ଲୋକ ଏହି ଘଟଣା ବିଷୟରେ ଶୁଣୁଛି ଆଶ୍ଚର୍ଯ୍ୟ ନ ହୋଇ ରହି ପାରୁନାହାନ୍ତି। ଯାହାକି ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ସମସାନରେ ହଠାତ ଉଠି ବସିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି, ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାରେ ସୂଚନା ଅନୁସାରେ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଜିଲ୍ଲା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ସେ ହସ୍ପିଟାଲରେ ୧୫ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଥିଲେ। ହଠାତ ଯୁବକ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ବାରେ ଲାଗିଲା ଏବଂ ଡାକ୍ତର ଅନେକ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ବଞ୍ଚେଇ ପାରି ନଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଯୁବକଙ୍କ ଆତ୍ମୀୟ ସ୍ଵଜନ ତାଙ୍କୁ ଶ୍ମସାନକୁ ନେଇଯାଇଥିଲେ।

ସବୁପ୍ରସ୍ତୁତି କରିସାରି ଯେତେବେଳେ ତାଙ୍କୁ ଜୁଇ ଉପରେ ଶୋଇ ଦେଇଥିଲେ, ଯୁବକ ଜଣଙ୍କ ତାଙ୍କ ହାତ ଓ ଗୋଡ ହଲ ଚଲ କରିଥିଲା, ଏବଂ ଉଠି ବସି ଥିଲେ। ପୁଣି କିଛି ସମୟ ପରେ ମୃତ ଭଳି ପଡ଼ି ରହିଲେ। ତେବେ ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ଯୁବକଙ୍କ ଭାଇ ଡାକ୍ତରଙ୍କୁ ଡକେଇ ଥିଲେ ଡାକ୍ତର ଆସି ମୃତ ବୋଇ ଜଣେଇ ଥିଲେ। ଡାକ୍ତର ଙ୍କ କଥାକୁ ସହଜରେ ଗ୍ରହଣ କରିପାରି ନଥିଲେ ମୃତ ଯୁବକ ଙ୍କ ଭାଇ, ପୁନଶ୍ଚ ସେ ହସ୍ପିଟାଲ ନେଇ ଯାଇଥିଲେ ଏବଂ ସେଠାରେ ମଧ୍ୟ ଡାକ୍ତର ମାନେ ମୃତ୍ୟୁ ହୋଇ ଯାଇଛି ବୋଲି ଜଣେଇ ଥିଲେ। ତାପରେ ସେ ତାଙ୍କ ଭାଇର ଶବ ସତ୍କାର କରିଥିଲେ।

ବର୍ତ୍ତମାନ ଏହି ଘଟଣା ଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।