ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବା ର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବିଶେଷ କରିକି ଅନୁଭବ ଓ ବର୍ଷା ଙ୍କର ବିବାହ କୁ ନେଇକି ଅନେକ କଥା ଶୁଣିବାକୁ ମିଳିଥାଏ ସୋସିଆଲ ମିଡ଼ିଆରେ | ଆଉ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ କଥା ମଧ୍ୟ ଉଠେ | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ କୁହାଯାଉଛି କି ଏହି ବାହାଘର କୁଆଡ଼େ କଣ୍ଟ୍ରାକଚୁଆଲ ଥିଲା | ଆଉ କିଛି ସତ୍ୟତା ନ ଥିଲା ଏହି ବାହାଘରରେ, ଏହି କଥା କୁ କେବଳ ଅନୁଭବ ଓ ତାଙ୍କର ପତ୍ନୀ ଜାଣିଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ସେ ହୋମ ନିଆଁ ମିଛ ଓ ସେ ସାତ କଳସ ଆଠ ଦୀପ ମଧ୍ୟ ମିଛ ଅଟେ | ଆଉ ତାହା ବ୍ୟତୀତ ଅନୁଭବ ଙ୍କର ବାହାଘର ମଧ୍ୟ ମିଛ ଅଟେ ବୋଲି କୁହାଯାଉଛି |ଆଉ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ଏହି ଭଳି ଏକ ମିଛ ପାଚେରୀ ଉପରେ ଛିଡା ହୋଇଛି ଯେ ତାହାର କୌଣସି ସତ୍ୟତା ମଧ୍ୟ ଜଣା ପଡ଼ୁନି ବୋଲି କୁହାଯାଉଛି | ଏଠାରେ ସେହି ଭଳି କିଛି କୁହାଯାଉଛି ଅନୁଭବ ଙ୍କର ବାହାଘରକୁ ନେଇକି, ଯାହା ଜଣା ପଡିଛି କି ଅନୁଭବ ଙ୍କର ବିବାହ ବିବାହ ନ ଥିଲା ତାହା ଥିଲା ଏକ ଏଗ୍ରିମେଣ୍ଟ |
ଆଉ ଏହି ସମସ୍ତ କଥା କୁ ଜାଣିଥିଲେ ଅନୁଭବ ଓ ତାଙ୍କୁ ବିବାହ କରିଥିବା ଅନୁଭବ ଙ୍କର ସ୍ତ୍ରୀ | ଆଉ ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ କରିବା ସ୍ୱାମୀ ର ଦୀର୍ଘ ଆୟୁଷ ପାଇଁ ଶୁଭ ମୋନାସିବା ସବୁ କିଛି ମଧ୍ୟ ମିଛ ବୋଲି ଜାଣିଥିଲେ ଅନୁଭବ | ଏହି ସବୁ କାମ କେବଳ ଲୋକ ମାନଙ୍କୁ ଦେଖାଇବା ପାଇଁ କରାଯାଉଥିଲା ବୋଲି କୁହାଯାଇଛି ଆଉ ଏହି ସବୁ କରିବା ପଛରେ କିଛି ବି ସତ୍ୟତା ନାହିଁ | ଅଗ୍ନି କୁ ସାକ୍ଷୀ ରଖି ଯାହା ବି ସବୁ ଶପଥ କରାଯାଇଥିବା ସେ ସମସ୍ତ କଥା ଏଗ୍ରିମେଣ୍ଟ ଥିଲା ବୋଲି ମଧ୍ୟ କୁହାଯାଇଛି |
ତେବେ ଏହି ଭଳି କିଛି କଥା ଅନୁଭବ ଙ୍କୁ ନେଇକି କୁହାଯାଉଛି କାରଣ ଲଭ ଇନ ଲଣ୍ଡନ ର ସୁଟିଂ ବେଳେ ଅନୁଭବ ଙ୍କ ମୁହଁରୁ କିଛି ଏହିଭଳି କଥା ଶୁଣିବାକୁ ମିଳିଛି | ଆଉ ଯେଉଁଠି ଜଣା ପଡିଛି କି ଅନୁଭବ ତାଙ୍କର ସ୍ତ୍ରୀ ଙ୍କୁ କହୁଛନ୍ତି କି ତାଙ୍କର ସ୍ତ୍ରୀ ଙ୍କୁ ଏହିଭଳି କୌଣସି ବ୍ରତ କରିବା ଉଚିତ ନୁହଁ ଓ ଉପବାସ ରହିବା ଉଚିତ ନୁହଁ କାରଣ ତାଙ୍କର ବିବାହ ଏକ ଏଗ୍ରିମେଣ୍ଟ ଥିଲା | ଆଉ ଅନୁଭବ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।